Home

୬ ମାସ ରହିବ ଦ୍ୱିତୀୟ ଲହର

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଛି। ଗତ ୭ତାରିଖରେ ୧୨, ୨୩୮ ଜଣ ଚିହ୍ନଟ ହୋଇଥିବାବେଳେ ୮ତାରିଖରେ ୧୧,୮୦୭ଜଣ ଚିହ୍ନଟ ହୋଇଥିଲେ। ଗତ ୨୪ଘଣ୍ଟାରେ ୧୦,୬୩୫ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ…

ସ୍ବପ୍ନ ସରିଲା, ନୂଆ ସ୍ବପ୍ନ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪ ଜାନୁୟାରୀ ସୁଦ୍ଧା ଆଉ ଏକ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା ସରିଲାଣି।…

୩୧ ବର୍ଷ ଧରି ଖାଉଛନ୍ତି ଗୋଡ଼ିପଥର

ଛୋଟବେଳେ କିଛି ପିଲାଙ୍କୁ ଗୋଡି ମାଟି ଖାଇବାକୁ ଭଲ ଲାଗିଥାଏ। ସେମାନେ ଲୁଚାଇଚୋରାଇ ମାଟି ଖାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବୟସ୍କ ବ୍ୟକ୍ତି ପଥର ଖାଉଛନ୍ତି। ସେ ପୁଣି ପ୍ରତିଦିନ। ପ୍ରାୟ ୩୧ ବର୍ଷ ହେବ ପ୍ରତିଦିନ ସେ…

ବରଣମାଳା ପକାଇବା ପୂର୍ବରୁ ବରଙ୍କୁ ଏମିତି ପ୍ରଶ୍ନ କଲେ କନ୍ୟା: ଭାଙ୍ଗିଗଲା ବିବାହ

ବିବାହ ଭାଙ୍ଗିବାର ଅନେକ କାରଣ ଥାଏ। କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ଅନ୍ୟ କିଛି ଘଟଣା ପାଇଁ ବିବାହ ଭାଙ୍ଗିଯାଏ। କିନ୍ତୁ ଉତ୍ତରପ୍ରଦେଶ ଏକ ନିଆରା କାରଣ ପାଇଁ ବିବାହ ଭାଙ୍ଗିଯାଇଛି। ଏଠାରେ ଏକ ବିବାହ ବେଳେ ବର…

ଜେଲ୍‌ରୁ ୧୩ କଏଦୀ ମାରିଲେ ଚମ୍ପଟ୍‌: ସମସ୍ତେ ଥିଲେ କରୋନା ଆକ୍ରାନ୍ତ

ରେୱାରୀ,୯।୫: ହରିୟାଣାର ରେୱାରୀ ଜିଲାରେ ଏକ ଜେଲ୍‌ରୁ ୧୩ କଏଦୀ ଚମ୍ପଟ ମାରିଛନ୍ତି। ଏହି ସମସ୍ତ କଏଦୀ କରୋନା ଆକ୍ରାନ୍ତ ଥିଲେ। ଏବେ ସମସ୍ତଙ୍କ ଖୋଜା ଚାଲିଛି। ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରେୱାରୀର ଫିଡେରୀ ଗାଁରେ ଥିବା…

ଜୀବନ ଯୁଦ୍ଧରେ ହାରିଗଲେ ଏହି ଅଭିନେତା: ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ହୃଦୟ ବିଦାରକ ପୋଷ୍ଟ

ଅଭିନେତା ରାହୁଲ ବୋହରା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସେ ଦୀର୍ଘ ଦିନ ଧରି କରୋନା ସହିତ ଲଢୁଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାହୁଲ ଫେସବୁକ୍‌ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ନିର୍ଦ୍ଦେଶକ ତଥା ଲେଖକ ଅରବିନ୍ଦ…

ରଘୁନାଥ ମହାପାତ୍ରଙ୍କ ପରଲୋକ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ରବିବାର କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ରଘୁନାଥ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌…

ଆଉନାହାନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର

ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ…

ପ୍ରତିଦିନ ୪୧ ହଜାରୁ ଅଧିକ ଲୋକ ମାଗୁଛନ୍ତି ସହାୟତା: ସୋନୁ ସୁଦ କହିଲେ…

କରୋନା ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। ଚିକିତ୍ସା ସୁବିଧା ଅଭାବରୁ ନେଇ ସାରା ଦେଶରେ ଲୋକମାନେ ଅଭିଯୋଗ କରୁଛନ୍ତି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଔଷଧ ଅଭାବ ରହିଛି। ଏପରି ପରିସ୍ଥିତିରେ, ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ସମସ୍ତଙ୍କଠାରୁ…

ଅମିତାଭ ବଚ୍ଚନଙ୍କ ଅପେକ୍ଷା ତୁମେ ଜଣେ ଭଲ ଅଭିନେତା, ଏକଥା ଶୁଣି ଅଭିଷେକ କହିଲେ..

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହେବାକୁ ଚେଷ୍ଟା କରନ୍ତି। ଫିଲ୍ମ ‘ରିଫ୍ୟୁଜି’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍‌ ଚଳଚ୍ଚିତ୍ରରେ କାମ…

ଆସାମର ନୂଆ ମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ

ଗୁଆହାଟି,୯।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ରବିବାର ଘୋଷଣା କରାଯାଇଛି। ଶନିବାରଠାରୁ ଭାଜପାର ଏକ ବୈଠକ ପରେ ଆଜି ହିମନ୍ତ ବିଶ୍ବଙ୍କ ନାମ ଶେଷରେ ମୋହର ବାଜିଛି। ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ…

ଏହି କ୍ରିକେଟର୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ: ଭାଇ ପରେ ପରେ ଚାଲିଗଲେ ବାପା

ଗାନ୍ଧୀନଗର,୯।୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକରିଆଙ୍କ ବାପା କରୋନାରେ ମୃତ୍ୟୁବରଣ କରିଛନ୍ତି। ଚେତନଙ୍କ ବାପା କିଛି ଦିନ ହେବ ଭବନଗରରେ କରୋନା ସହ ଲଢେଇ କରୁଥିଲେ। ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପରେ ଚେତନ ଗୁଜରାଟର ଭବନଗରରେ ପହଞ୍ଚିଥିଲେ। ଚେତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri