Home

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରେମିକାଙ୍କ ପାଇଁ ତିଆରି କଲେ ଲଭ୍‌ ଆଇଲାଣ୍ଡ, ହେଲେ ସେ…

ଚାଇନାର ଜଣେ ଯୁବକ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ଲଭ୍‌ ଆଇଲାଣ୍ଡ ତିଆରି କରିଥିଲେ। ମାତ୍ର ପ୍ରେମିକା ନ ଆସିବାରୁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି।…

ରୋହିତଙ୍କ ପାଇଁ ରେକର୍ଡ ବ୍ରେକିଂ ହୋଇପାରେ ଚତୁର୍ଥ ଟେଷ୍ଟ: ନିଜ ନାମରେ କରିପାରନ୍ତି ଏହି ୨ ରେକର୍ଡ

ଅହମ୍ମଦାବାଦ,୩।୩: ଭାରତୀୟ ଓପନର୍‌ ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଖରାପ ଉଇକେଟ ସତ୍ତ୍ୱେ ରୋହିତ ୬୬ ଏବଂ ଅପରାଜିତ ୨୫ ରନ୍‌ କରିଥିଲେ। ଉଭୟ ପାଳିରେ ସେ ଦଳରୁ ସର୍ବାଧିକ ରନ୍‌…

ଯାହା କରିପାରିନାହାନ୍ତି ମହାନ୍‌ ତେନ୍ଦୁଲକର, ଆଉ ୪୫ରନ୍‌ରେ ତାହା କରି ଦେଖାଇବେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ,୩।୩: ଭାରତୀୟ ଟେଷ୍ଟ ଟିମ୍‌ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରେକର୍ଡ କରିପାରନ୍ତି। ଏଥିପାଇଁ ମାତ୍ର ୪୫ରନ୍‌ର ଆବଶ୍ୟକତା ରହିଛି। ଯଦି ସେ ଚତୁର୍ଥ ଟେଷ୍ଟରେ ରନ୍‌ କରିନିଅନ୍ତି ତେବେ ଇଂଲଣ୍ଡ ବିପକ୍ଷରେ ୧୦୦୦ ଟେଷ୍ଟ…

ମାର୍ଚ୍ଚ ୩: କ୍ରିକେଟ ଇତିହାସର ସବୁଠାରୁ କଳା ଦିନ; ଘଟିଥିଲା ଏଭଳି କିଛି ଯେ ଭୁଲିବା ଆଜି ବି ମୁସ୍କିଲ

ନୂଆଦିଲ୍ଲୀ,୩।୩: ଆଜିର ଦିନକୁ କ୍ରିକେଟ ଇତିହାସର ସବୁଠାରୁ କଳା ଦିନ ବୋଲି ବିବେଚନା କରାଯାଏ। କାରଣ ୨୦୦୯ ମସିହା ମାର୍ଚ୍ଚ ୩ ତାରିଖରେ କିଛି ଏଭଳି ଘଟିଥିଲା ଯାହା ସାରା ବିଶ୍ୱକୁ ଚମକାଇଦେଇଥିଲା। ସେତେବେଳେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତରେ…

ପ୍ରିୟଙ୍କାକୁ ଅଧ୍ୟକ୍ଷା କରାଯିବା ନେଇ ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍‌ ଆଲ୍‌ଭି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏହି ଦାୟିତ୍ୱ ପ୍ରିିୟଙ୍କ…

ସେକ୍ସ୍‌ ସିଡ଼ି ମାମଲା: ମନ୍ତ୍ରୀ ଦେଲେ ଇସ୍ତଫା, ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୩।୩: ସେକ୍ସ୍‌ ସିଡ଼ି ମାମଲାକୁ ନେଇ କର୍ନାଟକ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୋଧରେ ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ ହୋଇଛି। ରମେଶ ଏହି ମାମଲାରେ ଇସ୍ତଫା ଦେଇଛନ୍ତି। ସେ ବୁଧବାର ନିଜ ଇସ୍ତଫା ପତ୍ର…

ରାଷ୍ଟ୍ରପତି ନେଲେ କରୋନା ଟିକା

ନୂଆଦିଲ୍ଲୀ,୩।୩: ସାର୍ବଜନୀକ କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଯିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ରାଷ୍ଟ୍ରପତି ଦିଲ୍ଲୀର ଆର୍‌ ଆର୍‌ ସେନା ହସ୍ପିଟାଲରେ ଟିକା ନେବା ପାଇଁ ତାଙ୍କ ଝିଅ ସ୍ବାତୀ କୋବିନ୍ଦଙ୍କ ସହିତ ପହଞ୍ଚିଥିଲେ।…

ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି। ଏଣୁ ମାନବ ଜୀବନ ସୁରକ୍ଷିତ ରଖିବାକୁ ହେଲେ ଆମକୁ ବନ୍ୟଜନ୍ତୁ ଓ ବୃକ୍ଷଲତା ସୁରକ୍ଷା…

ଜଙ୍ଗଲ-ଜୀବିକାକୁ ବିସ୍ଥାପନ ଅଡୁଆ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଦିନଟିଏ। ଜାତିସଂଘ କ୍ୟାଲେଣ୍ଡରରେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଏହି ବିଶେଷ ଦିନର ବିଶ୍ୱସ୍ତରୀୟ ପାଳନ ପାଇଁ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷର ଥିମ୍‌…

୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି। ଅଗଷ୍ଟରେ ସେମାନଙ୍କର ପ୍ରଥମ ପିଲା ହେବାକୁ ଯାଉଥିବା ସେ କହିବା ପରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ କରୋନା ପଜିଟିଭ

ଭୁବନେଶ୍ୱର, ୩।୩(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୭୪୪୮ରେ ପହଞ୍ଚିଛି । ଏ…

ବିବାହ ପ୍ରସ୍ତାବରେ ହଁ ନ କହିବାରୁ ମହିଳା ଇଞ୍ଜିନିୟରଙ୍କ ସହ ଘଟିଲା ଏମିତି

ହାଇଦ୍ରାବାଦ, ୩।୩: ହାଇଦ୍ରାବାଦରେ ଏକ ଅଭାବାନୀୟ ଘଟଣା ଘଟିଛି। ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଛୁରାମାଡ ହୋଇଛି। ମହିଳାଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଛୁରାମାଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri