Home

କାର୍‌ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫସିଲେ ଏହି ଅଭିନେତା

ବମ୍ବେ: ଅଡ଼ୁଆରେ ଫିଲ୍ମ ନିର୍ମାତା ତଥା ଅଭିନେତା ମହେଶ ମାଞ୍ଜରେକର। ଜଣେ ବ୍ୟକ୍ତି ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍‌ ଧକ୍କା ଦେଇଥିଲା। ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି…

ସଫାରୀରେ ବସିଥିଲେ ଲୋକେ, ପଛରୁ ଆସିଲା ବାଘ; ଆଉ ତା’ ପରେ…

ବେଙ୍ଗାଲୁରୁର ବ୍ୟାନରଘାଟା ଜାତୀୟ ଉଦ୍ୟାନରେ ଏକ ବାଘ ସଫାରୀ ଟାଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ସଫାରୀରେ କିଛି ଲୋକ ବସିଛନ୍ତି। ଜଙ୍ଗଲ ମଧ୍ୟରୁ ହଠାତ୍‌ ବାଘଟି ପଛପଟୁ ଆସି କାର୍‌ ଟାଣିବାରେ ଲାଗୁଛି। ପରେ…

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଜେନିଫର ସଙ୍ଗୀତ ପ୍ରଦର୍ଶନ କରିବେ, କିନ୍ତୁ ଆଜିକାଲି ସେ ସୋସିଆଲ ମିଡିଆରେ ନିଜର…

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୭।୧: ଭାରତୀୟ କ୍ରିକେଟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଚଳିତ ସିରିଜରେ ଉଭୟ ଟିମ୍‌ ରନ୍‌ କରିବାକୁ ନେଇ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ହେଲେ ଘରୋଇ ଟିମ୍‌ ସଂଘର୍ଷ କରିବା ଭଳି ଘଟଣା ଅଷ୍ଟ୍ରେଲିଆରେ ବହୁତ୍‌ କମ୍‌ ଥର…

ଯାହାକୁ ଭଲ ପାଉଥିଲି ବିବାହ କରିଥିଲେ ଆଜି ଜେଜେ ବାପା ହୋଇଥାନ୍ତି : ସଲମାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ କେବେ ବିବାହ କରିବେ ଏନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏପରିକି ପ୍ରତିବର୍ଷ ସଲମାନଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼େ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଦ୍ଧା କାହା ପାଖରେ…

ଏହି ବୁଲା କୁକୁରକୁ ଦେଖି ଲୋକେ କରୁଛନ୍ତି ଭୟ, ଜାଣନ୍ତୁ କାହିଁକି

ହାଇଦ୍ରାବାଦ୍‌,୧୭।୧: ତେଲେଙ୍ଗାନାର କେସାଲାପୁର ଗାଁରେ ବାଘ ସଦୃଶ କୁକୁର କୌତୁହଳର ବିଷୟ ପାଲଟିଛି। ଏହି କୁକୁରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁକୁରର ଶରୀରରେ ବାଘ ଭଳି ଧାର ଅଛି। ଗ୍ରାମବାସୀ କହିଛନ୍ତି ଯେ, କୁକୁର ଶରୀରରେ ଥିବା ଏହି ଧାରଗୁଡ଼ିକ…

ବିଶ୍ୱରେକର୍ଡ କଲେ ୪୧ ବର୍ଷୀୟ କ୍ରିକେଟର୍‌

ସୟଦ ମୁସ୍ତାକ ଅଲି ଟ୍ରଫି ଚଳିତ ସିଜନରେ ଯୁବ ଖେଳାଳିମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ରବିବାର ପୁଡୁଚେରୀର ୪୧ ବର୍ଷୀୟ ପେସର୍‌ ସାନ୍ଥା ମୂର୍ତ୍ତିଙ୍କ ସହ ହଇଚଇ ସୃଷ୍ଟି କରିଥିଲେ, ଯିଏ ୪ ଓଭରରେ ୨୦ ରନ ପାଇଁ…

୭୩ ବର୍ଷ ହେବ ଯାହା ଘଟି ନ ଥିଲା ତାହା କରିଦେଖାଇଲେ ସୁନ୍ଦର

ବ୍ରିସବେନ୍‌,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ୍‌ ଟେଷ୍ଟରେ ଡେବ୍ୟୁ କରୁଥିବା ଓ୍ବାଶିଂଟନ୍‌ ସୁନ୍ଦର କମାଲ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁର ଏହି ଖେଳାଳି ନିଜ ପ୍ରଥମ ଟେଷ୍ଟରେ ଇତିହାସ ରଚିଛନ୍ତି। ଗତ ୭୩ ବର୍ଷରେ ଯେକୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯାହା କରି ନ ଥିଲେ,…

ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ

ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା ଝିଅଟି ପ୍ରେମିକ ଏବଂ ବନ୍ଧୁଙ୍କ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଏହି…

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ ବହୁତ ଲୋକପ୍ରିୟତା ହାସଲ କରିସାରିଲେଣି। ଏବେ ଭାରତୀୟ ଦଳର ପ୍ରମୁଖ ବୋଲର୍‌ ଭାବେ ତାଙ୍କୁ…

୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି ଦୁଇ ଭାରତୀୟ କ୍ରିକେଟର: ଡେବ୍ୟୁ ମ୍ୟାଚ୍‌ରେ…

ବ୍ରିସବେନ୍‌,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲୁଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ପାଳିରେ ଘରୋଇ ଟିମ୍‌ ୩୬୯ରନ୍‌ କରିଥିବା ବେଳେ ଭାରତ ୩୩୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ହେଲେ ଖେଳକୁ ଦେଖିଲେ ୧୮୬ ରନ୍‌ରେ ଭାରତୀୟ…

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିିମାନ

ଭୋପାଳ,୧୭।୧: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ରବିବାର ମଧ୍ୟପ୍ରଦେଶର ଭୋପାଳ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ୧୭୨ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri