Home

ପୁରୁଣା ଲଭ୍‌ ଲାଇଫ୍‌ ଏବେ ବି ସିଦ୍ଧାର୍ଥଙ୍କର ମନେ ପଡ଼େ….

ମୁମ୍ବାଇ,୧୬।୧: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶନିବାର ୩୬ ବର୍ଷ ପୂରଣ ହୋଇଛି। ସେ ୩୭ରେ ପାଦ ଦେଇଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ଡେବ୍ୟୁ କରିିଥିଲେ। ଏହାପରେ…

ଶାହିଦ୍‌ କପୁରଙ୍କ ପୁରୁଣା ପ୍ରେମିକା…

ମୁମ୍ବାଇ,୧୬।୧: ନିଜର ପୁରୁଣା ପ୍ରେମିକା କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଭୁଲିବାକୁ ଚାହାନ୍ତିନି ଶାହିଦ୍‌ କପୁର। ଏକ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ସମୟରେ ଶାହିଦ୍‌ ଏହା ପ୍ରକାଶ କରିଛନ୍ତି। ଜୀବନର ଏସବୁ ସୁନ୍ଦର ସ୍ମୃତିବହୁଳ ଘଟଣାରୁ ସେ ଅନେକ କିଛି ଶିକ୍ଷା…

ଥାନାରେ ବାଘ

କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ କରି…

ଗୋଟିଏ ଦୁଇଟି ନୁହେଁ ୬ ବିଷୟରେ ନେଟ୍‌ କ୍ୱାଲିଫାଏ କରି ରେକର୍ଡ କଲେ ଏହି ଯୁବକ: ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ପାଇଲେ ସ୍ଥାନ

କାନପୁର: ଗୋଟିଏ କିମ୍ବା ଦୁଇଟି ବିଷୟ ନୁହେଁ, ବରଂ ଛଅଟି ବିଷୟରେ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌) ପରୀକ୍ଷା ପାସ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଜଣେ ଯୁବକ। ସେ ହେଲେ କାନପୁରର ଅମିତ କୁମାର ନିରଞ୍ଜନ। ଦେଶରେ…

ପାକିସ୍ତାନକୁ ବନ୍ଧୁ ମାଲେସିଆର ଝଟକା: ଟଙ୍କା ନଦେବା ଯୋଗୁ ଜବତ କରିନେଲା ବିମାନ

କୁଆଲାଲମ୍ପୁର,୧୫।୧: ବନ୍ଧୁ ମାଲେସିଆ ଦ୍ୱାରା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ମାଲେସିଆ କର୍ତ୍ତୃପକ୍ଷ ଶୁକ୍ରବାର କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରିଛନ୍ତି। ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି। ୨୦୧୫ରେ ଭିଏତନାମ୍‌ କମ୍ପାନୀରୁ ଲିଜ୍‌…

ସୁନ୍ଦରୀ ହେବାକୁ କରିଥିଲେ ସର୍ଜରୀ, ହେଲେ ଜୀବନ ନେଲା…

ବମ୍ବେ: ଅଭିନେତା ତଥା ଅଭିନେତ୍ରୀମାନେ ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ ଗୋଟିଏ ହେଲା ସର୍ଜରୀ। ଅନେକେ ସର୍ଜରି କରି ପୂର୍ବଠାରୁ ଅଧିକ ସୁନ୍ଦରୀ ହୋଇଥିବା ବେଳେ କିଛିଙ୍କ କ୍ଷେତ୍ରରେ ଓଲଟା ହୋଇଛି। ଏପରିକି କେତେଜଣଙ୍କ…

ବାହାରିଲା ନାହିଁ କୌଣସି ସମାଧାନ: କୃଷି ଆଇନକୁ ନେଇ ପୁଣିଥରେ ୧୯ ଜାନୁୟାରୀରେ ହେବ ବୈଠକ

ନୂଆଦିଲ୍ଲୀ,୧୫ ।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକଙ୍କ ସହ ଶୁକ୍ରବାର କେନ୍ଦ୍ର ସରକାର ୯ମ ଥର ପାଇଁ ଆଲୋଚନା କରିଥିଲେ । ହେଲେ ଏଥର ବି ଏହାର କୌଣସି ସମାଧାନ ବାହାରି ନ…

ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ୫୫ ବର୍ଷରେ ପାଦ ରଖିଛନ୍ତି ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ ସୀମା ବିଶ୍ୱାସ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସୀମା ନଜର ଆସିଥିଲେ। ଫିଲ୍ମରେ ଜଣେ ସାଧାରଣ ଯୁବତୀଙ୍କ ଉପରେ କିଭଳି ଅତ୍ୟାଚାର ହେଉଛି, ସେ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଅନୁଷ୍କା

ମୁମ୍ବାଇ: ଜାନୁୟାରୀ ୧୧ରେ ମା’ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ସପ୍ତାହରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ। କୁହାଯାଉଛି, ଅନୁଷ୍କା ବ୍ରିଚ୍‌ କ୍ୟାଣ୍ଡିି ହସ୍ପିଟାଲର ପଛପଟ ଗେଟ୍‌ ଦେଇ ଯାଇପାରନ୍ତି। ଏହି ସମୟରେ କଡ଼ା ସୁରକ୍ଷା ଗ୍ରହଣ କରାଯିବ। କାରଣ…

ବଲାଙ୍ଗୀର ଟାଉନ ଥାନା ଭିତରକୁ ପଶିଲେ ଶତାଧିକ ମହିଳା

ବଲାଙ୍ଗୀର ଅଫିସ,୧୫।୧: ବଲାଙ୍ଗୀରରେ ବୃଦ୍ଧି ପାଉଥିବା ଅପରାଧ, ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଗୁଣ୍ଡାଗର୍ଦ୍ଦି ବିରୋଧରେ ସାଧାରଣ ଲୋକେ ନ୍ୟାୟ ପାଇବା ପାଇଁ ସଚେତନ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଟାଉନ୍‌ଥାନା ଘେରାଉ କରାଯାଇଛି ା କିଛି ଦିନ ତଳେ…

୬୮ ବର୍ଷରେ ଅଭିନେତ୍ରୀଙ୍କ ସେକ୍ସି ଫଟୋଶୁଟ୍‌ : ଭାଇରାଲ ପରେ ଲୋକେ କହିଲେ…

ବମ୍ବେ: ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ରଜନୀ ଚାଣ୍ଡି। ସେ ବି ନିଜର ଫଶୋଶୁଟ୍‌କୁ ନେଇ। କଳାକାର ଭାବେ ଫଟୋଶୁଟ୍‌ ସାଧାରଣ କଥା ହୋଇଥିଲେ ହେଁ ୬୮ ବର୍ଷ ବୟସରେ ତାଙ୍କର ସେକ୍ସି ଫଟୋଶୁଟ୍‌ ପ୍ରଶଂସକଙ୍କ ନିଦ ହଜାଇଛି। ଗୃହିଣୀରୁ…

ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ: ୭୫ତମ ସ୍ବାଧୀନତା ଦିବସ ସୁଦ୍ଧା ହେବ ଶେଷ

ନୂଆଦିଲ୍ଲୀ,୧୫।୧: ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନୂଆ ସଂସଦ ଭବନର ଆକୃତି ତିନି କୋଣୀୟ ବିଶିଷ୍ଟ କରାଯିବ। ୨୦୨୨ରେ ୭୫ତମ ସାଧୀନତା ଦିବସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri