Home

କପିଳାଶ ଜାଗର ଯାତ୍ରା ପାଇଁ କଟକଣା: ଜିଲାବାସୀଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଢେଙ୍କାନାଳ ଅଫିସ, ୪।୩: ଆସନ୍ତା ୧୧ ତାରିଖରେ ପଡ଼ୁଛି ମହା ଶିବରାତ୍ରୀ। ଏହି ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି। ଜାଗର ଯାତ୍ରାରେ ଜିଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । ଏପରିକି କୋଭିଡ୍‌…

ପୁଣି ବଢ଼ିଲା ବସ୍‌ ଭଡ଼ା, କେତେ ହେଲା ଜାଣନ୍ତୁ…

ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା। ଲଗାତାର ଭାବେ ପ୍ରେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣିଥରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ଭଡ଼ା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର…

କରୋନା ଟିକା ଲଗାଇବା ପରେ ଖୁସିରେ ନାଚିଲେ ଏହି ପଞ୍ଜାବୀ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ନେଇ ବିଶ୍ୱରେ ଟିକାକରଣ ପ୍ରକିୟା ଜାରି ରହିଛି। ପ୍ରଥମେ ଟିକାକୁ ନେଇ ଲୋକଙ୍କ ମନରେ ଡର ଥିଲା। ହେଲେ ଏହା ଧିରେ ଧିରେ କମିବାରେ ଲାଗିଛି। ଏହି କ୍ରମରେ କାନାଡ଼ାରେ କରୋନା ଟିକା ନେବା ପରେ…

ଝିଅର ଏପରି କାର୍ଯ୍ୟକଳାପରେ ବିରକ୍ତ ହେଲେ ଟ୍ବିଙ୍କଲ, କହିଲେ ଏମିତି…

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନେତ୍ରୀ ସ୍ତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିଜର ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜର ପ୍ରତିଟି ମୁହୂର୍ତ୍ତକୁ ପ୍ରଶଂସକଙ୍କ ସହ ସେ ଶେୟାର କରିଥାନ୍ତି। ନିକଟରେ ଟ୍ବିଙ୍କଲ…

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ଯବାନ ସହିଦ, ଦୁଇ ଗୁରୁତର

ରାଉରକେଲା,୪।୩(ଡି.ଏନ୍‌.ଏ.): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେଶନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତିନି ଯବାନ ସହିଦ ହୋଇଛନ୍ତି। ଅନ୍ୟ ଦୁଇ ଯବାନ ଗୁରୁତର ହୋଇଛନ୍ତି। ସହିଦ ଯବାନମାନେ ହେଲେ ଦେବେନ୍ଦ୍ର କୁମାର ପଣ୍ଡିତ, ହରଦ୍ବାର…

ନିର୍ଦ୍ଦୋଷ ଥାଇ ୨୩ ବର୍ଷ ଜେଲ୍‌ରେ ରହିଲେ ଏହି ବ୍ୟକ୍ତି, ଏବେ ସରକାର ଗଣିବେ…

ଓ୍ବାଶିଂଟନ,୪।୩: ଆମେରିକାର ଜଣେ ବ୍ୟକ୍ତି ନିର୍ଦ୍ଦୋଷ ହୋଇ ବି ୨୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ସଜା କାଟିଲେ। ଏବେ ତାଙ୍କୁ ନ୍ୟାୟ ମିଳିଛି। କୋର୍ଟଙ୍କ କହିବା ଅନୁଯାୟୀ, କ୍ଷତିପୂରଣ ହିସାବରେ ଏହି ବ୍ୟକ୍ତିଙ୍କୁ ୫ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୩.୬…

ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜାହ୍ନବୀ ତାଙ୍କ ଜୀବନ…

ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍‌ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…

ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍‌ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍‌ଙ୍କୁ ଆଉଟ୍‌ କରିବା ପରେ ସିରାଜ୍‌ ଜୋ ରୁଟ୍‌ଙ୍କ ଉଇକେଟ ନେଇଥିଲେ। ଏସବୁ ଭିତରେ ଖେଳାଳିଙ୍କ ମଧ୍ୟରେ କଥା କଟାକଟି…

ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ଆକ୍ରମଣ କଲା ବିଲେଇ, ପରେ ଘଟିଲା ଏମିତି…

ଖାର୍ତୁମ,୪।୩: ସୁଡାନର ଏକ ଯାତ୍ରୀବାହୀ ବିମାନକୁ ଅଜବ କାରଣ ପାଇଁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନର କକ୍‌ପିଟ୍‌ରେ ଏକ ବିଲେଇ ପଶି ଆସି ପାଇଲଟଙ୍କୁ ହଇରାଣ କରିଥିଲା। ସୂଚନାନୁଯାୟୀ, ଟାର୍କୋ ଏବିକେଶନ କେ ବିମାନ (3T-234) ସୁଡାନର ରାଜଧାନୀ ଖାର୍ତୁମରୁ…

ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍‌: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍‌ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ୍‌ର ମୁକାବିଲା। ସିଡନୀ ମଇଦାନରେ ଖେଳାଯାଇଥିଲା ଏହି ମ୍ୟାଚ୍‌। ଏକ ସମୟରେ…

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବେଦୀରେ ସାତଫେରା ନେଇଥାନ୍ତି। ଏହା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତ୍ତ୍ୱ। ମାତ୍ର ଏହି ବିବାହରେ…

ଭାରତୀୟ ବଂଶୋଦ୍ଭବ ଭାବିସ୍ତ୍ରୀଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ମାକ୍ସଓ୍ବେଲ୍‌, ଭାଇରାଲ ହେଉଛି…

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର ଅଭିଜ୍ଞ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ନିଜ ଭାବିସ୍ତ୍ରୀଙ୍କ ସହ ଫଟୋ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ପଡ଼ିଆ ବାହାରେ ମାକ୍ସଓ୍ବେଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri