କରୋନା ଟିକା ନେବା ପରେ ଏହି ସମସ୍ୟାର ସମ୍ମୁଖୀନ ହେଲେ ମହିଳା

ଲଣ୍ଡନ,୨୩।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି। ଏହି ସଂକ୍ରମଣକୁ କମ୍‌ କରିବା ପାଇଁ ପୂରା ଦୁନିଆରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ମାତ୍ର ଗ୍ଲାସଗୋର ଜଣେ ମହିଳା କରୋନା ଟିକା ନେବା ପରେ ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମହିଳାଙ୍କ କହିବା ଅନୁଯାୟୀ, ଆଷ୍ଟ୍ରୋଜେନେକା ଭ୍ୟାକ୍ସିନ ନେବା ପରେ ତାଙ୍କ ପାଦ ରକ୍ତରେ ଭରି ଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ଗ୍ଲାସଗୋର ସାରା ବୁକ୍‌ମ୍ୟାନ୍‌ କହିଛନ୍ତି, ମାର୍ଚ୍ଚ ମଧ୍ୟରେ ସେ ଆଷ୍ଟ୍ରୋଜେନେକା ଟିକା ନେଇଥିଲେ। ପରେ ତାଙ୍କଠାରେ ଫ୍ଲୁ’ର ଲକ୍ଷଣ ଦେଖା ଦେଇଥିଲା। ଏହାର ଗୋଟିଏ ସପ୍ତାହ ପରେ ପାଦରେ ରକ୍ତ ଜମାଟ ବାନ୍ଧିଗଲା। ପରେ ଦେହ ସାରା ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଲା। ସାରା ଏଥିରେ ବହୁତ ଡରି ଯାଇଥିଲେ। ସେ ଡାକ୍ତରଙ୍କ ନିକଟକୁ ଯିବାରୁ ତାଙ୍କୁ ୧୬ ଦିନ ହସ୍ପିଟାଲରେ ରହିଥିଲେ। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନର ତ୍ୱଚା ବିଶେଷଜ୍ଞ କହିଛନ୍ତି, ଟିକା ନେବା ପରେ ମହିଳାଙ୍କର ଇନ୍‌ଫେକ୍ସନ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦ ସଦସ୍ୟତାରୁ ଇସ୍ତଫା ଦେଲେ ବୋରିଶ ଜନସନ

ଲଣ୍ଡନ,୧୦।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପାର୍ଟିଗେଟ ମାମଲାକୁ ନେଇ ସଂସଦୀୟ ସମିତିର ଯାଞ୍ଚ ରିପୋର୍ଟ ଆସିବା ପରେ ସଂସଦର ସଦସ୍ୟତା ପଦରୁ ଇସ୍ତଫା...

ବିସିସି ଡକ୍ୟୁମେଣ୍ଟାରୀ ବିବାଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ମାନବାଧିକାର ସଂଗଠନ କଲା ଏହି ଘୋଷଣା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଜୁନ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ବିସିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି ପ୍ରଶ୍ନ’ ପୁଣି ଥରେ ସାମ୍ନାକୁ ଆସିଛି।...

ମାଙ୍କଡ଼ଙ୍କ ଏକତା: ଶିକାର ଖୋଜୁଥିବା ଚିତାବାଘ ଉପରେ କଲେ ଆକ୍ରମଣ,ଭିଡ଼ିଓ ଭାଇରାଲ…

ଜୋହାନ୍ସବର୍ଗ,୧୭।୮ : ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲ ଅଞ୍ଚଳରେ ମାଙ୍କଡ଼ଙ୍କର ଏକତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମିଳିତ ଭାବେ...

୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା

କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର...

ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ...

ଆସନ୍ତା ୪୦ ଦିନ ମଧ୍ୟରେ ଚାଇନାରେ ୨୦୦ କୋଟି ଲୋକ ହେବେ ସ୍ଥାନାନ୍ତର: ସ୍ଥିତି ଅଣାୟତ୍ତ ହେବା ଆଶଙ୍କା…

ବେଜିଂ,୭।୧ : ଚାଇନାରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଜର ସୀମା ଖୋଲିଛି। ଏହା ଯୋଗୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି...

୨୦୨୧ ଯାଏ ରହିବ କରୋନା

ନୂଆଦିଲ୍ଲୀ,୨୮ା୫(ପି.ଟି.): ଭାରତରେ କରୋନା ସଂକ୍ରମଣ ୨୦୨୧ ପର୍ଯ୍ୟନ୍ତ ରହିବ। ଏହାର ସଂକ୍ରମଣକୁ କମାଇବାକୁ ହେଲେ କୋଭିଡ୍‌ ପରୀକ୍ଷାକୁ ଅତ୍ୟଧିକ ବଢ଼ାଇବାକୁ ପଡ଼ିବ ବୋଲି ବୁଧବାର ସ୍ବାସ୍ଥ୍ୟ...

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା

ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week