ଇତିହାସ ରଚିଲେ ରୁଟ୍: ୩୮ ବର୍ଷ ପରେ କଲେ ଏମିତି କାରନାମା
ଅହମ୍ମଦାବାଦ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଘରୋଇ ଦଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୪୫ ରନ କରିଥିଲା। ଇଂଲଣ୍ଡ ଅଧିନାୟକ ତଥା ପାର୍ଟ ଟାଇମ ସ୍ପିନର ଜୋ ରୁଟ ଆଠ ରନ…
କାଗଜକଲମରେ ବାହ୍ୟ ମଳମୁକ୍ତ ବ୍ଲକ
ନାଉଗାଁ,୨୬।୨(ସ୍ବ.ପ୍ର): କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ୨୦୧୫ରୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ସମସ୍ତଙ୍କ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବାହାରେ ମଳତ୍ୟାଗ ନ କରି ଗ୍ରାମାଞ୍ଚଳ ପରିବେଶକୁ ସଫା ରଖିବାକୁ ଲୋକଙ୍କୁ ଗ୍ରାମ୍ୟ ପାନୀୟ…
ଚାଷକରି ଫସିଗଲେ ଆଳୁଚାଷୀ
କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ…
‘ମୁକେଶ ଭାଇ ଏହା କେବଳ ଟ୍ରେଲର୍, ସମସ୍ତ ପ୍ରସ୍ତୁତି ହୋଇସାରିଛି’
ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି ନୁହେଁ ମୁମ୍ବାଇ ପୋଲିସ ଆଣ୍ଟିଲିଆ ବାହାରେ ସୁରକ୍ଷାକୁ ଆହୁରି କଡାକଡି କରିଛି। ଏହି ସନ୍ଦେହଜନକ…
ଛତିଶଗଡ଼ କବ୍ଜାରେ ମହୁଲପାହାଡ଼
ଲଖନପୁର,୨୬।୨(ଡି.ଏନ୍.ଏ.): ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲା କୋଟିଆ ପଞ୍ଚାୟତକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦେଖାଦେଇଛି ସୀମା ବିବାଦ। ଏ ନେଇ ଚଳିତ ବିଧାନସଭାରେ ବିରୋଧୀ ଦଳଗୁଡିକ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଫଳରେ ରାଜ୍ୟ ସୀମାରେ ଥିବା ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କ…
ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା ମାମଲା: ଅଧ୍ୟାପକଙ୍କୁ ୭ ବର୍ଷ ଜେଲ
ଯାଜପୁର ଟାଉନ,୨୬।୨(ଡି.ଏନ.ଏ.): ଜଣେ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଯାଜପୁର ଜିଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର ମାମଲାର ବିଚାର କରି ଦୋଷୀ ଅଧ୍ୟାପକଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା…
ବେଆଇନ ମାଙ୍କଡ଼ା ଖଣି ସିଲ୍
ନିରାକାରପୁର,୨୬।୨(ଡି.ଏନ୍.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳରେ ଦିନକୁ ଦିନ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଦୈନିକ ବେଆଇନ ଭାବେ ଖଣି ଖନନ କରିବା ସହିତ ଶହ ଶହ ଟ୍ରକ୍ ଓ ଟ୍ରାକ୍ଟରରେ ମୋରମ, ମାଙ୍କଡ଼ା ପଥର ଚାଲାଣ କରୁଛନ୍ତି। ଗୁରୁବାର…
ସାଇବର ଠକେଇ: ୧ଲକ୍ଷ ୮ହଜାର ନେଇଗଲେ
ଖୋର୍ଦ୍ଧା ଅଫିସ,୨୬।୨: ରାଜ୍ୟରେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ସଦର ଥାନା ଅଧୀନ ବାଜପୁର ଗ୍ରାମର ଚାରୁଲତା ଦାଶ ବ୍ୟାଙ୍କ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ଏକ ମିନଟ୍ ମଧ୍ୟରେ ୨ଟି କିସ୍ତିରେ ୧ଲକ୍ଷ ୮ହଜାର…
ପାର୍କ, ପାଠାଗାର ନିର୍ମାଣ ଲାଗି ମିଳୁନି ସ୍ଥାନ
ଗୋପ,୨୬।୨(ଡି.ଏନ୍.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନ ଓ ପଞ୍ଚାୟତରେ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅଧିକାଂଶ ପଞ୍ଚାୟତରେ ସରକାରୀ କାର୍ଯ୍ୟ ଠିକ ଭାବେ ହୋଇପାରୁ ନାହିଁ। ଏହାର ନିଚ୍ଛକ ଉଦାହରଣ ପୁରୀ…
ହିନ୍ଦୁ ସମ୍ପଦାୟର ଲୋକଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଏମ୍ପି
ଇସଲମାବାଦ,୨୬।୨: ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସକ ଦଳର ଏମ୍ପି ଆମିର ଲିଆକତ ହୁସେନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଟୁଇଟ୍ ଯୋଗୁ କ୍ଷମା ମାଗିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଦସ୍ୟ ଆମିର ଲିଆକତ ହୁସେନ ବିରୋଧୀ ଦଳର ନେତା ତଥା…
ସୁବାସୀ ସଂରକ୍ଷିତ ଜଙ୍ଗଲରେ ନିଆଁ
ଖୁଣ୍ଟୁଣୀ,୨୬।୨(ଡି.ଏନ.ଏ.): ଆଠଗଡ଼ ବନାଞ୍ଚଳ ଅଧୀନ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୪୦ ଏକର ଜଙ୍ଗଲ ପୋଡିଯାଇଥିବା ଜଣାପଡିଛି। ଏହି ଜଙ୍ଗଲ ରମ୍ପେଇ ଗ୍ରାମବାସୀଙ୍କ ଦ୍ବାରା ୧୯୯୫ରୁ ଜଗାରଖା କରାଯାଉଥିଲା। ଗତ ସପ୍ତାହରେ ଏଠାରେ ନିଆଁ…
ମୋ କଲେଜ ଅଭିଯାନ ଲାଗି ସରକାରଙ୍କ ପ୍ରସ୍ତୁତି
ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରୀଛାତ୍ରଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ ଆରମ୍ଭ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଉଚ୍ଚଶିକ୍ଷା ଭିତ୍ତିଭୂମିକୁ…
Archives


