Home

ଜଙ୍ଗଲ, ଦ୍ୱୀପପୁଞ୍ଜ ମନ୍ତ୍ରଣାକକ୍ଷ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା,୧୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ୪୮କି.ମି. ସମୁଦ୍ରତଟ। ସମୁଦ୍ରତଟରେ ୬୮୨ବର୍ଗକି.ମି. ଜାତୀୟ ଉଦ୍ୟାନ ଭିତରକନିକା। ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାରେ ଜମ୍ବୁ, ତାଳଚୁଆ, ତନ୍ତିଆପାଳ ସାମୁଦ୍ରିକ ଥାନା, ରାଜନଗର ଓ ମହାକାଳପଡା ଥାନା ରହିଛି।…

ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେତେକ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ…

ଏବେ ଗର୍ଭଧାରଣ କରନାହିଁ

ବ୍ରାସିଲିଆ, ୧୯।୪: ବ୍ରାଜିଲରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାକାର ମହିଳାମାନଙ୍କୁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ବ୍ରାଜିଲରେ କରୋନା ଭୂତାଣୁର ନୂଆ ରୂପ ଗର୍ଭବତୀ ମହିଳାମାନଙ୍କୁ ଅଧିକ ସଂକ୍ରମିତ କରୁଥିବାରୁ ମହାମାରୀ ଜନିତ…

ଶିଳ୍ପକୁ ଅକ୍ସିଜେନ୍‌ ଯୋଗାଣ ମନା

ନୂଆଦିଲ୍ଲୀ, ୧୯।୪: କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଥିବାରୁ ସରକାର ଶିଳ୍ପସଂସ୍ଥାଗୁଡ଼ିକର ବ୍ୟବହାର ନିମନ୍ତେ ଅକ୍ସିଜେନ୍‌ ଯୋଗାଣକୁ ବନ୍ଦ କରିଛନ୍ତି। ରବିବାର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସି ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର…

କରୋନାରେ ଆଖିବୁଜିଲେ ବିଧାୟକ

ପାଟନା,୧୯।୪: ବିହାରରେ କରୋନା ମାମଲା କ୍ରମାଗତ ଭାବରେ ବଢିଚାଲିଛି। ସୋମବାର ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମଓ୍ବୋଲାଲ ଚୌଧୁରୀଙ୍କ ପରଲୋକ ଘଟିଛି। ସେ ସକାଳ ୪ଟାରେ ପାଟଣାର ପାରାସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ…

‘କାର୍‌ଗିଲଠାରୁ କୋଭିଡ୍‌ ମୃତ୍ୟୁ ଅଧିକ’

ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ ସେନା ମୁଖ୍ୟ ବେଦ ପ୍ରକାଶ ମଲିକ। ୨ ମାସ ଧରି ଚାଲିଥିବା କାର୍‌ଗିଲ ଯୁଦ୍ଧ ଅପେକ୍ଷା କରୋନାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ସେ…

ଇଲିଆନାଙ୍କ ଟୁଇଟର ହ୍ୟାକ୍‌

ବଲିଉଡ୍‌ ବିୟୁଟି ଇଲିଆନା ଡି’କ୍ରୁଜ୍‌ଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ସମ୍ପର୍କରେ ‘ଦି ବିଗ୍‌ ବୁଲ୍‌’ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କ ଟୁଇଟର୍‌ ଆକାଉଣ୍ଟରୁ କୌଣସି ପୋଷ୍ଟ ଅପଲୋଡ୍‌ ହେଲେ କିମ୍ବା ମେସେଜ ପଠାଗଲେ ତାହାକୁ…

ମୌଳିକ ସୁବିଧାରୁ ବଞ୍ଚିତ ସାହାଡ଼ାକୋଳି ଗ୍ରାମବାସୀ

ରଗଡ଼ି,୧୯।୪(ଡି.ଏନ.ଏ.): ଯାଜପୁର ଜିଲାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇବା ପାଇଁ ଗତ ୨ ବର୍ଷ ହେବ ୮୮ କୋଟି ୮୪ ଲକ୍ଷ ୫୮ ହଜାର ଟଙ୍କାର ୯୫ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଶତାଧିକ ନଳକୂପ ଖନନ କରାଯାଉଛି। କିନ୍ତୁ ଆଜି ବି…

‘ମୃତ୍ୟୁ ପ୍ରମାଣପତ୍ରରେ ରହୁ ମୋଦିଙ୍କ ଫଟୋ’

ଚଣ୍ଡିଗଡ଼, ୧୯ା୪: ଟିକା ପ୍ରମାଣପତ୍ରରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରେୟ ନେବାକୁ ନିଜ ଫଟୋ ଛାପୁଛନ୍ତି ତେବେ କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ ସାର୍ଟିଫିକେଟରେ ମଧ୍ୟ ମୋଦିଙ୍କ ଫଟୋ ରହୁ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି…

କୋଭିଡ୍‌ ହସ୍ପିଟାଲରେ ନିଅଁ।: ୫ ମୃତ

ରାୟପୁର, ୧୯ା୪: ଛତିଶଗଡ଼ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେଠାରେ ପ୍ରାୟ ୩୦ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିଲା। ଘଟଣାର ତଦନ୍ତ ପାଇଁ ରାୟପୁର…

ଅକ୍ସିଜେନ୍‌ ଅଭାବରୁ ୧୦ ରୋଗୀଙ୍କ ମୃତ୍ୟୁ

ଭୋପାଳ, ୧୯।୪: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଥିବା ସରକାରୀ ମେଡିକାଲ କଲେଜରେ ତରଳ ଅକ୍ସିଜେନ୍‌ ଟ୍ୟାଙ୍କରେ କମ୍‌ ଚାପ ଯୋଗୁ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ଜିଲା ପ୍ରଶାସନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ…

ହସ୍ପିଟାଲ ନାଁରେ ସାଇବର ଠକେଇ ଅପରାଧ

ପୁରୀ ଅଫିସ,୧୯।୪: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକମାନେ ନୂଆ ତରିକା ଆପଣାଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri