Home

ରାଜ ପରିବାରରୁ ବିଚ୍ଛେଦ

ଲଣ୍ଡନ, ୨୦।୨: ବ୍ରିଟିଶ୍‌ ରାଜ ପରିବାରରୁ ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ଚୂଡ଼ାନ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ସେମାନେ ରାଜତନ୍ତ୍ରର କାର୍ଯ୍ୟକାରୀ ସଦସ୍ୟ ଭାବେ ଫେରିବେ ନାହିଁ ବୋଲି ରାଣୀ ଏଲିଜାବେଥ୍‌ଙ୍କୁ ଜଣାଇଦେଇଥିବା ବଙ୍କିହାମ୍‌ ପ୍ୟାଲେସ୍‌ ପକ୍ଷରୁ ଶୁକ୍ରବାର…

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ତେବେ ଚାଇନା ଏହାର ସୈନ୍ୟ ମୃତାହତ ସମ୍ପର୍କରେ ତଥ୍ୟ ଗୋପନ…

ମଙ୍ଗଳ ମାଟିରେ ରୋଭର

ଓ୍ବାଶିଂଟନ୍‌, ୨୦ା୨: ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ଦିଗରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା(ନ୍ୟାଶନାଲ ଏରୋନଟିକ୍ସ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ)କୁ ମିଳିଛି ଐତିହାସିକ ସଫଳତା। ନାସା ପକ୍ଷରୁ ମଙ୍ଗଳକୁ ପଠାଯାଇଥିବା ଯାନ ‘ପର୍ସିଭରେନ୍ସ ରୋଭର’ ଭାରତୀୟ ସମୟ ଗୁରୁବାର ରାତି ୨ଟା…

ମଡେଲ ନ ହୋଇ ବସ୍‌ ଚଲାଇଲେ ଯୁବତୀ, ଏମିତି କହିଲେ ଜୀବନର ପୂରା କାହାଣୀ

ଇଂଲଣ୍ଡରେ ରହୁଥିବା ୨୪ ବର୍ଷୀୟା ଜଣେ ଯୁବତୀ ପେସାରେ ଜଣେ ବସ୍‌ ଡ୍ରାଇଭର। ତାଙ୍କର ସୁନ୍ଦର ଚେହେରା ପାଇଁ ସେ ଟିକ୍‌ଟକ୍‌ରେ ଖୁବ୍‌ ଜଣାଶୁଣା। ଜୋଡି ଫାକ୍ସ ନାମକ ଏହି ଯୁବତୀ କୁହନ୍ତି, ବସ୍‌ ଚଳାଇବା ତାଙ୍କର ସ୍ବପ୍ନ ଥିଲା। ଏବେ…

ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଆଜି

ନୂଆଦିଲ୍ଲୀ,୨୦ ।୨: ଭାରତ-ଚାଇନା ମଧ୍ୟରେ ଏଲ୍‌ଏସିରେ ଲାଗି ରହିଥିବା ତୁତୁମେମେ ମଧ୍ୟରେ ଏବେ ଏହା ଶେଷ ହେବାକୁ ଯାଉଛି । ଉଭୟ ଦେଶର ସେନାପଛକୁ ଫେରିବା ଆରମ୍ଭ କରିଥିବା ବେଳେ ଏବେ ଦୁଇ ଦେଶ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ ବୈଠକ…

ଡିପ୍ରେଶନରେ ଥିଲେ କୋହଲି: ଭିଡ଼ରେ ମଧ୍ୟ ଏକା ଅନୁଭବ କରୁଥିଲେ

ନୂଆଦିଲ୍ଲୀ,୨୦।୨(ପି.ଟି.): ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ମାନସିକ ଅବସାଦରେ ଥିବା କଥା ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂରେ କ୍ରମାଗତ ଭାବେ ବିଫଳ ହେବା ପରେ ସେ ପ୍ରବଳ ଭାବେ ଡିପ୍ରେଶନକୁ ଚାଲିଯାଇଥିଲେ। ଏପରି କି ଭିଡ଼ ମଧ୍ୟରେ ମଧ୍ୟ…

ଅଷ୍ଟ୍ରେଲିଆନ୍‌ ଓପନ : ଜୋକୋଭିଚ୍‌ – ମେଡଭେଡେଭ ଫାଇନାଲ

ମେଲବୋର୍ନ,୨୦।୨(ପି.ଟି.): ଚଳିତ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ସର୍ବିୟାର ଟପ୍‌ ସିଡ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ଚତୁର୍ଥ ସିଡ୍‌ ରୁଷିଆରେ ଡାନିଲି ମେଡଭେଡେଭ ପରସ୍ପରକୁ…

ଅଷ୍ଟ୍ରେଲିଆନ ଓପନ୍‌: ମେର୍ଟେନ୍ସ- ସାବାଲେଙ୍କା ମହିଳା ଡବଲ୍ସ ଚାମ୍ପିୟନ

ମେଲବୋର୍ନ,୨୦।୨(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ଦ୍ୱିତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଯୋଡି ଏଲିସ ମେର୍ଟେନ୍ସ ଓ ଅରିନା ସାବାଲେଙ୍କା ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ବେଲଜିୟମର ମେର୍ଟେନ୍ସ ଓ ବେଲାରୁଷର ସାବାଲେଙ୍କା ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ତୃତୀୟ…

୨୦୨୧ ଆଇପିଏଲ୍‌ : ଟାଇଟଲ ପ୍ରାୟୋଜକ ଭାବେ ଭିଭୋର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୨(ପି.ଟି.): ଚାଇନା ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଆଗାମୀ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଟାଇଟଲ ପ୍ରାୟୋଜକ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। ଏଥିସହିତ…

ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା

ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବିବାହ ସମୟର କିଛି କଥା ଖୋଲାଖୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି,…

ସେବା ନୁହେଁ ସନ୍ତୋଷଜନକ

ବଇଣ୍ଡା,୨୦।୨: ଜମା ହେଉ କି ଉଠାଣ, ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ସମୟ ଯାଉଛି। ଉପଭୋକ୍ତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ରହୁନି। ଏପରି କି ବରିଷ୍ଠ ନାଗରିକଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉନି। ଅନୁଗୋଳ ଜିଲା କିଶୋରନଗର ବ୍ଲକ…

କୋହଲିଙ୍କ ଖୁଲାସା: ଡିପ୍ରେସନ୍‌କୁ ଚାଲିଯାଇଥିଲି, ଲାଗୁଥିଲା ଯେଭଳି…

ନୂଆଦିଲ୍ଲୀ,୧୯।୨: କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ଯେତିକି ପ୍ରଶଂସା କରାଯାଏ, ଖରାପ ପ୍ରଦର୍ଶନକୁ ନେଇ ସେମାନଙ୍କୁ ସେତିକି ସମାଲୋଚନା ମଧ୍ୟ କରାଯାଇଥାଏ। ଏହାକୁ ନେଇ ଭାରତୀୟ କ୍ରିକେଟରମାନେ ଚାପରେ ରହିଥାନ୍ତି। ସେଭଳି ଏକ ସମୟରେ ଡିପ୍ରେସନ ଦେଇ ଗତି କରିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri