Home

ଦୁଃଖ ବଖାଣିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୯।୫: ଏବେ ସାରା ଦେଶରେ କରୋନା କାୟା ବିସ୍ତାର କରିଛନ୍ତି। ପ୍ରତିଦିନ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗିନ ରହିଛି। ଫିରୋଜାବାଦର ଜନପଦର ଜସରାନା…

ହାର୍ଟ ବିଟ୍‌କୁ ପ୍ରଭାବିତ କରୁଛି କରୋନା ଭୂତାଣୁ…

ନୂଆଦିଲ୍ଲୀ, ୯।୫: କରୋନା ଭୂତାଣୁ ଯୋଗୁ ଗଳାରେ ସଂକ୍ରମଣ ପରେ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥାଏ। ତେବେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଉଛି। କେତେକ ଲୋକଙ୍କ ମଧ୍ୟ ଏହାଯୋଗୁ ମୃତ୍ୟୁ ଘଟି ସାରିଛି। ଏସମ୍ପର୍କରେ ହୃଦ୍‌ରୋଗ…

ଡ୍ୟାନ୍ସ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କଲା ଚେନ୍ନାଇ ରେଲଓ୍ବେ ପୋଲିସ

ଚେନାଇ,୯।୫: କେରଳ ପରେ ବର୍ତ୍ତମାନ ଚେନ୍ନାଇ ରେଲଓ୍ବେ ପୋଲିସ ଦେଶର ନାଗରିକ ତଥା ଷ୍ଟେଶନକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନତା ସଷ୍ଟି କରିବା ପାଇଁ ଡ୍ୟାନ୍ସର ଆୟୋଜନ କରିଛି। ଏହି ଡ୍ୟାନ୍ସ ମାଧ୍ୟମରେ ଚେନ୍ନାଇ ରେଲଓ୍ବେ ପୋଲିସ ସାମାଜିକ ଦୂରତା ଏବଂ ମାସ୍କ…

ପ୍ଲେଟରେ ନିଆଁ ଗୁଳା ରଖି ଖାଉଛନ୍ତି ଏହି ମହିଳା, ଆଇପିଏସ୍‌ କହିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍‌ ଆରାମରେ ଖାଉଛନ୍ତି। ଏହି ଭିଡିଓକୁ ଆଇପିଏସ୍‌ ଅଧିକାରୀ ରୂପିନ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ଭ୍ୟାରିଆଣ୍ଟ୍‌ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍‌ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ଭାରତରେ କରୋନାର ପରିବର୍ତ୍ତିତ ଭ୍ୟାରିଆଣ୍ଟ୍‌ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି।…

୨୯୮ ବଗିରେ କୋଭିଡ୍‌ ଆଇସୋଲେଶନ ସେଣ୍ଟର…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ରେଲଓ୍ବେ ପକ୍ଷରୁ ୨୯୮ ବଗିରେ ଆକ୍ରାନ୍ତଙ୍କ ପାଇଁ କୋଭିଡ୍‌ ଆଇସୋଲେଶନ ସେଣ୍ଟର ନିର୍ମାଣ କରାଯାଇଛି। ଏଗୁଡ଼ିକୁ କୋଭିଡ୍‌ କେୟାର କୋଚ୍‌ ଭାବେ ନାମିତ କରାଯାଇଛି।…

ବୁଲା ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗୋରୁଗାଈ ଏବଂ ଅନ୍ୟ ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲା ଗୋରୁଗାଈ…

ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ଅର୍ଥମନ୍ତ୍ରଣାଳୟର ଅର୍ଥ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସମ୍ପର୍କରେ ରବିବାର ଅର୍ଥନ୍ତ୍ରଣାଳୟ…

ଗୋଟିଏ ଡ୍ରେସ୍‌ ୧୦୦ ଦିନ

ଯଦି ଆପଣଙ୍କୁ ପଚରାଯାଏ ଗୋଟିଏ ଡ୍ରେସ୍‌ କେତେଦିନ ପିନ୍ଧିପାରିବେ? ଉତ୍ତର ହେବ ଗୋଟିଏ କି ଦୁଇଦିନ। ତା’ଠୁ ବେଶି ହୋଇ ନ ପାରେ। କିନ୍ତୁ ଜଣେ ମହିଳା ଗୋଟିଏ ଡ୍ରେସ୍‌କୁ ତିନି ମାସରୁ ଊର୍ଦ୍ଧ୍ୱ ପିନ୍ଧି ରେକର୍ଡ କରିଛନ୍ତି। ବୋଷ୍ଟନରେ ରହୁଥିବା…

ଘରେ ନିଆଁ ଲଗାଇ ବାହାରେ ଚେୟାରରେ ବସି ଦୃଶ୍ୟ ଉପଭୋଗ କରୁଥିଲେ ମହିଳା, ଜାଣିଲେ…

କଥାରେ ଅଛି, ଘର ଫୁଙ୍କି ତାମସା ଦେଖୁଛ। ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ନିଜ ଘରେ ନିଆଁ ଲଗାଇଦେଇ ବାହାରେ ଚେୟାର ଉପରେ ବସି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପରି ଘଟଣା ଦେଖିବାକୁ…

କରୋନା ଔଷଧ-ଅକ୍ସିଜେନ୍‌ ସିଲିଣ୍ଡର ହେଉ ଟିକସ ମୁକ୍ତ: ମମତା…

କୋଲକାତା, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ କରୋନା ଔଷଧ,ଅକ୍ସିଜେନ୍‌ ସିଲିଣ୍ଡରକୁ ଟିକସ ମୁକ୍ତ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ଚିଠି ଲେଖିଛନ୍ତି। ଦେଶରେ ସ୍ବାସ୍ଥ୍ୟ…

ମାତୃ ଦିବସରେ ମହିଳା କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫(ବ୍ୟୁରୋ): ସମଗ୍ର ବିଶ୍ୱରେ ଆଜି ମାତୃ ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଓଡ଼ିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri