Home

ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୬୭ ଜୀବନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୭ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୯୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…

ୟୁରୋପରେ ଜଳପ୍ରଳୟ

ବର୍ଲିନ, ୧୭।୭: କୋଭିଡ୍‌ ମହାମାରୀ ସହ ଯୁଝୁଥିବା ଜର୍ମାନୀ ଓ ବେଲ୍‌ଜିୟମ୍‌ ସମେତ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ମାଡ଼ିଆସିଛି ଆଉ ଏକ ବିପତ୍ତି। ରେକର୍ଡ ବର୍ଷା ଅନେକ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆଣିଛି। କିଲ୍‌ ଓ ଆହର ଭଳି ନଈଗୁଡ଼ିକର ଉଛୁଳା…

ଦିନେ କମିଲେ ଦିନେ ବଢ଼ୁଛି: ରାଜ୍ୟରେ ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାରରୁ ଅଧିକ ରହୁଛି। ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ଲୋକମାନେ ପୁଣି ଥରେ ମାର୍କେଟରେ ଗହଳି କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ…

୧୯ରୁ ଭର୍ଚୁଆଲରେ ଚାଲିବ ହାଇକୋର୍ଟ

କଟକ ଅଫିସ,୧୭ା୭: ଆସନ୍ତା ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଭର୍ଚୁଆଲ ମୋଡରେ ଚାଲିବ। ରାଜ୍ୟ ସରକାର ଗୁରୁବାର କୋଭିଡ କଟକଣାକୁ କୋହଳ କରିବାପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ଥିବା ମାମଲାର ଶୁଣାଣି ପାଇଁ ଆବେଦନକାରୀଙ୍କୁ…

୧୦୧୯୦ ଡଙ୍ଗରିଆଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା

ରାୟଗଡ଼ା ଅଫିସ/ବିଷମକଟକ, ୧୭ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଖଜୁରି ଏବଂ କାଡ୍ରାଗୁମ୍ମା ଗ୍ରାମରେ ଓଡ଼ିଶା ଆଦିବାସୀ ଚକ୍ଷୁରୋଗ ଗବେଷଣା ପ୍ରକଳ୍ପ(ଟ୍ରାଇବାଲ ଓଡ଼ିଶା ଆଇ ଡିଜିଜ୍‌ ଷ୍ଟଡି)ଡାଇଗ୍ନୋଷ୍ଟିକ ଆକ୍ସନ ରିସର୍ଚ୍ଚ ପ୍ରୋଜେକ୍ଟ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର…

୨୦ରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଛି। କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା କରୁଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପ୍ରସଙ୍ଗରେ ଦଳ ତରଫରୁ…

ଝିଅ ବିଦା ସମୟରେ କାନ୍ଦିବା ବଦଳରେ ଏମିତି କଲେ ବରକନ୍ୟା, ଲୋକେ କହିଲେ…

ଆଜିକାଲି ସୋସିଆଲ ମିଡିଆରେ ବିବାହର ମଜାଳିଆ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହସ ରୋକି ପାରିବେ ନାହିଁ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର- କନ୍ୟା ବିଦାୟ ସମୟରେ…

ସରକାରୀ ବାସଭବନରେ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ପାରଳାଖେମୁଣ୍ଡି,୧୭ା୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶୁକ୍ରବାର ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସାଇଣ୍ଟଫିକ ଟିମ୍‌ ଓ ପୋଲିସ ପହଞ୍ଚି ତଦନ୍ତ…

ଓଡ଼ିଆ ଆଇପିଏସ୍‌ ଅଧିକାରୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ନିକଟରେ ରାଜ୍ୟର ୩ଜଣ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଦୀର୍ଘ ଦିନ ପରେ ଓଡ଼ିଆ ଅଧିକାରୀଙ୍କୁ ଏଭଳି ପଦବୀରେ ଅବସ୍ଥାନ କରି ରାଜ୍ୟରେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଘୋଡ଼ାଇବାକୁ ଚେଷ୍ଟା…

୧୧୫ କୋଟିର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଜାଲ୍‌ କମ୍ପାନୀ, ଜାଲ୍‌ ପଦବୀ, ଜାଲ୍‌ ବିଲ୍‌ ମାଧ୍ୟମରେ ଚାଲିଥିଲା ବହୁ କୋଟି ଟଙ୍କାର ଜିଏସ୍‌ଟି ଠକେଇ। ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଗୁରୁବାର ଏହି ବଡ଼ଧରଣର ଠକେଇ ର଼୍ୟାକେଟକୁ ଧରିବା ସହ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍‌ଙ୍କୁ ଗିରଫ…

ପ୍ରଥମ ଦିନରେ ଟିକା ନେଲେ ୧୨୮୪ ଗର୍ଭବତୀ

ଭୁବନେଶ୍ୱର,୧୭ା୭ (ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୨ଶହ ୮୪ଜଣ ଗର୍ଭବତୀଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ଟିକା ନେବା ପାଇଁ କିପରି ସହଜରେ ପଞ୍ଜୀକରଣ କରିପାରିବେ ସେଥିପାଇଁ କୋଓ୍ବିନ୍‌ ପୋର୍ଟାଲରେ ସ୍ବତନ୍ତ୍ର ଫିଚର୍‌ ବ୍ୟବସ୍ଥା କରାଯାଇଛି।…

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ବସିବାକୁ ଥିବା ବୈଠକରେ ୮ଟି ଏଜେଣ୍ଡା ଉପରେ ମୋହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?