Home

ହାତକୁ କେମିତି ରଖିବେ ସୁନ୍ଦର

ହାତରେ ବାରମ୍ବାର ଧୂଳି, ମାଟି, ଝାଳ, ସାବୁନ ଫେଣ, ପାଣି ତଥା ସାନିଟାଇଜର୍‌ ଲାଗିଲେ କିମ୍ବା ଏହା ଅଧିକରୁ ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ, ହାତର ଚମକ୍‌ ଧୀରେ ଧୀରେ କମିଯାଏ। ଯଦି ଠିକ୍‌ ସମୟରେ ଏଥିପ୍ରତି ଧ୍ୟାନ ନ ଦିଆଯାଏ…

ବାହାଘରରେ ବିଳମ୍ବ ହେଉଥିଲେ…

କୁହାଯାଏ, ବିବାହ ଭଗବାନଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ ଆଉ ନିର୍ଦ୍ଦିଷ୍ଟ ସମୟ ଆସିଲେ ତାହା ହୁଏ। ତଥାପି ଜଣ ଜଣଙ୍କ କ୍ଷେତ୍ରରେ ବିବାହକୁ ନେଇ ବହୁ ସମସ୍ୟା ଦେଖାଦିଏ। ଏଥିରୁ ମୁକ୍ତି ପାଇବା ପାଇଁ କ’ଣ ସବୁ ବାସ୍ତୁ ଟିପ୍ସ ରହିଛି…

୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ଡ. ସଞ୍ଜୁକ୍ତା ପାଢ଼ୀ

ଯାଜପୁର ଟାଉନ୍‌ସ୍ଥିତ ସିଦ୍ଧେଶ୍ୱର ଗାଁରେ ଆମ ଘର। ସ୍ଥାନୀୟ ରାମବାଗ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ରମାଦେବୀ କଲେଜରେ ଯୁକ୍ତ ୨ କଳା ପଢ଼ିଥିଲି। ତା’ପରେ ସାଇକୋଲୋଜି ଅନର୍ସ ରଖି ରେଭେନ୍‌ଶା କଲେଜରେ ଯୁକ୍ତ ୩ ପଢ଼ିଲି। ଦିଲ୍ଲୀ ୟୁନିଭର୍ସିଟିରେ ପି.ଜି.…

ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ, ଜାତୀୟ ବିପର୍ଯ୍ୟୟ ଲାଗି ଦାୟୀ କେନ୍ଦ୍ର ସରକାର: ଲାନ୍ସେଟ୍‌ ପତ୍ରିକା

ନୂଆଦିଲ୍ଲୀ, ୯।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀର ଅସମ୍ଭାଳ ସ୍ଥିତି ନେଇ ମେଡ଼ିକାଲ ରିସର୍ଚ୍ଚ ଜର୍ନାଲ ଦି ଲାନ୍ସେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦାଯାଇଛି। ଏହାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ମୋଦିଙ୍କ…

ଧନ ଧନ ଡାକି ଗଲା ମୋ ଜୀବନ

ମା’ ଆଉ ପିଲାର ସମ୍ପର୍କ କେତେ ନିବିଡ ତାହା କହିବା ବାହୁଲ୍ୟ। ପିଲାଟିକୁ ଗର୍ଭରେ ଧାରଣ କରି ତାକୁ ଜନ୍ମ ଦେଇ ତା’ପରେ ତାହାର ଲାଳନ ପାଳନ କରିଥାଏ ସେ। ଆଉ ତା’ ସ୍ନେହରେ ଲୁଚି ରହିଥାଏ ମା’ର ମମତା। ସେପରି…

ଅନୁତାପ କରୁଛନ୍ତି ପରିଣିତି

ପରିଣିତି ଚୋପ୍ରା ଏବେ ଅନୁତାପ କରୁଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଏକ ସିନେମାର ଆଇଟମ ନମ୍ବରରେ ଡ୍ୟାନ୍ସ କରିବାକୁ ଅଫର ମିଳିଥିଲା। ଏ ନେଇ କିଛି ଦିନ ବିଚାର ବିମର୍ଷ କରିବା ପରେ ସେ ଅଫରଟିକୁ ହାତଛଡା କରିଥିଲେ।…

ମାଆର ମାଗୁଣି

ମୋ’ ବସ୍‌ ରାଜରାସ୍ତାରେ ଗଡ଼ିବା ଆରମ୍ଭ କରିଥିଲା। ବସ୍‌ ଭିତରେ ବିଶେଷ ଭିଡ଼ ନ ଥିଲା । ପଛପଟକୁ ଗୋଟେ କଡ଼ିକିଆ ସିଟ୍‌ ଅକ୍ତିଆର କରି ବସିଗଲି ମୁଁ। ମୋର ସବୁବେଳେ ଝରକା କଡ଼ ସିଟ୍‌ ହିଁ ପସନ୍ଦ। କାରଣ ଏଥିରେ…

ଗୀତ ପାଇଁ ଗୀତା

ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡ଼ିଓ, ଟିଭି ଓ ଚଳଚ୍ଚିତ୍ରରେ ଭଜନ, ଜଣାଣ, ଗୀତ ଓ ସୁଗମ ସଙ୍ଗୀତରେ ତାଙ୍କ କଣ୍ଠସ୍ବର ସବୁବର୍ଗର ଶ୍ରୋତାଙ୍କ ମନ ଓ ହୃଦୟକୁ ଛୁଇଁପାରିଛି। ଏଥିପାଇଁ କେବଳ ରାଜ୍ୟ କି ଦେଶରେ ନୁହେଁ ବରଂ…

ମମତାର ପ୍ରତିମୂର୍ତ୍ତି

ଯଦି ଈଶ୍ୱରଙ୍କୁ ଖୋଜିବାର ଅଛି ତେବେ ପ୍ରଥମେ ମାଆ ଭିତରେ ତାଙ୍କର ସ୍ବରୂପ ଖୋଜିବା ଜରୁରୀ। ଜୀବନର ଅଜ୍ଞାତ ସ୍ରଷ୍ଟା କିଏ ଅଛନ୍ତି କି ନାହିଁ ତା’ଠାରୁ ବଡ଼ କଥା ହେଲା ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ…

ବିପଦ ଟଳିଲା: ଭାରତ ମହାସାଗରରେ ପଡ଼ିଲା ଚାଇନା ରକେଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଶେଷରେ ବିପଦ ଟଳିଯାଇଛି। ଆତଙ୍କର ଅନ୍ତ ଘଟିଛି। ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିବା ଚାଇନାର ଜଳନ୍ତା ରକେଟ ଲଙ୍ଗ୍‌ ମାର୍ଚ୍ଚ ୫-ବି ରବିବାର ଭାରତ ମହାସାଗରରେ ରବିବାର ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୨୪ରେ ଖସି ପଡ଼ିଛି। ରକେଟ…

ଆଜି ବିଶ୍ୱ ମାତୃ ଦିବସ

”ବୋଉ…।“ କେତେ ଛୋଟିଆ ଏଇ ପଦଟି? ତେବେ, ସେଥିରେ କିଛି କିମିଆ ଅଛି ବୋଧେ। ଥରେ ଡାକିଦେଲେ ମନ ବଦଳିଯାଏ-ଦୁଃଖ ହଜିଯାଏ, କଷ୍ଟ କମିଯାଏ ଓ ଭୟ ଥମିଯାଏ। ଏ ଅନୁଭୂତି ସଭିଙ୍କର। ହେଲେ, କେହି କ’ଣ କେବେ ଭାବିଛି ଯେ…

କରୋନା ଏବେ ଗାଁ ମୁହାଁ…

ନୂଆଦିଲ୍ଲୀ,୯।୫: ଦେଶର ବିଭିନ୍ନ ସହରାଞ୍ଚଳରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ଧୀରେଧୀରେ ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହେବାଯୋଗୁ କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri