ବ୍ୟକ୍ତିଙ୍କ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ସମାଜରେ ବଢ଼ିବ ମାନ-ସମ୍ମାନ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଲା ବିନମ୍ରତା, ସତ କହିବା।

ବିନମ୍ରତା: ଚାଣକ୍ୟଙ୍କ ମତରେ ବ୍ୟକ୍ତିଙ୍କୁ ସର୍ବଦା ବିନମ୍ର ହେବା ଉଚିତ। ଏଭଳି ବ୍ୟକ୍ତି ଲୋକଙ୍କ ହୃଦୟ ଜିତିଥାନ୍ତି। କାରଣ ସେ କ୍ରୋଧମୁକ୍ତ ଥାନ୍ତି। ତାଙ୍କୁ ମାନସମ୍ମାନ ମିଳି ନ ଥାଏ। ଧୌର୍ଯ୍ୟ ସହକାରେ କରାଯାଇଥିବା କାମରେ ସଫଳତା ମିଳିଥାଏ। ଏଣୁ କ୍ରୋଧ ଉପରେ ବିଜୟ ପାଇବାକୁ ବ୍ୟକ୍ତିଙ୍କୁ ବିନମ୍ର ହେବା ଉଚିତ। ଏହି ଗୁଣ ଯୋଗୁ ଶତ୍ରୁ ମଧ୍ୟ ଆପଣଙ୍କ ସାମ୍ନାରେ ମୁଣ୍ଡ ନୁଆଇଥାନ୍ତି। ଏପରିକି ନିଜ ତରଫରୁ ବନ୍ଧୁତା କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।

ସତ କହିବା: ଚାଣକ୍ୟ କୁହନ୍ତି କୌଣସି ପରିସ୍ଥିତିରେ ମିଛ କହିବା ଉଚିତ ନୁହେଁ। କାରଣ ମିଛ କହିଲେ ନିଜର ପ୍ରତିଭାକୁ କ୍ଷତି ପହଞ୍ଚିଥାଏ। ଏଭଳି ବ୍ୟକ୍ତିଙ୍କୁ କେହି ସମ୍ମାନ ଦେଇ ନ ଥାନ୍ତି। ଏମାନଙ୍କଠାରୁ ଲୋକ ଦୂରରେ ରହିଥାଏ। ଏପରିକି କେହି ବିଶ୍ୱାସ କରନ୍ତି ନାହିଁ। ଏଣୁ ବ୍ୟକ୍ତିକୁ ସର୍ବଦା ମିଛଠାରୁ ଦୂରରେ ରହିବା ଉଚିତ। ଶତ୍ରୁ ମଧ୍ୟ ଏଥିରେ ପରାଜୟ ବରଣ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ...

ମୁଖ ଦୁର୍ଗନ୍ଧ ଦୂର କରିବ ଅଦା ଚା’

ଅଦା ଚା’ ଥଣ୍ଡା କିମ୍ବା ବର୍ଷା ଦିନେ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହି ଚା’ ସେବନ ଦ୍ୱାରା ଚିଡଚିଡାପଣ ଦୂରେଇଯାଏ। ଏବେ ଏକ ଗବେଷଣାରୁ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

କଫି ଓ ଚା’ ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। କଫିରେ ଥିବା କାଫିନ୍‌ ଓ ଚା’ରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ରେଡ୍‌ ବ୍ଲଡ୍‌...

କେମିତି ଚମକିବ ବାସନ

ସବୁ ମହିଳାଙ୍କୁ ପସନ୍ଦ ସେମାନଙ୍କ ରୋଷେଇ ଘରର ବାସନ କେମିତି ଚମକିବ । କିନ୍ତୁ ବାସନରେ ଯଦି ପୋଡ଼ା ଦାଗ ରହିଯାଏ ତେବେ ତାକୁ ସଫା...

ସ୍ମାର୍ଟ କର୍ମଜୀବୀ

ଜଣେ କର୍ମଜୀବୀ ମହିଳାଙ୍କ ଉପରେ ଥାଏ ଉଭୟ ପରିବାର ଏବଂ ଅଫିସ୍‌ କାର୍ଯ୍ୟର ଭାର। ହେଲେ କେବେ କେବେ କାର୍ଯ୍ୟବ୍ୟସ୍ତତା ଭିତରେ ଗୋଟିଏ କାର୍ଯ୍ୟକୁ ଗୁରୁତ୍ୱ...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌…

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଏହା...

ମ୍ୟାଙ୍ଗୋ ଲଡୁ

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ ରସ ଅଧା କପ୍‌, ଡ୍ରାଏ ଫ୍ରୁଟ୍‌ସ ଅଧା କପ୍‌, ନଡିଆ କୋରା ଦେଢ କପ୍‌, ଗୁଜୁରାତି ପାଉଡର ଏକ ଚାମଚ,...

ଚର୍ମ ରୋଗର ଆୟୁର୍ବେଦୀୟ ଉପଚାର

”ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ...

Advertisement
Archives

Model This Week