Home

ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ବିବାହର ପ୍ରତିଶ୍ରୁତି ଦେଇ ଜଣେ ଟିଭି ଅଭିନେତ୍ରୀଙ୍କୁ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଅଭିନେତ୍ରୀ ଉତ୍ତର ମୁମ୍ବାଇର ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି…

ତାପସୀ ପନ୍ନୁଙ୍କ ପାଇଁ ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଲୋଡିଲେ ପ୍ରେମିକ, ମିଳିଲା ଏଭଳି ଜବାବ

ବମ୍ବେ: ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯିବାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଘଟଣାରେ ଫିଲ୍ମଜଗତ ସହ ଅନେକ ବ୍ୟକ୍ତିତ୍ୱଙ୍କ ନାମ ଆସିଥିବାରୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ମଧ୍ୟରେ ତାପସୀଙ୍କ କଥିତ ପ୍ରେମିକ ଚର୍ଚ୍ଚାକୁ ଆସିଛନ୍ତି।…

ବିବାହ ନେଇ ଏଭଳି ଉତ୍ତର ଦେଲେ ଜାହ୍ନବୀ…

ମୁମ୍ବାଇ,୬।୩: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୭ ମାର୍ଚ୍ଚ ୬ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚାହ୍ନବୀ ନିଜ ବିବାହ ନେଇ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ,…

ଏହି ସୁନ୍ଦରୀଙ୍କ ହାତ ଧରିବେ ବୁମ୍‌ରା! ଜାଣନ୍ତୁ କିଏ ସେ, କ’ଣ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର ଜସପ୍ରିତ ବୁମ୍‌ରାଙ୍କ ବିବାହ ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଅଧିନାୟକ ବିରାଟ କୋହଲିଙ୍କ ଭଳି ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ବିବାହ କରିବା ବିଷୟରେ ଚିନ୍ତା କରୁଛନ୍ତି। ଏସବୁ ମଧ୍ୟରେ ଯୁବତୀଜଣଙ୍କ କିଏ ତାହା ସ୍ପଷ୍ଟ ହୋଇ…

ପୂଜା ଭୋଗ ଖାଇ ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ବସ୍ତା, ୬। ୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଯୋଡି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଭଗବତୀ ପୂଜାର ପ୍ରସାଦ ଖାଇ ୪୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି…

ମମତାଙ୍କ ଘର ଛାଡ଼ିଲେ ଦିନେଶ: ଧରିଲେ ପଦ୍ମ

ନୂଆଦିଲ୍ଲୀ,୬।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ କୁହାଯାଉଥିବା ଦଳର ବରିଷ୍ଠ ନେତା ଦିନେଶ…

ଏକ୍ସପ୍ରେସ୍‌ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ

ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଶନିବାର କଳାଦିବସ ପାଳନ କରି ୫ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।…

ବିଧାନସଭାରେ ବିଜୁ ଜୟନ୍ତୀ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଓଡ଼ିଶା ବିଧାନସଭା ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଜଙ୍ଗଲ ଓ ପରିବେଶ…

‘ଓଡ଼ିଶାକୁ ଶ୍ରେଷ୍ଠ କରିବା ବିଜୁବାବୁଙ୍କ ଲକ୍ଷ୍ୟ ଥିଲା’

ଭୁବନେଶ୍ୱର, ୬।୩(ବ୍ୟୁରୋ): ମହାନ୍‌ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଜଣେ ମହାନ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଚିନ୍ତାଧାରା। ତାଙ୍କ ଦେଶଭକ୍ତି, ଜାତିପ୍ରୀତି, ସାହସ ଓ ସେବାର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ରାଜ୍ୟ ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି। ତଥାପି ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି। ବିଜୁବାବୁଙ୍କ ଜୟନ୍ତୀରେ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ସେବା ପାଇଁ ପୁଣି ଥରେ…

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ପୁରୀ ଅଫିସ, ୬।୩: ପୁରୀ ସ୍ବର୍ଗଦ୍ୱାରରେ ଅତି ଗରିବ ଶ୍ରେଣୀର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ରହିଛି। ତେବେ ଏଠାରେ ହିତାଧିକାରୀ ଚୟନ ନେଇ ଉପଯୁକ୍ତ ପ୍ରକ୍ରିୟା ହେଉନହିଁ। ଫଳରେ ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ଏକପ୍ରକାର…

ଝାରସୁଗୁଡ଼ାରେ ହେବ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ୍‌ କେନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୬ା୩: ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ମାଳିମୁଣ୍ଡା ନିକଟରେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ଦ୍ୱିତୀୟ ବାଟାଲିଅନ୍‌ କମାଣ୍ଡିଂ ଅଫିସର ମନୋଜ କୁମାର ପୁରୋହିତ ମୁଖ୍ୟଅତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?