ଭାରତୀୟ ସିରିଏଲ୍ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି। ବର୍ତ୍ତମାନ ଏକ ସିରିଏଲ୍ରେ ଏମିତି କିଛି ଘଟିଛି, ଯାହାକୁ ଦେଖିବା ପରେ ହସିବା ସହ ବିଶ୍ୱାସ ମଧ୍ୟ୍ୟ କରି ହେବ ନାହିଁ।
ଏହି ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏମିତି ଏକ ଦୃଶ୍ୟ ରହିଛି, ଯେଉଁଥିରେ ଅଭିନେତ୍ରୀଙ୍କର ହଠାତ୍ ବିବାହ ହୋଇଯାଉଛି। କହିବାକୁ ଗଲେ, ବିବାହ ହୋଇ ନାହିଁ ମାତ୍ର ଏମିତି କିଛି ଘଟୁଛି ତାଙ୍କର ବିବାହ ହୋଇଯାଉଛି। ଭିଡିଓ ଦେଖିବା ପରେ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି ।
Don't you love it when you accidentally get married? 🤣
TV serials circa 2020 pic.twitter.com/gJ6SqGfB6p
— (I'm done)ⁿ (@Shayonnita15) March 25, 2021