ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ ସିହ୍ନା
ନୂଆଦିଲ୍ଲୀ,୭ା୧୧: ଯଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର (ସିଆଇସି) ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶନିବାର ରାଷ୍ଟ୍ରୀୟ ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସୂଚନା କମିଶନର ଯଶବର୍ଦ୍ଧନ ପୂର୍ବତନ ଭାରତୀୟ ବୈଦେଶିକ ସେବା…
ଚାଷ ଜମିରେ ପିତାଙ୍କ ସହ ନଜର ଆସିଲେ ତୈମୁର
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ଶନିବାର ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଓ ତାଙ୍କ ପୁଅ ତୈମୁର ଅଲ୍ଲି ଖାଁ ହରିୟାଣା ପାଟାଉଡିସ୍ଥିତ ଫାର୍ମ ହାଉସରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ…
ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍ରେ ଫଟୋ ଉଠାଇଥାନ୍ତି। ବେଳେବେଳେ ସେଲିବ୍ରିଟିମାନେ ଫଟୋଗ୍ରାଫରଙ୍କ ଉପରେ ଚିଡ଼ି ଯା’ନ୍ତି। କାରଣ ଫଟୋଗ୍ରାଫରମାନେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ…
ଆର୍ସିବି କ’ଣ କେବେ ଜିତିପାରିବନି ଆଇପିଏଲ୍? ଇଂଲଣ୍ଡର ଏହି ମହିଳା କ୍ରିକେଟର କହିଲେ ‘ଡେଫିନାଇଟଲି ନଟ୍’
ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଟାଇଟଲ ହାସଲ କରିବାରୁ ଲଗାତାର ୮ମ ଥର ପାଇଁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ବିରାଟ କୋହଲିଙ୍କ ଟିମ୍ ସନରାଇଜର୍ସ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା। ହେଲେ ଆର୍ସିବିର ପ୍ରଶଂସକମାନେ…
ଲମ୍ବା କେଶ ରଖି ଗିନିଜ୍ ରେକର୍ଡ କଲେ ଏହି ଯୁବତୀ
୧୮ ବର୍ଷୀୟା ନୀଲାଂଶୀ ପଟେଲ ନିଜର ଲମ୍ବା କେଶ ପାଇଁ ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଜରାଟରେ ରହୁଥିବା ନୀଲାଂଶୀଙ୍କ କେଶର ଲମ୍ବ ୬ ଫୁଟ ୬ ଇଞ୍ଚ। ନୀଲାଂଶୀ ୬ ବର୍ଷ ଦିନରୁ ନିଜର…
ସ୍ବାମୀଙ୍କ ଖୁସି ପାଇଁ ଛାଡ଼ପତ୍ର ଦେଲେ ସ୍ତ୍ରୀ, ପ୍ରେମିକାଙ୍କ ସହ କରାଇଲେ ବିବାହ
ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ୩ ବର୍ଷର ବିବାହକୁ ଭାଙ୍ଗିବା ସହ ପ୍ରେମିକାଙ୍କ ସହ ବିବାହ କରାଇବାରେ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସ୍ବାମୀସ୍ତ୍ରୀ ସମ୍ପର୍କର ଏଭଳି ଏକ ଚକିତ କଲା ଭଳି ଘଟଣା ନଜରକୁ ଆସିଛି। ଅପରପକ୍ଷେ ଉକ୍ତ…
୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା
ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍ମା ଦେଖାଇ ଖସିଯାଏ। ଏପରିକି ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ…
୭୮ ବର୍ଷ ବୟସରେ ୧୭ ବର୍ଷୀୟ ଯୁବତୀଙ୍କୁ କରିଥିଲେ ବିବାହ, ୨୨ ଦିନ ପରେ ଘଟିଲା ଏଭଳି
ବୟସରେ ଛଅ ଦଶକରୁ ଅଧିକ ଅନ୍ତର ଥିବା ସତ୍ତ୍ୱେ ବିବାହ କରିଥିଲେ ଇଣ୍ଡୋନେସିଆର ଜଣେ ୭୮ ବର୍ଷୀୟ ବୃଦ୍ଧ। ସେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ ହାତ ଧରିଥିଲେ। ଏହି ବିବାହ ଖବର ଶିରୋନାମା ମଧ୍ୟ ପାଲଟିଥିଲା। ହେଲେ ମାତ୍ର ୨୨…
ପ୍ରେମିକାଙ୍କ ସହ ବ୍ରେକ୍ଅପ୍ ପରେ ପ୍ରେମିକ ନେଲେ ଏମିତି ପଦକ୍ଷେପ, ଯାହା କେବେ ଶୁଣି ନ ଥିବେ
ଯାହାକୁ ଆପଣ ହୃଦୟ ଦେଇ ଭଲ ପାଇଥିବେ ଯଦି ସେ ଆପଣଙ୍କଠାରୁ ଦୂରେଇ ଯିବେ ତେବେ ନିଶ୍ଚିତ କଷ୍ଟ ଲାଗିବ। ଏହା ପରେ କିଏ କେତେ କ’ଣ କାଣ୍ଡ ଘଟାଇଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି, ପ୍ରଥମ ପ୍ରେମକୁ ଭୁଲି ପାରନ୍ତି…
ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା
ଟିଭି ଶୋ’ ‘ଇଶ୍କବାଜ’ର ଅଭିନେତା ନକୁଲ ମେହତା ବାପା ହେବାକୁ ଯାଉଛନ୍ତି। ନକୁଲଙ୍କ ସ୍ତ୍ରୀ ଜାନକୀ ଗର୍ଭବତୀ ଅଛନ୍ତି। ଏ ନେଇ ନକୁଲ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାରକରି ସୂଚନା ଦେଇଛନ୍ତି। ଉକ୍ତ ଫଟୋରେ ନକୁଲ ଏବଂ ତାଙ୍କ ସ୍ତ୍ରୀ…
ଏଲ୍ଓସି-ଏଲ୍ଏସି ଉପରେ ମହାକାଶରୁ ରହିବ କଡ଼ା ନଜର
ହାଇଦ୍ରାବାଦ୍,୭।୧୧: ଏଲ୍ଓସି ଏବଂ ଏଲ୍ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ…
ଭୁବନେଶ୍ୱରରୁ ପୁଣି ୬୪ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୮୭
ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୭ଜଣ ରହିଥିବା ବେଳେ ଲୋକାଲ କେସ୍ ରହିଛି ୪୭। ସେହିପରି ଆଜି ଭୁବନେଶ୍ୱରରୁ ୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Archives


