Home

ମଦ, କଫ୍‌ ସିରପ କାରବାର ବିରୋଧରେ ବାହାରିଲେ ମହିଳା, ପିଲାଙ୍କୁ ଧରି ଏସ୍‌ପି ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲାରେ ଚୋରା ମଦ, କଫ୍‌ ସିରପ କାରବାର ବଢି ଚାଲିଛି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ଲାଗିରହିଛି। ବରଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧, ୨ ଏବଂ ୩ରେ ଅବାଧରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି।…

ବିବାହ ପାଇଁ ବିଳମ୍ବରେ ପ୍ରସ୍ତାବ ଦେଲେ ପ୍ରେମିକ: ଏଭଳି ନିଷ୍ପତ୍ତି ନେଲେ ପ୍ରେମିକା

ପ୍ରେମ, ଭଲପାଇବାକୁ ନେଇ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ପ୍ରକାରର। ସମୟ ସାଙ୍ଗକୁ ସମ୍ପର୍କ ଅଧିକ ଶକ୍ତ ହୋଇଥାଏ। ବେଳେ ବେଳେ କିଛି ବ୍ୟକ୍ତି ନ ବୁଝି ବିଚାରି ପ୍ରେମ ନିବେଦନ କରିଥାନ୍ତି। ଆଉ କିଛି ଏଥିପାଇଁ ବହୁତ ସମୟ ନେଇଥାନ୍ତି। ମାତ୍ର…

୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍‌ଙ୍କ…

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟକ୍କର ଦେବା ଲାଗି ଏଏପି ଅଣ୍ଟା ଭିଡ଼ିଛି। ଏଏପିର ରାଷ୍ଟ୍ରୀୟ ସଂଯୋଜକ…

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ। ଜେମି ଅନେକ ଦିନ ହେବ ନିଜ ପାଇଁ ଏକ ପ୍ଲାଟ୍‌…

ଆୟୁଷ ଡାକ୍ତର କରୋନା ପ୍ରତିରୋଧକ ସମ୍ପର୍କିତ ପରାମର୍ଶ ଦେଇ ପାରିବେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୧୨: ଏଣିକି ଆୟୁଷ ଡାକ୍ତର କରୋନା ମହାମାରୀ ସଂକ୍ରମଣ ସମ୍ପର୍କିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ ଦେଇପାରିବେ। କରୋନା ଆକ୍ରାନ୍ତଙ୍କୁ ଆୟୁଷ ଡାକ୍ତରମାନେ ସରକାରୀ ସରକାରୀ ସ୍ବୀକୃତି ପ୍ରାପ୍ତ ଆବଶ୍ୟକ ଔଷଧ ଏବଂ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ…

ସ୍ତ୍ରୀ, ୨ ପିଲାଙ୍କୁ ଛାଡି ପ୍ରେମିକାଙ୍କ ହାତ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ମାତ୍ର ୨ ଦିନ ବାକି ଅଛି। ଏହି ସିରିଜରେ ଆୟୋଜକ ଦଳ ଅଷ୍ଟ୍ରେଲୀୟ ଅଫ ସ୍ପିନର ନାଥାନ ଲିଅନ ଭାରତୀୟ ଦଳ ପାଇଁ ଘାତକ ହୋଇପାରନ୍ତି। ସେ ସର୍ବଦା…

୧୪୦୦ ଘରୋଇ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ

ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ ଅନ୍ୟ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସ୍କୁଲ ବନ୍ଦ…

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଘଟିଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ପାଇଁ ଜୀବନ ବିତାଇବା କଷ୍ଟକର ହୋଇପଡ଼େ।…

ଭାରତୀୟ ଦଳ ପାଇଁ ଖୁସି ଖବର

ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି । ଟୁଇଟରରେ ଏହି ଭିଡିଓ ସେୟାର କରିବାବେଳେ ଜାଡେଜା ଶୀଘ୍ର ସୁସ୍ଥ ହେଉଥିବା କହିଛନ୍ତି। ଆହତ କାରଣରୁ ଜାଡେଜା ଅଷ୍ଟ୍ରେଲିଆ…

କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ବିଳମ୍ବିତ ରାତ୍ରରେ ତାଙ୍କର ସ୍ବାସ୍ୟାବସ୍ଥା ଅଧିକ…

ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଏହି କାରଣରୁ ବେଦିରେ ବସିବାକୁ ମନା କରିଦେଇଥିଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ ଉଠେ। ସେ କେବେ ବିବାହ କରିବେ, କାହାକୁ ବିବାହ କରିବେ ଏବଂ କରିବେ କିମ୍ବା କରିବେ ନାହିଁ ଏମିତି ଅନେକ ଗୁଡିଏ କଥା ଚର୍ଚ୍ଚା ହୁଏ। କିନ୍ତୁ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri