ମାସ୍କ୍ ପିନ୍ଧିବା ମନା: ଜାରି ହେଲା ନିର୍ଦ୍ଦେଶ…
ଜେରୁଜେଲମ୍,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ଯେ, ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କରୋନା ଲଢ଼େଇ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର…
ଝିଅର ଲଭ୍ଷ୍ଟୋରୀକୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ
ନିକଟରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟର୍ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଆଜି ୨୯ତମ ଜନ୍ମଦିନ ପାଳନ କରିଥିଲେ। ରାହୁଲଙ୍କ ଜନ୍ମଦିନରେ ସବୁଠୁ ଖାସ୍ ମେସଜ୍ ଦେଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ।…
ଭକ୍ତଙ୍କୁ ଅପିଲ: ରାମନବମୀରେ ଅଯୋଧ୍ୟା ନ ଆସି ଘରେ କରନ୍ତୁ ପୂଜାପାଠ
ଅଯୋଧ୍ୟା,୨୦।୪: ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅଯୋଧ୍ୟା ସନ୍ଥ ସମାଜର ସଭାପତି, କହ୍ନେୟା ଦାସ ଏବଂ ରଙ୍ଗ ମହଲ ମନ୍ଦିର ମହନ୍ତ ରାମଶରଣ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ଏହି କାରଣରୁ…
ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍ଡାଉନ୍…
ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର ଅନୁମତି ବିନା ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଘୋଷଣା କରୁଛନ୍ତି। ଗୁଜରାଟର ଭାଲସାଡ୍ ସହରରେ…
କରୋନାରୁ କେବେ ମିଳିବ ଆଶ୍ୱସ୍ତି: ଏମ୍ସ ନିର୍ଦ୍ଦେଶକ ଦେଲେ ଏମିତି ଉତ୍ତର
ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ପ୍ରତିଦିନ ୨.୫ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଏବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ମହାମାରୀ କରୋନାରୁ ଆଶ୍ୱସ୍ତି ମିଳିବ କେବେ।…
ମୁଖ୍ୟ ନିର୍ବାଚନ କମିଶନର କରୋନା ପଜିଟିଭ୍…
ନୂଆଦିଲ୍ଲୀ,୨୦।୪: ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହରା ସହିତ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଛି। ଦୁଇ ଶୀର୍ଷ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏହାକୁ…
ସେନାକୁ ଦ୍ୱିତୀୟ ଲହର ସମ୍ଭାଳିବା ଦାୟିତ୍ୱ…
ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ସହାୟତା ଲୋଡ଼ିଛନ୍ତି। ଏନେଇ ସେ ସେନାମୁଖ୍ୟ ଏମ୍ ଏମ୍. ନରାଓ୍ବଣେଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ରାଜନାଥ…
ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା
ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। କିଛି ଦଳ ଚେନ୍ନାଇରେ ସିଜିନ ଆରମ୍ଭ କରିଥିବାବେଳେ କିଛି…
ନିଜ ଦୁଃଖ ବଖାଣିଲେ ଧୋନୀ
ମୁମ୍ବାଇ, ୨୦।୪: ଆଇପିଏଲ୍ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ତୃତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ପରେ ଧୋନୀ ତାଙ୍କ ଫିଟନେସ ବିଷୟରେ କହିଥିଲେ। ଧୋନି ସ୍ବୀକାର କରିଛନ୍ତି ଯେ, ବଢୁଥିବା…
ଭାରତକୁ ଆମେରିକା-ବ୍ରିଟେନ୍ବାସୀଙ୍କୁ ଆସିବା ମନା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ଆକ୍ରାନ୍ତ ବୟସ୍କଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।…
ମନ ଜିଣିଲେ ଜାଡେଜା: ପଡିଆରେ କଲେ ଏମିତି କାମ
ମୁମ୍ବାଇ, ୨୦।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ) ନିଜ ତୃତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଚେନ୍ନାଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ ଅନେକ କ୍ଷେତ୍ରରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ…
ଆଇସିଏସ୍ଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ…
ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖା ଯାଇଛି। ଏନେଇ ଆଇସିଏସ୍ଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।…
Archives


