ଡମ୍ପର ନେଲା ବୃଦ୍ଧଙ୍କ ଜୀବନ, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଲୋକେ

ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆନଈ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ବାଲେଶ୍ୱର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆନଈ ପୋଲ ନିକଟରୁ ଘରକୁ ଫେରୁଥିଲେ । ଚାନ୍ଦିପୁର ଆଡୁ ଦ୍ରୁତ ବେଗରେ ଯାଉଥିବା ଏକ ଡମ୍ପର ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଡମ୍ପର ଚକାତଳେ ପଡ଼ିଯାଇଥିଲେ ମହେନ୍ଦ୍ର। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପଟେ ଚାନ୍ଦିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣା ସ୍ଥଗିତ

ସୋରଡ଼ା,୨୫ା୧(ଡି.ଏନ୍‌.ଏ.): ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ଅଙ୍ଗନବାଡି ଲେଡିସ ଓ୍ବାର୍କର୍ସ ଆସୋସିଏଶନ ସୋରଡା ବ୍ଲକ ତରଫରୁ ଜିଲପାଳ, ତହସିଲଦାର, ଆଇଆଇସି, ଉପଜିଲପାଳଙ୍କୁ ଗତ ଶନିବାର ଏକ...

ଜେଲରେ ଥିବା ସମୀରଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୬।୫: ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ ଟଙ୍କା ଠକେଇ ଅଭିଯୋଗରେ ସମୀର ନାୟକ ଏବେ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି।...

ଖୋଲିଲା ଶାରଳା ମନ୍ଦିର

ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ...

ଉପକୂଳ ରାଜପଥ ନିର୍ମାଣ ଦାବି

ପୁରୀ ଅଫିସ, ୪ା୧୧: କେନ୍ଦ୍ର ସରକାର ଭାରତମାଳା ଯୋଜନାରେ ଉପକୂଳ ରାଜପଥ ନିର୍ମାଣ ଘୋଷଣା କରିଛନ୍ତି। ମାତ୍ର ଗତ ୬ବର୍ଷ ହେଲା ଏହି ପ୍ରକଳ୍ପ ଆଗକୁ...

ଶହୀଦଙ୍କ ପରିବାରକୁ ଭେଟିଲେ ଏମ୍‌ପି : ଅଜିତଙ୍କ ନାମରେ ହେବ ଖେଳପଡ଼ିଆ

କାମାକ୍ଷାନଗର, ୨୩।୬ (ଡି.ଏନ୍‌.ଏ.) – ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଅଜିତ ସାହୁଙ୍କ ପରିବାରକୁ ଶନିବାର ଅପରାହ୍ନରେ ଭେଟିଛନ୍ତି ଏମ୍‌ପି ମହେଶ ସାହୁ।...

କମୁଛି ଜଳସ୍ତର, ବର୍ଷାଜଳ ସଞ୍ଚୟ ନିର୍ଦ୍ଦେଶ

କେସିଙ୍ଗା,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବର୍ଷାଜଳ ସଞ୍ଚୟ କରିବାକୁ ଜିଲାପାଳ ଡ. ଗାଭଳି ପରାଗ ହର୍ଷଦ କେସିଙ୍ଗା ଏନ୍‌ଏସିକୁ...

ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା...

ଉପକୂଳରେ ବିଦେଶୀ ପ୍ୟାସନ୍‌ କ୍ରିଷ୍ଣା ଫଳ ଚାଷ

ମହାକାଳପଡ଼ା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ଅଞ୍ଚଳରେ ବିଦେଶୀ ପ୍ୟାସନ୍‌ ଫଳ ବା ଭାରତୀୟମାନେ କହୁଥିବା କ୍ରିଷ୍ଣା ଫଳ ଚାଷ ହେଉଛି।...

Advertisement
Archives

Model This Week