Home

ଧାନ ବୋଝେଇ ଟ୍ରାକ୍ଟର ରଖି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ପଦ୍ମପୁର,୧୧।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ମାସ ବିତି ଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି।…

ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ ଅନୁଗୋଳର ଦୁଇଟି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ନିଆଁରେ ସବୁକିଛି…

ଇଞ୍ଚେ ଜମି ବି ଦେବ ନାହିଁ ଭାରତ: ରାଜନାଥ

ନୂଆଦିଲ୍ଲୀ,୧୧।୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ସେନା ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାରେ ପ୍ରତିରକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତବର୍ଷ ଚାଇନା ଏଲ୍‌ଏସିରେ ବିପୁଳ ପରିମାଣର ଗୋଳାବାରୁଦ ଠୁଳ କରୁଥିଲା। ତେବେ ଏବେ ଆଲୋଚନାର…

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ, ୧୧।୨: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଡେପୁଟି ରେଞ୍ଜର କେଶବ ନାୟକଙ୍କ ବଲାଙ୍ଗୀର ସାଗରପଡା ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢ଼ାଉ ଜାରି…

ଘରେ ଏସବୁ ସ୍ଥାନରେ ରଖନ୍ତୁ ଔଷଧ, ଶୀଘ୍ର ହେବେ ରୋଗମୁକ୍ତ !

କାଶୀ,୧୧।୨: ଜୀବନର ଭରପୁର ଆନନ୍ଦ ନେବା ସହିତ ସର୍ବଦା ଚଳଚଞ୍ଚଳ ରହିବା ପାଇଁ ସୁସ୍ବାସ୍ଥ୍ୟର ଆବଶ୍ୟକତା ରହିଛି। ଘରେ ବାସ୍ତୁ ଅନୁସାରେ ବିଭିନ୍ନ ସାମଗ୍ରୀ ରଖିଲେ କୌଣସି ସମସ୍ୟା ଦେଖାଯାଇ ନ ଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଔଷଧ…

ଭାରତକୁ ବଡ ଝଟ୍‌କା, ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ବଡ ଝଟ୍‌କା ଲାଗିଛି। ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବାକି ତିନିଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିବା ଜଣାପଡିଛି। ଅଷ୍ଟ୍ରେଲିଆ ବିପକ୍ଷ…

ଟ୍ରମ୍ପ୍‌ ପୁଣି ନିର୍ବାଚନ ଲଢ଼ିଲେ ବି ହଟିବନି ପ୍ରତିବନ୍ଧକ: ଟୁଇଟର

ଓ୍ବାଶିଂଟନ,୧୧।୨: ଆମେରିକାରେ ଘଟିଥିବା କ୍ୟାପେିଟୋଲ ହିଲ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଦେଶରେ ଉତ୍ତେଜନା ସୃଷ୍ଟି କରିବା ଲାଗି ବିଭିନ୍ନ କଣ୍ଟେଟ୍‌ ଟ୍ରମ୍ପ୍‌ଙ୍କ ଅକାଉଣ୍ଟ୍‌ରେ ଅପଲୋଡ୍‌ କରାଯାଉଥିବା ଟୁଇଟର ପକ୍ଷରୁ…

ଧରମ ଭାଇ ସାଜି ୩୦ ହଜାର ଟଙ୍କା ଲୁଟିଲେ

ଭୁବନେଶ୍ୱର,୧୧।୨(ବ୍ୟୁରୋ):ରଙ୍ଗ୍‌ ନମ୍ବରରୁ ସମ୍ପର୍କ ଯୋଡ଼ିଲେ। ଧରମ ଭାଇ ହୋଇ ବିଶ୍ୱାସ ବଢ଼ାଇଲେ। ଶେଷରେ ଯୁବତୀ ଓ ତାଙ୍କ ମା’ଙ୍କୁ ଭୁବନେଶ୍ୱର ବୁଲାଇ ୩୦ ହଜାର ସହ ଏଟିଏମ୍‌ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଆଦି ଲୁଟିନେଲେ। ଲୁଟ୍‌ର ଶିକାର ମା’ଝିଅ ବୁଧବାର ଖାରବେଳନଗର…

କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି। ଗତ କିଛିଦିନ ତଳେ ଯେଉଁ ଗୋଷ୍ଠୀ ଦିଲ୍ଲୀ ଯାଇଥିଲା, ସେମାନଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ…

୧୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୨(ବ୍ୟୁରୋ):ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଟପିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତ୍ରିର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ। ଓଡ଼ିଶା ଉପରେ ଏକ ଟ୍ରପଲାଇନ ରହିଛି। ଆସନ୍ତା ୧୬ ତାରିଖରେ ରାଜ୍ୟରେ…

ବନ ବିଭାଗ ମୁରବି ଶୂନ୍ୟ

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ରାଜ୍ୟ ବନ ବିଭାଗ ଏବେ ଏକପ୍ରକାର ମୁରବୀ ଶୂନ୍ୟ ହେଇପଡ଼ିଛି। ପିସିସିଏଫ୍‌ (ଜେନେରାଲ) ଏବଂ ପିସିସିଏଫ୍‌ (ବନ୍ୟପ୍ରାଣୀ) ଭଳି ଦୁଇଟି ମୁଖ୍ୟ ପଦବୀ ଖାଲିପଡ଼ିଛି। ଗତ ଜାନୁୟାରୀ ୩୧ରେ ପିସିସିଏଫ୍‌ ଜେନେରାଲ ତଥା ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ ସନ୍ଦୀପ…

ସ୍ତ୍ରୀଙ୍କ ପ୍ରତାରଣା ସହି ନ ପାରି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଅହମ୍ମଦାବାଦ,୧୧।୨: ପାରିବାରିକ ହିଂସା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳସ୍ବରୂପ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ଅହମ୍ମଦାବାଦ ସହରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପ୍ରତାରାଣା ସହି ନ ପାରି ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri