Home

ମରାମତି ହେବ ହିରଣ୍ୟକଶିପୁ ମୂର୍ତ୍ତି

ପୁରୀ ଅଫିସ,୮ା୪: ସମ୍ପ୍ରତି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଛି। ବୁଧବାର ପ୍ରତ୍ନତତ୍ତ୍ବ ବିଭାଗର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାର ଏହି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ ଅରୁଣ ମଲ୍ଲିକ୍‌ ଓ…

ଶିଳ୍ପା ସେଟ୍ଟୀଙ୍କ ସହ ଡ୍ୟାନ୍ସ କଲେ ଏହି କୁନି ଝିଅ, ଫଟୋ ଭାଇରାଲ

ମୁମ୍ବାଇ: ନିଜର ଡ୍ୟାନ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ମଧ୍ୟପ୍ରଦେଶର କୁନିଝିଅ ଗୀତ୍‌ କୌର ବଗା ଏବେ ଛୋଟ ପରଦାରେ ନାଁ କରିଛନ୍ତି। ସୋନି ଟିଭିର ସୁପର ଡ୍ୟାନ୍ସ ଶୋ’ରେ ଗୀତ୍‌ ନିଜର ପରଫରମାନ୍ସ ଦେଖାଇଛନ୍ତି। ଗୀତ୍‌ଙ୍କ ଡ୍ୟାନ୍ସ ଦେଖି…

କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ

ପିପିଲି, ୮ା୪(ସ୍ବ.ପ୍ର): ଉପନିର୍ବାଚନ ପୂର୍ବରୁ ବୁଧବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଯଶଓ୍ବନ୍ତ ଜେଠଓ୍ବା ପିପିଲି ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ କରିବା ପାଇଁ…

୫ ଦିବସୀୟ ବାଂଲାଦେଶ ଗସ୍ତରେ ସେନା ମୁଖ୍ୟ

ନୂଆଦିଲ୍ଲୀ, ୮।୪: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାନେ ୫ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ସହଯୋଗ ଏବଂ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବା ହେଉଛି ଏହି ଗସ୍ତର ପ୍ରମୁଖ…

୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍‌ସି

କଟକ ଅଫିସ,୮ା୪: କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା ଜରିମାନା ଆଦାୟ କାରାଯାଇଛି। ମଙ୍ଗଳାବାଗସ୍ଥିତ ସନ୍‌ ଡାଇଗ୍ନୋଷ୍ଟିକ୍‌ରୁ ୭,୦୦୦ଟଙ୍କା, ଗୁଡଲକ୍‌ ହସ୍ପିଟାଲରୁ ୫,୦୦୦ଟଙ୍କା, ରାଣୀହାଟ…

୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ ନ୍ୟୁଜିଲାଣ୍ଡ ଯିବାକୁ ବାରଣ କରାଯାଇଛି। ୧୧ ଏପ୍ରିଲ୍‌ ଅପରାହ୍ନ ୪ଟାରୁ ନ୍ୟୁଜିଲାଣ୍ଡରେ ଏହି ନିୟମ…

ଆପଣଙ୍କ ସାଥୀ କନ୍ୟା ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, ବ୍ୟକ୍ତିତ୍ୱ…

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା। ଏମାନେ ବହୁତ ପରିଶ୍ରମୀ। ସବୁ କାମକୁ ବେଶ ଭଲ ଭାବେ ପୂରଣ କରିବାର କ୍ଷମତା…

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର କୌର। କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ସମୟରେ ଲୋକଙ୍କର ଟାର୍ଗେଟରେ ରହିବାକୁ ପଡୁଥିଲା।…

ଏସ୍‌ବିଆଇ ମେନ୍‌ ବ୍ରାଞ୍ଚ ସିଲ୍‌‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ…

ପୁଣି କରୋନା ଆତଙ୍କ: ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଗତବର୍ଷ ତୁଳନାରେ କରୋନା ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଦିଲ୍ଲୀ, ପୁଣେ, ସୁରଟ ଆଦି ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଏବେ ଲକ୍‌ଡାଉନ୍‌ ଭୟରେ ଘରମୁହାଁ ହେବାରେ…

କଟକର ଏକ କୋଚିଂ ସେଣ୍ଟର ସିଲ୍‌ କଲା ସିଏମ୍‌ସି

କଟକ ଅଫିସ,୮।୪: କଟକର ଅରୁଣଦୋୟ ନଗରସ୍ଥିତ ଏକ କୋଚିଂ ସେଣ୍ଟରକୁ ଗୁରୁବାର ସିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସେଣ୍ଟରକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୫୦ କରୋନା ଆକ୍ରାନ୍ତ ଚିହ୍ନଟ…

ଗଞ୍ଜାମରେ କରୋନା ସଚେତନତା ରାଲି

ଗଞ୍ଜାମ,୮।୪(ଡି.ଏନ୍‌.ଏ): ମହାମାରୀ କରୋନା ଦିନକୁ ଦିନ ରାଜ୍ୟରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। କରୋନାର ନୂଆ ଷ୍ଟ୍ରେନ୍‌ ଅତି ଭୟଙ୍କର ହୋଇଥିବା ବେଳେ ଏଥିପାଇଁ ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି l ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ନିର୍ଦ୍ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri