୬ ବଲ୍ରେ ୬ ଛକା: ଯୁବରାଜଙ୍କ ପରେ ଉପଲବ୍ଧି ହାସଲ କଲେ ଏହି ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୪।୩: ନୂଆ ରେକର୍ଡ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କିରୋନ ପୋଲାର୍ଡ। ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ରେ ସେ ଲଗାତାର ୬ ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ନାମରେ ଏହି ରେକର୍ଡ ଥିଲା। ୨୦୦୭ ବିଶ୍ୱ…
ଐତିହାସିକ ରାୟ: ଏହି ମହିଳାଙ୍କୁ ମିଳିଲା ଇଚ୍ଛା ମୃତ୍ୟୁର ଅଧିକାର, ଖୁସି କହିଲେ ନ ସରେ…
ଲିମା,୪।୩: ୪୪ ବର୍ଷୀୟା ଜଣେ ମହିଳା କିଛି ବର୍ଷ ଧରି ‘ଇଚ୍ଛା ମୃତ୍ୟୁ ଅଧିକାର’ ପାଇଁ ଲଢୁଥିଲେ। ବର୍ତ୍ତମାନ ପେରୁ ସରକାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସରକାର ତାଙ୍କୁ ମରିବା ପାଇଁ ଅଧିକାର ଦେଇଛନ୍ତି। ଏନା ଏଷ୍ଟ୍ରାଡା ନାମକ ଏହି…
ଇଡ଼ି-ଆୟକର-ସିବିଆଇ ଟିମ୍କୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ
ନୂଆଦିଲ୍ଲୀ,୪।୩: ଇଡ଼ି, ଆୟକର ଏବଂ ସିବିଆଇ ଟିମ୍କୁ ସରକାର ଅଙ୍ଗୁଳିରେ ନଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ବଲିଉଡ୍ରେ ଜାଣିଶୁଣି ଆୟକର ଚଢ଼ାଉ କରାଯାଇଥିବା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଟୁଇଟ୍ କରି କହିଛନ୍ତି କେନ୍ଦ୍ର…
ତାଜ୍ମହଲରେ ବୋମା ଆତଙ୍କ: ପର୍ଯ୍ୟଟକଙ୍କୁ ବାହାର କରାଗଲା
ଆଗ୍ରା,୪।୩: ତାଜ୍ମହଲରେ ବୋମା ଆତଙ୍କ ଯୋଗୁ ଏହାର ପରିସରକୁ ଖାଲି କରି ଦିଆଯାଇଛି। ପର୍ଯ୍ୟଟକଙ୍କୁୁ ସିଆଇଏସ୍ଏଫ୍ ଟିମ୍ ପକ୍ଷରୁ ବାହାର କରାଯାଇଛି। ପରିସରରେ ବୋମା ରହିଥିବା ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ପୋଲିସ କହିଛି।…
ମୁଖ୍ୟମନ୍ତ୍ରୀ ମାତା ପିତାଙ୍କ ସହିତ ନେଲେ କରୋନା ଟିକାର ପ୍ରଥମ ଡୋଜ୍
ନୂଆଦିଲ୍ଲୀ,୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଗୁରୁବାର ପ୍ରଥମ ଡୋଜ୍ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ପହଞ୍ଚି କୋଭିଶିଲ୍ଡ ଟିକା ନେଇଛନ୍ତି। ତାଙ୍କ ସହିତ ମାତା ଗୀତା ଦେବୀ ଏବଂ…
୭୦ ନୁହେଁ ୧୦୭ ଏକର ଜମିରେ ନିର୍ମିତ ହେବ ଭବ୍ୟ ରାମମନ୍ଦିର: ଅଧିକ ଜମି କିଣିଛି ଟ୍ରଷ୍ଟ୍
ଅଯୋଧ୍ୟା,୪।୩: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ୭୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ପୂର୍ବରୁ କହାଯାଇଥିଲା। ତେବେ ପ୍ରକୃତରେ ମନ୍ଦିର ନିର୍ମାଣ ୧୦୭ ଏକର ଜମିରେ କରାଯିବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ସୂଚନା…
ନାଗରିକ ସ୍ବତନ୍ତ୍ରତା: ଭାରତର ରେଟିଂ କମିଲା
ନୂଆଦିଲ୍ଲୀ,୪।୩: ଭାରତରେ ନାଗରିକଙ୍କ ସ୍ବତନ୍ତ୍ରତା ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମିଛି। ଆମେରିକା ସଂସ୍ଥା ଫ୍ରିଡ଼ମ୍ ହାଉସ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତବର୍ଷ ଭାରତ ଶ୍ରେଷ୍ଠ ନାଗରିକ ସ୍ବତନ୍ତ୍ରତା ପ୍ରଦାନକାରୀ ଦେଶ ମଧ୍ୟରେ ମୋଟ…
ଗୁଳିମାଡ଼ରେ ୩୮ ନିହତ
ୟାଙ୍ଗୁନ୍, ୪।୩: ମ୍ୟାନ୍ମାର ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବଳର ଦମନଲୀଳା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବିଭିନ୍ନ ସହରରେ ପୋଲିସ ଓ ସେନା ଗୁଳିରେ ୩୮ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ରିପୋର୍ଟରୁ ଜଣାପଡିଛି।…
ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା
ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ କରିଥିଲେ। ଭିଡିଓରେ ସେ କହିଥିଲେ,‘ଯଦି ସେ ମୋଠାରୁ ମୁକ୍ତି ଚାହଁାନ୍ତି ତେବେ ତାଙ୍କୁ ତାହା…
ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ
ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍ ହାଉସ ଅଫିସ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମନୋନୀତ କରିଥିଲେ। ତେବେ ନିଜ ଦଳ ଡେମୋକ୍ରାଟ ସମେତ ରିପବ୍ଲିକାନ ସିନେଟରଙ୍କ ବିରୋଧ ଯୋଗୁ…
ଏମର୍ଜେନ୍ସି ଭୁଲ୍ ଥିଲା
ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ ଓ ବିବାଦୀୟ ଅଧ୍ୟାୟ। ଏହାକୁ ରଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଦେଶବ୍ୟାପୀ ଜାରି…
ଭିନ୍ନମତ ଦେଶଦ୍ରୋହ ନୁହେଁ
ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଖାରଜ କରି ସର୍ବୋଚ୍ଚ ଅଦାଲତ…
Archives


