ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା
ଦୁବାଇ,୧୩।୪: ମୁସଲିମ୍ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ସହ ଶୁଭେଚ୍ଛା ଜଣାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଏମିତି କେତେକ ଦେଶ ଅଛି ଯେଉଁଠାରେ ରମଜାନ…
ପ୍ରଭାସଙ୍କ ‘ରାଧେ ଶ୍ୟାମ’ର ନୂଆ ପୋଷ୍ଟର ରିଲିଜ୍
ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍ ଅପେକ୍ଷାରେ ରହିଛି। ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ ହୋଇଛି। ପ୍ରଭାସ ନିଜେ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଧୂସର ରଙ୍ଗର ସାର୍ଟ…
କୁକୁଡା-ଛେଳି ବିକ୍ରି ହେବ ବନ୍ଦ !
ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍ଟି-ପିସିଆର୍ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ। କରୋନା ଲଢ଼େଇ ଦୀର୍ଘଦିନ ଧରି ଜାରି ରହିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍…
ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ ଜଣେ…
ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ
ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ‘କୋର୍ଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲେଖକ, ଗାୟକ ତଥା ଅଭିନେତା ଭୀରା ସାଥିଦାରଙ୍କର ୬୧ ବର୍ଷରେ ପରଲୋକ ଘଟିଛି। ସୋମବାର ରାତିରେ ନାଗପୁରର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୀରା…
୨୪ତମ ସିଇସି ହେଲେ ସୁଶୀଲ ଚନ୍ଦ୍ରା: ୫ ରାଜ୍ୟରେ କରିବେ ନିର୍ବାଚନ
ନୂଆଦିଲ୍ଲୀ,୧୩।୪: ଦେଶର ୨୪ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ସୁଶୀଲ ଚନ୍ଦ୍ରା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୨ ମେ ୧୪ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଆଦି…
ଅକ୍ସିଜେନ ଅଭାବରୁ ୭କରୋନା ଆକ୍ରାନ୍ତ ମୃତ
ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରୁ ଏକ ଅବହେଳାରେ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ…
ଲକ୍ଡାଉନ ଭୟରେ ଘରମୁହାଁ ପ୍ରବାସୀ ଶ୍ରମିକ
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ନୂଆ ମାମଲା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗୁଥିବା ବେଳେ ପ୍ରତିଦିନ ୧ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।…
ବିପଦ ଟଳିବ, ପୃଥିବୀ ହେବନି ଧ୍ୱଂସ: ଗ୍ରହାଣୁ ପିଣ୍ଡ ଉପରେ କରାଯିବ ବୋମା ମାଡ଼…
ଓ୍ବାଶିଂଟନ,୧୩।୪: କେତେକ ସମୟରେ ବଡ଼ ବଡ଼ ଗ୍ରହାଣୁ ପିଣ୍ଡ ପୃଥିବୀ ଆଡ଼କୁ ତୀବ୍ର ବେଗରେ ମାଡ଼ି ଆସିଥାନ୍ତି। ଏଭଳି ଗ୍ରହାଣୁ ପିଣ୍ଡ ଯୋଗୁ ଅତୀତରେ ଡାଇନୋସୋରସ୍ ଭଳି ବୃହଦାକାୟ ପ୍ରାଣୀ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥିଲେ। ପରବର୍ତ୍ତୀ ସମୟରେ ପୁଣି ପୃଥିବୀରେ…
ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ ଜଣ କରୋନା ପଜିଟିଭ
ପୁରୀ ଅଫିସ, ୧୩।୪: ପୁରୀ ଜିଲାରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ଜିଲାରୁ ୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶ୍ରୀମନ୍ଦିରର ୨୩ ସେବାୟତ, କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…
ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ୪ ନୁହେଁ, ୮ ଜଣଙ୍କୁ ଗୁଳି ମାରିବାର ଥିଲା
କୋଲକାତା,୧୪।୪: ପଶ୍ଚିମବଙ୍ଗର କୁଚବିହାର ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗର ରାଜନୀତି ସରକଗରମ ହୋଇପଡିଛି। ଏହି ଘଟଣାକୁ ନେଇ ଭାଜପା ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟ ଆରୋପ-ପ୍ରତ୍ୟାରୋପ ଚାଲିଛି। ଏବେ ନେତା ରାହୁଲ ସିହ୍ନା ଏହି ପ୍ରସଙ୍ଗରେ ଏକ ବିବାଦୀୟ ମନ୍ତବ୍ୟ…
ସିବିଏସ୍ଇ ପରୀକ୍ଷା ବାତିଲ କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ମହାମାରୀ ଯୋଗୁ ପୁଣି ଥରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଅଣାୟତ ହେଉଥିବା ବେଳେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି।…
Archives


