ଏବେ କହିବାକୁ ବିଶେଷ କିଛି ନାହିଁ: ଚେନ୍ନାଇଠାରୁ ଲଜ୍ଜାଜନକ ପରାଜୟ ପରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ…
ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଚେନ୍ନାଇ ୬ ଉଇକେଟରେ ପଞ୍ଜାବକୁ ପରାସ୍ତ କରିଥିଲା। ପ୍ରତିଟି ବିଭାଗରେ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ବିରୋଧୀ ଟିମ୍…
ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା
ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ…
କଟକ, ଭୁବନେଶ୍ୱରରେ ୧୪୪ ଧାରା ଜାରି
ଭୁବନେଶ୍ୱର, ୧୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି। ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି। ରାତି ୯ରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି।…
କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ
ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି ଚାଲିଯାଇଛି ସେମାନେ ଜୀବନ ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଏବେ…
୧୭ ବର୍ଷ ବୟସରେ ଜାମନଗର ମହାରାଜାଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ନିସନ୍ତାନ ଥିବା ଯୋଗୁ…
ବମ୍ବେ: ଭେଟେରାନ ଅଭିନେତ୍ରୀ ସିମି ଗେରଓ୍ବୋଲଙ୍କୁ ‘ଦ ଲେଡି ଇନ୍ ହ୍ବାଇଟ୍’ ବୋଲି କୁହାଯାଏ। ଆଜି ବି ତାଙ୍କ ମୁହଁର ଚମକ ପୂର୍ବଭଳି ରହିଛି। ଏଥିପାଇଁ ତ ପ୍ରଶଂସକମାନେ ସିମିଙ୍କୁ ଏଭରଗ୍ରୀନ ବୋଲି କହିବାକୁ ପଛାଉ ନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ…
୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…
କୋଲକାତା,୧୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଶନିବାର ଭୋଟିଂ ଜାରି ରହିଛି। ୬ଟି ଜିଲାର ୪୫ଟି ବିଧାନସଭା ଆସ ପାଇଁ ମତଦାନ କରାଯାଉଛି। ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ଆସନ୍ତା ମେ ୨ରେ ପ୍ରକାଶ ପାଇବ। ପଞ୍ଚମ ପର୍ଯ୍ୟାୟରେ…
ଲାଲୁଙ୍କୁ ଜାମିନ
ପାଟନା,୧୭।୪: ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶନିବାର ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୩.୧୩ କୋଟି ଟଙ୍କାର ଚାରା ଦୁର୍ନୀତିି ମାମଲାର ଶୁଣାଣି…
ପାଣି ପରିବର୍ତ୍ତେ ନଦୀରେ ବୋହିଲା କ୍ଷୀର: ଭାଇରାଲ ହେଉଛି ଭିଡିଓ
କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଗତ ଏପ୍ରିଲ ୧୫ରେ ଦୁଲାଇସ ନଦୀର ପାଣି ହଠାତ୍ ଧଳା ହୋଇଯାଇଥିଲା। ଅର୍ଥାତ୍…
କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍ଟି ଅକ୍ସିଜେନ୍
ମୁମ୍ବାଇ,୧୭।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩,୭୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୩୯୮ଜଣଙ୍କ ମୃତ୍ୟୁ ଘଟିଛି। ତେବେ…
କୁମାରସ୍ବାମୀ କରୋନା ପଜିଟିଭ୍
ବେଙ୍ଗାଲୁରୁ,୧୭।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଶନିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ…
ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବ ନେଇ ଉତ୍ତେଜନା
ଦାରିଙ୍ଗବାଡ଼ି,୧୭।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ସଂଯୋଗ ହୋଇଥିବା ଗୋପାଳପୁର-ରାଇପୁର ୫୯ ନଂ. ଜାତୀୟ ରାଜପଥ ସଂପ୍ରାସାରଣରେ ବିଳମ୍ବ ଏବଂ ଏହାକୁ ନେଇ ହେଉଥିବା ସମସ୍ୟାର ସମାଧାନ ପାଇଁ ଶନିବାର ସିମନବାଡ଼ିଠାରେ ରାଜପଥରେ ଠିକାସଂସ୍ଥାର ଏକାଧିକ ଗାଡ଼ିକୁ ଅଞ୍ଚଳବାସୀ ଅଟକ ରଖି…
ଭୟଙ୍କର ସ୍ଥିତି ଆସିବ ଜୁନ୍ରେ: ଦିନକୁ ମୃତ୍ୟୁ ସଂଖ୍ୟା ୨୫୦୦ ଛୁଇଁବା ଆଶଙ୍କା…
ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଆଗକୁ ଭାରତରେ ସ୍ଥିତି ଅଧିକ ସଙ୍କଟ ଜନକ ହେବ ବୋଲି ଲାସେଣ୍ଟ୍ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍ ବେଳକୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ…
Archives


