ସଂସ୍କୃତ ସହର ହେବ ବାରାଣସୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ ଊର୍ଦ୍ଧ୍ୱ ସଂସ୍କୃତ ବିଦ୍ୟାଳୟ ଥିବାବେଳେ ସର୍ବାଧିକ ଛାତ୍ରୀଛାତ୍ର ସଂସ୍କୃତ ଅଧ୍ୟୟନ କରୁଛନ୍ତି। ଆଉ ୨ଟି…
ଆଜି କରୋନାରେ ଆଖି ବୁଜିଲେ ୨ ଆକ୍ରାନ୍ତ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର କରୋନାରେ ରାଜ୍ୟରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ନୂଆପଡ଼ା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୨୮ରେ ପହଞ୍ଚିଛି।…
୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ
ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ ଏହି ଯୋଜନା ହୋଇଥିଲେ ହେଁ ପରେ ତାହାକୁ ୩ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।…
୨ ଲକ୍ଷ ମୁହାଁ କରୋନା
ନୂଆଦିଲ୍ଲୀ,୧୨।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ରେ ପହଞ୍ଚିଛି।…
ନୀରୋଗ ରହିବାର ସରଳ ଉପାୟ
ଦୈନନ୍ଦିନ ଜୀବନଶୈଳୀ : ଆମେ ଯଦି ସୁସ୍ଥ ରହିବା, ତେବେ ଆମକୁ ନିଜର ଦୈନନ୍ଦିନ ଜୀବନ ଶୈଳୀକୁ ଗୁରୁତ୍ୱ ଦେବାକୁ ପଡିବ। ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲନ୍ତୁ। ତା’ ସହ ଯଦି କିଛି ବ୍ୟାୟାମ କରିପାରିଲେ ତାହା ସ୍ବାସ୍ଥ୍ୟ ପାଇଁ…
ପେଟ୍ରୋଲ ପମ୍ପରେ ଗ୍ରାହକ ଶୋଷିତ
ନୟାଗଡ଼ ଅଫିସ,୧୨।୪: ନୟାଗଡ଼ ଜିଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲେ ହେଁ ଧରପଗଡ କରାଯାଉନି। ସେହିପରି ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁନି ବୋଲି ଅଭିଯୋଗ ରହିଛି। ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମକୁ ଫୁ କରି…
ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବଦଳୁନି ଅବସ୍ଥା
ପଟ୍ଟାମୁଣ୍ତାଇ,୧୨।୪(ସ୍ବ.ପ୍ର.): ପଟ୍ଟାମୁଣ୍ତାଇ ପୂର୍ତ୍ତ ବିଭାଗ ଅଧୀନରେ ଅଳଭା-ଗଣ୍ତାକିଆ ସାଢ଼େ ୧୦ କିମି ରାସ୍ତା ରହିଛି। ଜଳସମ୍ପଦ ବିଭାଗ ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଇଛି। ରାସ୍ତାଟି ପଟ୍ଟାମୁଣ୍ତାଇ ଉତିକଣ, ରାଜନଗର, ମହାକାଳପଡ଼ା, କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ଓ…
ଉପକାରୀ ଲବଙ୍ଗ ତେଲ
ଲବଙ୍ଗ ତେଲରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ରକ୍ତକୁ ଆହୁରି ପରିଷ୍କାର କରିଥାଏ। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ…
ବରଫ ସ୍ଖଳନ
କୌଣସି ତିଖ ପାହାଡ଼ର ପାର୍ଶ୍ୱରୁ ବରଫର ଏକ ବିଶାଳ ଖଣ୍ଡ ଖସି ତଳକୁ ଦ୍ରୁତ ଗତି କରିବା ଆରମ୍ଭ କଲେ ଏହାକୁ ବରଫ ସ୍ଖଳନ (Avalanche) କହନ୍ତି। କିଛି ପ୍ରାକୃତିକ ଘଟଣା ଯଥା ଭୂକମ୍ପ, ବୃଷ୍ଟିପାତ, ବାୟୁପ୍ରବାହ କିମ୍ବା ଉଚ୍ଚ ତାପମାତ୍ରା…
ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ, ପୁଣି ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା
ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ। ଚୋଜିରୋ ସେ ସମୟର ରାଜା ଶୋଗୁନ୍ ତୋୟୋତୋମୀ ହିଦେୟୋଶିଂକର ରାଜପ୍ରସାଦ ଛାତ ପାଇଁ ଏକ ସ୍ବତନ୍ତ୍ର ଖପର ପ୍ରସ୍ତୁତ କରିଥିଲେ।…
ଚୁଡ଼ି ପାଇଁ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରମୁଖ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାରେ ଚରମ ଅବହେଳା ଦେଖିବାକୁ ମିଳିଛି। ଚୁଡି ପିନ୍ଧିଥିବାରୁ ରୋଗୀଙ୍କ ଭଙ୍ଗା ହାତକୁ ପ୍ଲାଷ୍ଟର ନ କରି ଡାକ୍ତର ଫେରାଇ ଦେଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ହସ୍ପିଟାଲରେ ଚୁଡି ଭାଙ୍ଗିବାକୁ…
Archives


