ବୟସକୁ ନେଇ ହେଉଥିଲେ ଟ୍ରୋଲ; ଏବେ କେକେଆର୍ର ଅଧିନାୟକ କହିଲେ …
ମମ୍ବାଇ,୭।୪: ବୟସାଗତ ତାରତମ୍ୟକୁ ନେଇ ପ୍ରଥମେ ଟ୍ରୋଲିଂର ଶିକାର ହୋଇଥିଲେ ୪୦ ବର୍ଷୀୟ ହରଭଜନ ସିଂହ। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସେ ଆସନ୍ତା ଆଇପିଏଲ୍ ଖେଳିବାକୁ ଯିବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ କେକେଆର୍ ଟିମ୍ର ଅଧିନାୟକ…
ପୁଣି ଫେରିଲା ଲକ୍ଡାଉନ
ରାୟପୁର,୭।୪: ଦେଶରେ କରୋନା ସଂକ୍ରମଣ ଆତଙ୍କ ଖେଳାଇ ଚାଲିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ବୁଧବାର ଜିଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏପ୍ରିଲ…
ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତିବାଦରେ ଜିଲା କଂଗ୍ରେସର ବିକ୍ଷୋଭ
କେନ୍ଦୁଝର,୭।୪(ସ୍ବ୍ର.ପ୍ର.): ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ଜିଲା କଂଗ୍ରେସ ପକ୍ଷରୁ ଜିଲା ସଭାପତି ବିପ୍ଳବ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ, ନେତାମାନେ ଏକ ରାଲିରେ କଂଗ୍ରେସ ଭବନରୁ ବାହାରି ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ…
ମାତ୍ର ୪୦ ମିନିଟ୍ରେ ଆଗରେ ଥିବା ଯୁବତୀଙ୍କୁ ହୃଦୟ ଦେଇ ବସିଥିଲେ ଚାଇନା ରାଷ୍ଟ୍ରପତି; କିଛି ଏଭଳି…
ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିଷୟରେ କଥା ପଡ଼ିଲେ ଏକ ବିସ୍ତାରବାଦୀ ନେତାଙ୍କ ଛବି ମନକୁ ଆସେ। ପଡୋଶୀ ଦେଶ ସହ ତିକ୍ତତା ଏବଂ ବିଶ୍ୱ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ସେ ସର୍ବଦା ଚେଷ୍ଟିତ। ଚାଇନାର କମ୍ୟୁନିଷ୍ଟ ଶାସନରେ…
କରୋନା କହର: ଟଲିଉଡ୍ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ,୭।୪: ଦେଶରେ କରୋନା ସ୍ଥିତି ପୁଣି ଥରେ ସଙ୍ଗୀନ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବା ସହ ପ୍ରତିଦିନ ପ୍ରାୟ ଏକ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ମହାମାରୀର ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଥିବା…
ମାସ୍କର ଦାମ୍ ୩୫୫ଡଲାର
ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ଏବେ ମାୟାନଗରୀର କେତେକ ବଲିଉଡ୍ ସେଲିବ୍ରିଟି। ଅଭିନେତା ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଭିକି କୌଶଲ, କଟ୍ରିନା କୈଫ, ଭୂମି ପେଡନେକର, ରଣବୀର କପୁର,…
କିଏ ସେ ଭେଙ୍କଟେଶ, ଆଇପିଏଲ୍ରେ କେକେଆର୍ ପକ୍ଷରୁ ଖେଳିବାକୁ ନେଇ…
ନୂଆଦିଲ୍ଲୀ,୭।୪: ଆଇପିଏଲ୍ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟାରେ ୨୦ ଲକ୍ଷ ଟଙ୍କା ଦେଇ ଭେଙ୍କଟେଶ ଅୟରଙ୍କୁ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ୨୬ ବର୍ଷୀୟ ଏହି ଖେଳାଳି ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିଲେ। ଆସନ୍ତା ଆଇପିଏଲ୍ରେ ପ୍ରଥମ ଥର ପାଇଁ…
ଲକ୍ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍-ବସ୍ ହେଲେ ବ୍ୟକ୍ତି
ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍ ଭୟଙ୍କର ରୂପ ଧାରଣ କରିଛି। ଭାକ୍ସିନ ଆସିବା ସତ୍ତ୍ୱେ ଏହାକୁ କାବୁ କରାଯାଇପାରିନାହିଁ। ତେଣୁ କରୋନା ମୁକାବିଲା…
ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍ରେ ରାଜ୍ କରୁଥିଲେ। ଆଜି ହେଉଛି ତାଙ୍କର ୭୯ ତମ ଜନ୍ମଦିନ। ଆଜିର ଏହି ଖାସ୍ ଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି… ଅନ୍ସ୍କ୍ରିନ୍ଠାରୁ…
ଇଟାଓ୍ବା ଜେଲରେ କରୋନା ଆତଙ୍କ: ୩୦ କଏଦୀ ଆକ୍ରାନ୍ତ
ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଜେଲ୍ରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଜେଲ୍ର ୩୦ ଜଣ କଏଦୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଯୋଗୁ ପୋଲିସ ବାହିନୀ ସମେତ ଅନ୍ୟ ସୁରକ୍ଷାକର୍ମୀ ବିଭିନ୍ନ…
ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ ପରଲୋକ
ନୂଆଦିଲ୍ଲୀ,୭।୪: ବିଶିଷ୍ଟ ଖବରଦାତା-ଲେଖକ ଫାତିମା ଆର ଜାକରିଆଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ଫାତିମାଙ୍କ କରୋନା ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସମସ୍ତ କରୋନା ନିୟମ…
ଜିତେନ୍ଦ୍ରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଭଉଣୀ
ବଲିଉଡ୍ର ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କର ଆଜି ହେଉଛି ଜନ୍ମଦିନ। ବର୍ତ୍ତମାନ ସେ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଜିତେନ୍ଦ୍ର ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପ୍ରକୃତ ନାମ ହେଉଛି ରବି କପୁର। ୧୯୬୪ରେ ଫିଲ୍ମ ‘ଗୀତ୍ ଗାୟା…
Archives


