ଏମର୍ଜେନ୍ସି ଭୁଲ୍ ଥିଲା
ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ ଓ ବିବାଦୀୟ ଅଧ୍ୟାୟ। ଏହାକୁ ରଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦେଶବ୍ୟାପୀ ଜାରି…
ଭିନ୍ନମତ ଦେଶଦ୍ରୋହ ନୁହେଁ
ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଖାରଜ କରି ସର୍ବୋଚ୍ଚ ଅଦାଲତ…
ହଲିଉଡ୍ରେ ସୁପରହିଟ୍ ଏହି ଅଭିନେତ୍ରୀ
ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍ ନୁହେଁ, ହଲିଉଡ୍ରେ ମଧ୍ୟ ବେଶ୍ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ ଆଉ ବଳିଷ୍ଠ ଅଭିନୟକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା କେବଳ ବଲିଉଡ୍ରେ ନୁହେଁ ହଲିଉଡ୍ରେ ମଧ୍ୟ…
ଚକୋଲେଟ ହିରୋରୁ ପାଗଳ ଖାନା…
ମୁମ୍ବାଇ: ଦିନେ ବଲିଉଡର ଆଗଧାଡ଼ିର ଷ୍ଟାର୍ ଥିବା ରାଜ କିରନ ଏବେ କେଉଁଠି ସେନେଇ କାହା ପାଖରେ କୌଣସି ଠିକ ଖବର ନାହିଁ। ତାଙ୍କ ଜୀବନ ଏବେ ଆଟଲାଣ୍ଟାର ଏକ ପାଗଳ ଖାନାରେ ବିତୁଥିବା ପରିବାର ସଦସ୍ୟ କହୁଛନ୍ତି। ରାଜ କିରନଙ୍କ…
ଟିକା ନେଲେ ବରିଷ୍ଠ ନାଗରିକ, କାହାଠାରେ ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା
ହିଞ୍ଜିଳିକାଟୁ,୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବରିଷ୍ଠ ନାଗରିକଙ୍କୁ ବୁଧବାରଠାରୁ ଆର୍ଏମ୍ସି ପରିସର ନୂତନ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପୌରାଞ୍ଚଳକୁ ୪ଟି ଭାଗରେ ବିଭକ୍ତ କରାଯାଇ ଟିକାକରଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ବୁଧବାର ପୌରାଞ୍ଚଳର ୧…
ଓଲଟି ପଡ଼ିଛି ପିଆଜ ଟ୍ରକ, ପାଖରେ ଶୋଇ ଫୋନ୍ରେ ଗପୁଛନ୍ତି ଡ୍ରାଇଭର; ଫଟୋ ଶେୟାର କଲେ ଅରୁଣ ବୋଥ୍ରା
ବେଳେବେଳେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭାଇରାଲ…
୯ କର୍ମଚାରୀଙ୍କୁ କରୋନା, ୪୮ ଘଣ୍ଟା ପାଇଁ ସିଲ୍ ହେଲା ହୋଟେଲ
ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ହୋଟେଲର ୯ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଅନ୍ୟପକ୍ଷରେ ହୋଟେଲକୁ ୪୮ ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କର୍ମଚାରୀମାନଙ୍କର…
ଏହି ଲ୍ୟାବ୍ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା
ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି। ଏବେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଚାଇନା ଉହାନ ଲ୍ୟାବ୍ରେ ରହସ୍ୟମୟୀ ଡାର୍କ ଡାଟାବେସକୁ ଲୁଚାଇଛି।…
ଆଜି ରାଜଧାନୀରୁ ୧୩ ପଜିଟିଭ୍ ଚିହ୍ନଟ, ପୁଣି ବଢ଼ିଲାଣି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର,୩।୩(ବ୍ୟୁରୋ): ବୁଧବାର ରାଜଧାନୀ ଭୁବନେଶ୍ୱରରୁ ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୧୨ରେ ପହଞ୍ଚିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ…
ପାକିସ୍ତାନ ସୁପର ଲିଗ୍ ସହ ଆଇପିଏଲ୍କୁ କରିଥିଲେ ତୁଳନା: ଏବେ କ୍ଷମା ମାଗି ଏପରି କହିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର୍
ନୂଆଦିଲ୍ଲୀ,୩।୩: ନିକଟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍ ଡେଲ୍ ଷ୍ଟେଇନ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଏବଂ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ୍) ମଧ୍ୟରେ ତୁଳନା କରି ବିବାଦୀୟ ବୟାନ ଦେଇଥିଲେ। ଉକ୍ତ ବୟାନକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଇପିଏଲ୍ର ପ୍ରଶଂସକ ସୋସିଆଲ…
ଟାହିଟାପରାକୁ କେନ୍ଦ୍ର କରି ସହପାଠୀଙ୍କୁ ଛୁରାମାଡ଼ କଲେ ଛାତ୍ର
ଭଞ୍ଜନଗର,୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡ଼ବୋରସିଂ ଉଚ୍ଚ ବିଦ୍ୟାଳୟରେ ଟାହି ଟାପରାକୁ କେନ୍ଦ୍ର କରି ଜଣେ ଦଶମ ଶ୍ରେଣୀ ଛାତ୍ର ନିଜର ସହପାଠୀଙ୍କୁ ଛୁରିରେ ଭୁସିବା ଭଳି ଅଭାବନୀୟ ଘଟଣା ଘଟିଛି। ଛାତ୍ର ଜଣଙ୍କ ଗୁରୁତର ଅବସ୍ଥାରେ ବ୍ରହ୍ମପୁର…
ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା: ଏହି ଭାରତୀୟ ବୋଲରଙ୍କ ୭ ବର୍ଷ ପୁରୁଣା ବୟାନ ଏବେ ଚର୍ଚ୍ଚାରେ, ଭାଇରାଲ ହେଉଛି…
ନୂଆଦିଲ୍ଲୀ,୩।୩: ଭାରତୀୟ ଦ୍ରୁତ ବୋଲର୍ ନବଦୀପ ସାଇନି ଗତ କିଛି ବର୍ଷ ଧରି ନିଜ ବୋଲିଂକୁ ନେଇ ଖବର ଶିରୋନାମା ପାଲଟୁଛନ୍ତି। ସେ ନିଜ ଗତିକୁ ନେଇ ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଉଛନ୍ତି। ଏଯାବତ ସେ ୨ ଟେଷ୍ଟ, ୭…
Archives


