ପ୍ରଚାର ସାରି ଫେରୁଥିବାବେଳେ ପ୍ରାର୍ଥୀଙ୍କୁ ଗୁଳିମାଡ
ପାଟନା,୬।୧୧: ବିହାର ବିଧାନସଭା ନିବାର୍ଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହାୟାଘାଟ ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ନାଥ ସିଂହଙ୍କ ଉପରକୁ ଗୁଳିମାଡ କରାଯାଇଛି। ଗୁରୁବାର ରାତିରେ ତୃତୀୟ…
କାର୍ଯ୍ୟକ୍ଷମ ହୋଇପାରୁନି କୃଷକ ବଜାର
ପୁରୀ ଅଫିସ,୬।୧୧: ପୁରୀ ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ତଥା ଗୋଦାମକୁ ସାମଗ୍ରୀ ଆଣି ଆସୁଥିବା ଗାଡ଼ି ପାଇଁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ନାନା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର…
ମୋ ବସ୍କୁ ୨ ବର୍ଷ: ଆଜି ନିରାଡ଼ମ୍ବର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୬।୧୧ (ବ୍ୟୁରୋ): ‘ମୋ ବସ୍’ ସେବାକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ରାଜଧାନୀ ଭୁବନେଶ୍ୱର ସମତେ କଟକ, ଖୋର୍ଦ୍ଧା, ପୁରୀ ଓ କୋଣାର୍କରେ ଯାତ୍ରୀଙ୍କୁ ଭରସାଯୋଗ୍ୟ ସ୍ବଳ୍ପକାଳୀନ ସେବା ଯୋଗାଇବା ସହ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ମୋ ବସ୍। ସ୍ବଚ୍ଛତା,…
କରୋନା କଟକଣା: ବାଣ ଫୁଟିବନି, ପ୍ରସ୍ତୁତକାରୀ ହତାଶ
କେନ୍ଦ୍ରାପଡ଼ା ଅଫିସ,୬ା୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି। ବିକ୍ରି କିମ୍ବା ବାଣ ଫୁଟାଇଲେ ଆଇନ ଜାଲରେ ଛନ୍ଦିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି…
ଏବେ ଖୋଲିବନି ସ୍କୁଲ: ମନ୍ତ୍ରୀ
ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଚଳିତମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।…
ଟ୍ରମ୍ପଙ୍କୁ ଆଉ ଏକ ସୁପର୍ ଝଟ୍କା
ଓ୍ବାଶିଂଟନ୍,୬।୧୧: ଆମେରିକାରେ ମତଦାନର ଦୁଇ ଦିନ ପରେ ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଭୋଟ ଗଣତି ମଧ୍ୟରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ୨୫୩ ଭୋଟ ସହ ଆଗରେ ଅଛନ୍ତି। ଏଥି ସହିତ ବର୍ତ୍ତମାନର ରାଷ୍ଟ୍ରପତି ତଥା…
ମଞ୍ଚରୁ ଆଉ ଶୁଭିବନି ‘ମୁଁ ଅନ୍ଧ ଭିକାରି’ ଗୀତ
ଖଣ୍ଡପଡ଼ା,୬ା୧୧(ସ୍ବ.ପ୍ର.): ଭଜନ ମଣ୍ଡପରୁ ଆଉ ଶୁଭିବନି ‘ମୁଁ ଅନ୍ଧ ଭିକାରି, ହାତ ଧରି ମୋତେ କରିଦେ ପାରି..’ ଗୀତ। ଜୀବନବ୍ୟାପୀ ଜଗନ୍ନାଥ ସଙ୍ଗୀତର ସଫଳ ସାଧକ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ ଆଉ ନାହାନ୍ତି। ଗୁରୁବାର ଭୋର ସମୟରେ ୭୧ ବର୍ଷ ବୟସରେ…
ଦିନକରେ ୪୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ୬୭୦ ମୃତ୍ୟୁ
ନୂଆଦିଲ୍ଲୀ,୬।୧୧: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୪୭ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୬୩୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୭୦…
ବୃକ୍ଷ ପ୍ରେମରେ ଛାତ୍ର, ଅଧ୍ୟାପକ
ଖୋର୍ଦ୍ଧା ଅଫିସ,୬ା୧୧: କରୋନା ମହାମାରୀ ଯୋଗୁ ଦୀର୍ଘ ୮ମାସ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ ରହିଛି। କରୋନା ମୁକାବିଲା ଲାଗି ସାମୂହିକ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ବିନା କାରଣରେ ଘରୁ ନ ବାହାରିବାକୁ ପ୍ରଶାସନ…
ସ୍ମାର୍ଟସିଟି ରାସ୍ତାରେ ବାଲି ଡିପୋ, ବିଏମ୍ସି ଚୁପ୍
ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରରେ ଯଦି କେହି ଘର ତିଆରିବେଳେ ରାସ୍ତା ଉପରେ ସାମୟିକ ଭାବେ କିଛି ସାମଗ୍ରୀ ରଖି ଦେଉଛି ବିଏମ୍ସି ଜରିମାନା ଆଦାୟ କରୁଛି। ହେଲେ ସହରର ବିଭିନ୍ନ ରାସ୍ତାକୁ ଜବରଦଖଲ କରାଯାଇ ବାଲି, ଗୋଡ଼ି ଡିପୋ ବର୍ଷ ବର୍ଷ…
ପ୍ରେମିକାଙ୍କୁ ଖାସ୍ ଅନ୍ଦାଜ୍ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିକେଟର୍ କେ.ଏଲ୍ ରାହୁଲ
ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ନିକଟରେ ତାଙ୍କ ୨୮ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଉତ୍ସବରେ ଆଥିଆଙ୍କୁ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଖେଳାଳି କେ.ଏଲ…
ଶ୍ରୀକ୍ଷେତ୍ର ମାଟିରେ ମିଳନ: ମା’ଙ୍କୁ ପାଇଲେ ପୁଅ, ସ୍ବାମୀଙ୍କୁ ମିଳିଲା ସ୍ତ୍ରୀ
ପୁରୀ ଅଫିସ,୬ା୧୧: ଶେଷରେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ହୋଇଛି ମହାମିଳନ। ୧୦ ବର୍ଷ ପରେ ହଜିଲା ପରିବାରକୁ ଫେରିପାଇଛନ୍ତି ପଶ୍ଚିମବଙ୍ଗ ଶାନ୍ତିନିକେତନର ତାରା ଭଗତ। ଗୁରୁବାର ପଶ୍ଚିମବଙ୍ଗରୁ ତାରାଙ୍କ ସ୍ବାମୀ ଓ ପୁଅ ଆସି ତାଙ୍କୁ ସାଥୀରେ ନେଇଯାଇଛନ୍ତି। ମହାପ୍ରଭୁଙ୍କ ଯୋଗୁ…
Archives


