Posted inଖେଳ

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି। ତେବେ ଦ୍ୱିତୀୟ ଦିନିକିଆରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଅତିଥି ଇଂଲଣ୍ଡ ଟିମ୍‌। ଫଳରେ ସିରିଜ ୧-୧ ବରାବର ସ୍ଥିତିକୁ ଆସିଛି। ଇଂଲଣ୍ଡ ବ୍ୟାଟିଂର ୨୬ ଓଭରରେ ବେନ୍‌ ଷ୍ଟ୍ରୋକ୍ସ ଜୀବନଦାନ ପାଇଥିଲେ। ସେ ଏକ ରନ୍‌ଆଉଟ୍‌ରୁ ରକ୍ଷା ପାଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବାରୁ ସେ ନଟ୍‌ଆଉଟ୍‌ ଘୋଷଣା କରିଥିଲେ। ହେଲେ ଓଭର ଶେଷରେ କୋହଲି ମଇଦାନରେ ଉପସ୍ଥିତ ଅମ୍ପାୟାର ନିତୀନଙ୍କ ସହ ରନ୍‌ଆଉଟ୍‌ ନେଇ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ। ସେ ନିଜ ହାତରେ ସଙ୍କେତ ଦେଇଥିଲେ। ହେଲେ ଅମ୍ପାୟାର ତାଙ୍କୁ ଅଣଦେଖା କରିଥିଲେ। ପରେ ମେନନ କୋହଲିଙ୍କୁ କିଛି କହିଥିଲେ। ଶେଷରେ ଅଧିନାୟକ ପୁନର୍ବାର ଫିଲ୍ଡିଂ କରିବାକୁ ଯାଇଥିଲେ। ଏହି ସମୟର ଭିଡିଓ ଏବେ ଭାଇରାଲ ହେଉଛି। ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌

ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍‌ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...

କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବାବର ଆଜାମ

ହରାରେ, ୨୦।୪: ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବଠାରେ ବୁଧବାରଠାରୁ ପାକିସ୍ତାନ ଓ ଜିମ୍ବାଓ୍ବେ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌।...

ପିଏସ୍‌ଏଲ ଅର୍ଥ ଫେରାଇବେ ଉମର ଆକମଲ

କରାଚୀ,୨୮।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ସ୍ପଟ ଫିକ୍ସିଂ ପାଇଁ ପ୍ରସ୍ତାବ ମିଳିଥିଲା। କିନ୍ତୁ ରିପୋର୍ଟ କରିବାରେ ବିଫଳ ହେବାରୁ ବାସନ୍ଦ ହୋଇଛନ୍ତି। ଏଥିଯୋଗୁ ସେ...

ଶାହା, ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ,୨୫ା୧୨- ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ରିଦ୍ଧିମାନ ଶାହା ଓ ରିଷଭ ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି। ଦୁହିଁଙ୍କ ମଧ୍ୟରେ କରାଯାଉଥିବା ଅଦଳ ବଦଳ ଉଚିତ୍‌ ନୁହେଁ।...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ...

ମହିଳା ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଇଦୁଲଜୀ, ଶାନ୍ତାଙ୍କ ଆପତ୍ତି

ନୂଆଦିଲ୍ଲୀ,୧୯।୧୦(ପି.ଟି.)- କ୍ରିକେଟ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାଏନା ଇଦୁଲଜୀ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂଆ ଆପେକ୍ସ କାଉନ୍‌ସିଲ ସଦସ୍ୟା ଶାନ୍ତା...

ବର୍ନାଲ ଜିତିଲେ ଗିରୋ ଡି’ ଇଟାଲିଆ ଟାଇଟଲ

ରୋମ୍‌: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ ଉଦ୍‌ଯାପିତ ହୋଇଯାଇଛି। ରବିବାର ସେନାଗୋଠାରୁ ମିଲାନ ପର୍ଯ୍ୟନ୍ତ ୩୦. ୩ କିଲୋମିଟର ବିଶିଷ୍ଟ ଅନ୍ତିମ ରେସ୍‌ରେ ଇଟାଲୀର...

ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ

ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ବିଜେତା...

Advertisement
Archives

Model This Week