Posted inଖେଳ

ଭାରତକୁ ହରାଇବା ନେଇ ଏଭଳି କହିଲେ ଇଂଲଣ୍ଡ ଅଧିନାୟକ, ବୋଲରମାନେ…

ପୁଣେ,୨୭।୩: ଭାରତକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୬ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ ଟିମ୍‌। ଫଳରେ ଦଳ ପ୍ରଥମ ଦିନିକିଆରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର କହିଛନ୍ତି, ଭାରତକୁ ୩୩୬ ରନ୍‌ରେ ରୋକିବାରେ ବୋଲର୍‌ମାନେ ସଫଳ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଦଳ ବଡ଼ ସ୍କୋର କରିଥିଲା। ହେଲେ ଲକ୍ଷ୍ୟକୁ ହାସଲ କରିବା ବେଳେ ଆମେ ଭଲ ଭାଗିଦାରୀ କରିଥିଲେ। ଆମର ଓପନରମାନେ ଦୀର୍ଘଦିନ ଧରି ଭଲ ଖେଳି ଆସୁଛନ୍ତି। ଜନି ବେୟାରଷ୍ଟୋ-ବେନ୍‌ ଷ୍ଟୋକ୍ସଙ୍କ ସହ ମିଶି ଖୁବ୍‌ ପ୍ରଶଂସନୀୟ ରନ୍‌ କରିଥିଲେ। ସ୍ପିନର ମୋଇନ ଅଲି ଭଲ ବୋଲିଂ କରିଥିଲେ। ଏହି ବିଜୟଠାରୁ ଶେଷ ମୁକାବିଲା ମଧ୍ୟ ରୋଚକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ୟାରେଥ୍‌ ବ୍ୟାରିଙ୍କ ଅବସର

ଓ୍ବେଷ୍ଟ ବ୍ରୋମ୍‌ଓ୍ବିଚ୍‌, ୨୮ା୮ (ଏପି)- ପ୍ରିମିୟର ଲିଗ୍‌ରେ ସର୍ବାଧିକ ମ୍ୟାଚ ଖେଳି ରେକର୍ଡ କରିଥିବା ଗାରେଥ୍‌ ବ୍ୟାରି ୩୯ବର୍ଷ ବୟସରେ ଫୁଟ୍‌ବଲରୁ ଅବସର ନେଇଛନ୍ତି। ପ୍ରିମିୟର...

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୪।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ରେ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଟସ୍‌...

ଭାବି ସ୍ତ୍ରୀଙ୍କ ସହ ଏମିତି ଭିଡିଓ ଛାଡିଲେ ଚହଲ, ଦେଖିଲେ ହସି ହସି ଗଡିବେ

ଭାରତୀୟ ସ୍ପିନର୍‌ ସୋସିଆଲ୍‌ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସାଥୀ ଖେଳାଳିଙ୍କୁ ମଜାଳିଆ କମେଣ୍ଟ ଦେଇ ହେଉ କି ନିଜେ ଟିକ୍‌ଟକ୍‌ରେ ଡ୍ୟାନ୍ସ କରି ପ୍ରଶଂସକଙ୍କ...

ରୋନାଲ୍‌ଡୋଙ୍କ ୯୯ତମ ଅନ୍ତର୍ଜାତୀୟ ଗୋଲ୍‌

ଲକ୍ସେମବର୍ଗ,୧୮ା୧୧(ଏଏଫପି)-ଲକ୍ସେମବର୍ଗ ବିପକ୍ଷରେ ୨-୦ଗୋଲରେ ବିଜୟ ହାସଲ କରି ପର୍ତ୍ତୁଗାଲ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୦ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଏହି...

କିଶୋର କୁମାରଙ୍କ ଗୀତ ଗାଇଲେ ସୋଏବ

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି। ହାପେନ୍‌ଡହ୍ବାଟ୍‌...

ଗାଙ୍ଗୁଲିଙ୍କୁ ପଛରେ ପକାଇଲେ କୋହଲି

ସେଞ୍ଚୁରିୟନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତୀୟ ଦଳ। ଏହି ମ୍ୟାଚରେ ଭାରତୀୟ ଓପନରମାନେ ଚମତ୍କାର ଇନିଂସ...

୭ଟାରେ ପଡ଼ିବ ଟସ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ହାଇଦ୍ରାବାଦ- କୋଲକାତା ଲଢ଼େଇ

ମୁମ୍ବାଇ,୧୫।୪: ଆଇପିଏଲ୍‌ ୨୦୨୨ର ୨୫ତମ ମୁକାବିଲା ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ପ୍ରାରମ୍ଭିକ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ କେନ୍‌...

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...

Advertisement
Archives

Model This Week