Home

୫ ମାସର ଶିଶୁକନ୍ୟାଙ୍କୁ ଦିଆଯିବ ୧୬ କୋଟି ଟଙ୍କାର ଇଞ୍ଜେକଶନ: ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ହସ୍ପିଟାଲରେ ଚିକିତ୍ସତ ହେଉଥିବା ୫ ମାସର ଶିଶୁ କନ୍ୟା ତୀରା କାମତଙ୍କ ଜୀବନ ରକ୍ଷା ହେବାର ଆଶା ସଞ୍ଚାର ହୋଇଛି। ତୀରା ଏସ୍‌ଏମ୍‌,-ଟାଇପ୍‌୧ ନାମକ ବିରଳ ରୋଗରେ ପୀଡ଼ିତା। ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ୧୬ କୋଟି…

ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର ବିବାଦକୁ ଆସିଛନ୍ତି। ବିଗ୍‌ ବସ୍‌ ସିଜନ୍‌ -୩ରେ ପ୍ରତିଯୋଗୀ ଥିଲେ ସର୍ଲିନ୍‌। ସେତେବେଳେ ସେ…

ରାଜ୍ୟ ସରକାର-ରାଜ୍ୟପାଳଙ୍କ ମଧ୍ୟରେ ବଢ଼ିଲା ବିବାଦ

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ବିବାଦରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଉତ୍ତରାଖଣ୍ଡ ଯିବାକୁ ଚାହୁଁଥିବା କୋଶୟାରି…

ହାତୀ ଉପରକୁ ୨୩ ରାଉଣ୍ଡ ଗୁଳି ଚଳାଇ ଦାନ୍ତ ନେଇଗଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ,୧୧।୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କନ୍ଧାରା ରିଜର୍ଭ ଫରେଷ୍ଟରେ ବନକର୍ମଚାରୀଙ୍କ ଉପରକୁ ଗୁରୁବାର ୨୩ ରାଉଣ୍ଡ ଗୁଳି ମାଡ଼ କରି ୧୦ରୁ ୧୫ ଦୁର୍ବୃତ୍ତ ଏକ ଦନ୍ତାକୁ ଗୁଳି ମାରି ଦାନ୍ତ ନେଇ ଯାଇଛନ୍ତି। ସୌଭାଗ୍ୟବଶତଃ ବନକର୍ମଚାରୀମାନେ ଅଳ୍ପକେ…

୫୦ରୁ ଅଧିକ ଯୁବତୀଙ୍କୁ ଲୁଟିଲେ ୧୯ ବର୍ଷ ବୟସ୍କ ଯୁବକ

ଫରିଦାବାଦ,୧୧।୨: ହରିୟାଣାର ଫରିଦାବାଦରେ ବାସ କରୁଥିବା ଜଣେ ୧୯ ବର୍ଷ ବୟସ୍କ ଯୁବକ ଅନ୍‌ଲାଇନ୍‌ରେ ୫୦ରୁ ଅଧିକ ଯୁବତୀ, ମହିଳା ତଥା ନାବାଳିକାଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସର ସାଇବର ଆପରାଧିକ ଶାଖା ପକ୍ଷରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି।…

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ପ୍ରେମିକଙ୍କ ହାତ ଧରିଲେ…

ବମ୍ବେ: ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ। ପ୍ରେମିକ ଗୌରବ ବର୍ମାଙ୍କ ହାତ ଧରିଛନ୍ତି ଅଭିନେତ୍ରୀ ସମତା ଅଞ୍ଚନ। ଉଭୟଙ୍କର ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଫେବୃୟାରୀ ୮ରେ ପରିବାରଲୋକ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ହାତକୁ…

ଲୁହ ହେବନି ବେକାର, ଗୁଲାମନବୀଙ୍କୁ ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୨: କଂଗ୍ରେସର ରାଜ ସଭା ଏମ୍‌ପି ଗୁଲାମ ନବୀ ଆଜାଦ୍‌ଙ୍କୁ ବିଦାୟ ଦେବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରେ ଲୁହ ଆସିବା ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେହିପରି ଗୁଲାମ ନବୀ…

୩୭ ବର୍ଷ ପୂର୍ବେ ବଞ୍ଚାଇଥିଲେ ହଂସର ଜୀବନ, ପରେ ଘଟିଲା ଏମିତି

ତୁର୍କିରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଜଣେ ବ୍ୟକ୍ତି ଦୀର୍ଘ ୩୭ ବର୍ଷ ପୂର୍ବେ ଏକ ହଂସର ଜୀବନ ବଞ୍ଚାଇଥିଲେ। ଏହାପରେ ଉଭୟଙ୍କ ସମ୍ପର୍କ ମଜଭୁତ ହୋଇଥିଲା। ଦୀର୍ଘ ୪ ଦଶନ୍ଧି ହେବ ଉଭୟଙ୍କ ସମ୍ପର୍କ ଏତେ…

ଆଜି ରାଜ୍ୟରୁ ୯୫ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୯୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୯୮୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୬ ଜଣ ଚିହ୍ନଟ…

ଚିଟ୍‌ଫଣ୍ଡରେ ଟଙ୍କା ରଖି ଲୋକେ ହତାଶ: ବଣ୍ଡ୍‌ ଧରି ଥାନାରେ ପହଞ୍ଚିଲେ ହିତାଧିକାରୀ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁର ଲୋକେ ଦୀର୍ଘ ବର୍ଷ ହେଲା ଚିଟ୍‌ଫଣ୍ଡରେ ଟଙ୍କା ରଖି ଠକେଇର ଶିକାର ହୋଇଛନ୍ତି। ଏପରିକି ଆଜିପର୍ଯ୍ୟନ୍ତ ଟଙ୍କା ଫେରି ପାଇବା କିମ୍ବା କ୍ଷତିପୂରଣ ପାଇବାର କୌଣସି ବିକଳ୍ପ…

ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୧।୨: ସୋସିଆଲ୍‌ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରୀୟ ସୂଚନା ପ୍ରସାରଣ ସ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ…

୫ ମାସର ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ, ନଚେତ୍‌…

ମୁମ୍ବାଇ,୧୧।୨: ପାଞ୍ଚ ମାସର କୁନି ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ୍‌। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତିରା କାମତ ନାମକ ଏହି ଶିଶିଶୁ କନ୍ୟା ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri