Home

ନାରଦା ଦୁର୍ନୀତି: ମନ୍ତ୍ରୀଙ୍କ ସମେତ ୩ ଟିଏମ୍‌ସି ନେତାଙ୍କ ଘରେ ଚଢ଼ାଉ…

କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍‌ ହକିମ୍‌, କ୍ୟାବିନେଟ୍‌ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍‌ସି ବିଧାୟକ ମଦନ…

ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ସେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ…

ଏହି ରାଜ୍ୟରେ ମାସକରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ…

ଡେରାଡୁନ୍‌,୧୭।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ତୃତୀୟ ଲହର ନ ଆସିବା ପୂର୍ବରୁ ଉତ୍ତରାଖଣ୍ଡରେ ଗତ ୧୫ ଦିନ ମଧ୍ୟରେ…

ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀ ହେଲେ ବ୍ରାଜିଲର ଜୁଲିଆ ଗାମା ଏବଂ ପେରୁର ଜାନିକ୍‌…

ଗମ୍ଭୀର ଅବପାତ ରୂପ ନେଲା ‘ତାଉକ୍ତାଏ’: ଏପର୍ଯ୍ୟନ୍ତ ଗଲାଣି ୮ ଜୀବନ

ଥିରୁଭାନନ୍ତପୁରମ୍‌,୧୭।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ବର୍ତ୍ତମାନ ଏହି ଝଡ ଗୁଜରାଟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଏହା…

ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍‌ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର ସ୍ଥାପନ କରିଥିବା ଜୈଶ୍‌ ସଂଗଠନ ସ୍ଥିତିକୁ ଅଧିକ ଜଟି, କରିବା ଲାଗି ଯୋଜନା କରାଯାଇଥିଲା।…

ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା ମହାମାରୀ…

ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛନ୍ତି। ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରକୁ ପ୍ଲାଷ୍ଟିକ୍‌ ଗୁଳି ଚଳାଇବା…

ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଲା ତଉକ୍‌ତାଏ

ମୁମ୍ବାଇ/ବେଙ୍ଗାଲୁରୁ/ଥିରୁଭାନନ୍ଥପୁରମ୍‌, ୧୭।୫: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତଉକତାଏ ରବିବାର ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଭୋର ସମୟରେ ପୋରବନ୍ଦର…

ଡରାଉଛି ମୃତ୍ୟୁସଂଖ୍ୟା: ପୁଣି ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୩୩୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ,…

କଶ୍ମୀରରେ ଗାଜା ତାତି

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୫: ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଜମ୍ମୁ-କଶ୍ମୀର ପୋଲିସ ଅନୂ୍ୟନ ୨୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଗ୍ରାଫିଟି ଆର୍ଟିଷ୍ଟ ଓ ଜଣେ ଧର୍ମଗୁରୁ ରହିଛନ୍ତି। ଶ୍ରୀନଗରର ୩୨ ବର୍ଷୀୟ ଗ୍ରାଫିଟି ଆର୍ଟିଷ୍ଟ ମୁଦାସିର ଗୁଲ୍‌ଙ୍କ ଦୋଷ…

କେନ୍ଦ୍ର ଜାରି କଲା ଏସ୍‌ଓପି

ନୂଆଦିଲ୍ଲୀ, ୧୭।୫(ପି.ଟି.): ବିଳମ୍ବରେ ହେଉ ପଛେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଗାଇଡ୍‌ଲାଇନ ଜାରି କରିଛି କେନ୍ଦ୍ର। କରୋନା ଲକ୍ଷଣ ନ ଥିବା ବହୁବିଧ ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ମାମଲା କ୍ଷେତ୍ରରେ ହୋମ୍‌ ଆଇସୋଲେଶନରେ ରହିବା ସମ୍ଭବ ହେଉ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?