ନିମନ୍ତ୍ରଣ ପତ୍ରରେ ରହିବ ବର-କନ୍ୟାଙ୍କ ଜନ୍ମ ତାରିଖ…
ଜୟପୁର,୧୦।୪: ଏଣିକି ବିବାହରେ ନିମନ୍ତ୍ରଣ ପତ୍ରରେ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରାଯିବ। ରାଜ୍ୟରେ ବାଳବିବାହ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରିଣ୍ଟିଂ ପ୍ରେସ୍କୁ ବର ଏବଂ କନ୍ୟାଙ୍କ ପ୍ରମାଣ ପତ୍ରର ନକଲ…
୭୩ ବର୍ଷୀୟା ବୃଦ୍ଧା ନିଜ ପାଇଁ ଖୋଜୁଛନ୍ତି ବର: ଦେଲେ ଏମିତି ବିଜ୍ଞାପନ
କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଏଠାରେ ଜଣେ ୭୩ ବର୍ଷୀୟା ଅବସରପ୍ରାପ୍ତ ବୃଦ୍ଧା ଶିକ୍ଷକ ନିଜର ବିବାହ ପାଇଁ ବିଜ୍ଞାପନ ଦେଇଥିଲେ। ଯାହାକି ଏବେ…
ମାଡ଼ି ଆସୁଛି ପ୍ରଳୟ: ତରଳୁଛି ପୃଥିବୀର ଛାତ…
ଲଦାଖ,୧୦।୪: ଭାରତ ସମେତ ସମ୍ପୂର୍ଣ୍ଣ ଏସିଆ ଉପରେ ଏବେ ବିପଦ ମାଡ଼ି ଆସୁଛି। ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେଉଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିଛି ଦିନ…
ସନ୍ନିଙ୍କ ଭଳି ସ୍ତ୍ରୀ ପାଇବା ମୋ ପାଇଁ ଭାଗ୍ୟର କଥା: ଡେନିଏଲ
ବମ୍ବେ: ପର୍ନଷ୍ଟାରରୁ ବଲିଉଡ୍ ଅଭିନେତ୍ରୀ ହେବାର ଯାତ୍ରା ସହଜ ନ ଥିଲା। ହେଲେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ସନ୍ନି ଲିଓନ। ସ୍ବାମୀ ଡେନିଏଲ ଓ୍ବେବର ମଧ୍ୟ ସ୍ତ୍ରୀଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। ଏବେ ଉଭୟ ଦୁଇଟି ପୁଅ…
ପୁଣି ଜଳିଲା ପଶ୍ଚିମବଙ୍ଗ: ନିର୍ବାଚନୀ ହିଂସାରେ ୪ ମୃତ
କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍ ପାଟକିଠାରେ ବୁଥ୍ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତିି। ଏଠାରେ ଫାଏରିଙ୍ଗ୍ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୪…
ଷ୍ଟେଜ୍ରେ ସୁନ୍ଦରୀ ମୁକୁଟକୁ ନେଇ ଟଣାଓଟରା: ଆହତ ହେଲେ ମିସେସ୍ ଶ୍ରୀଲଙ୍କା, ମିସେସ୍ ଓ୍ବାଲର୍ଡ ଗିରଫ
ଶ୍ରୀଲଙ୍କାରେ ନିକଟରେ ଅନୁଷ୍ଠିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗୀତା ସମୟରେ ବିଜେତାଙ୍କୁ ନେଇ ହୋଇଥିବା ବିବାଦ କାରଣରୁ କଲମ୍ବୋ ପୋଲିସ ମିସେସ ଓ୍ବାଲର୍ଡଙ୍କୁ ଗିରଫ କରିଛି। ମିସେସ ଓ୍ବାଲର୍ଡ କାରୋଲିନ ଜୁରିଙ୍କ ଉପରେ ଅଭିଯୋଗ ଲାଗିଛି ଯେ, ସେ ନୂତନ ମିସେସ ଶ୍ରୀଲଙ୍କାଙ୍କ…
କରୋନା ଟିକା ନେଇଛନ୍ତି କି, ନିଶ୍ଚିତ ପଢ଼ନ୍ତୁ…
ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର…
ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି
କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଶନିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲାର ୪୪ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟିଂ ପାଇଁ ଭୋଟରମାନେ ବିଭିନ୍ନ ପୋଲିଂ ବୁଥରେ ମତଦାନ କରୁଛନ୍ତି। ୧୫…
ଦେଢ଼ ଲକ୍ଷ ମୁହାଁ କରୋନା: ୨୪ ଘଣ୍ଟାରେ ଲକ୍ଷେ ୪୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୦।୪: ଦେଶରେ କରୋନାର ସଂକ୍ରମଣ ବେକାବୁ ସ୍ଥିତିରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ମୁହାଁ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
୩ ହଜାର ବର୍ଷ ପୁରୁଣା ସହର
ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ ପାଇଛନ୍ତି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ଜନ୍ସ ହୋପ୍କିନ୍ସ ୟୁନିଭର୍ସିଟି ପ୍ରଫେସର ତଥା…
ଜରିମାନା ଦେଲେ ପ୍ରଧାନମନ୍ତ୍ରୀ
ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ କୋଭିଡ୍-୧୯ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ପାରିବାରିକ ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ ସେ ସୋସିଆଲ ଡିଷ୍ଟାନ୍ସିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କଠାରୁ ୨୦,୦୦୦ କ୍ରାଉନ୍ (୨,୩୫୨ ଡଲାର)…
ଆମେରିକାରେ ଭାରତୀୟ ଦମ୍ପତିଙ୍କ ମୃତଦେହ ଜବତ
ନ୍ୟୁଜର୍ସି /ମୁମ୍ବାଇ,୧୦ା୪: ଆମେରିକାର ନ୍ୟୁଜର୍ସି ସ୍ଥିତ ନର୍ଥ ଅର୍ଲିଂଟନର ଏକ ଆପାର୍ଟମେଣ୍ଟ ବାଲକୋନିରେ ଜଣେ ୪ ବର୍ଷର ଝିଅ କାନ୍ଦୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବର ପାଇ ପୋଲିସ ଆସି ଦେଖିବାବେଳକୁ ଘରେ ପଡ଼ିଥିଲା ଭାରତୀୟ ଦମ୍ପତିଙ୍କ ମୃତଦେହ। ମୃତକ…
Archives


