Home

ଜିଲା ବାହାରେ ଡିଏମ୍‌ଏଫ୍‌ ଖର୍ଚ୍ଚ ବନ୍ଦକର

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୭ା୭(ସ୍ବ.ପ୍ର.): ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ହେଉଛି ଜିଲାର ନିଜସ୍ବ ଅର୍ଥ। ଜିଲାର ଖଣି ଖାଦାନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଏହାର ବିନିଯୋଗ ହେବ। କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଏହି ପାଣ୍ଠିର କାର୍ଯ୍ୟ, ଖର୍ଚ୍ଚ…

୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ପ୍ରାଥମିକତା ଦେଇ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ…

ତୃତୀୟ ଲହର ପିଲାଙ୍କ ପାଇଁ ବିପଦ

ନୂଆଦିଲ୍ଲୀ,୧୬।୭: ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ଉପଯୁକ୍ତ ଯୋଜନା ଦରକାର। ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ…

ପୋଲିସ ଟ୍ରେନିଂ ସେଣ୍ଟରରେ କରୋନା

ରାୟପୁର,୧୬।୭: ଛତିଶଗଡ଼ ରାଜନାନ୍ଦଗାଓଁ ସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ ବ୍ୟାପିଲା କରୋନା। ଏଠାରେ ୩୫ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏହି ଟ୍ରେନିଂ ସେଣ୍ଟରକୁ…

ଟିଏମ୍‌ସିରେ ସାମିଲ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନା

କୋଲକାତା,୧୬।୭: ୟଶବନ୍ତ ସିହ୍ନାଙ୍କ ପରେ ଆଉ ଜଣେ ରାଷ୍ଟ୍ରୀୟ ନେତା ଶତ୍ରୁଘ୍ନ ସିହ୍ନା ଖୁବ୍‌ଶୀଘ୍ର କଂଗ୍ରେସର ହାତଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହୋଇପାରନ୍ତି। ଶତ୍ରୁଘ୍ନଙ୍କ ସହ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁ ଠିକ୍‌ଠାକ୍‌ ରୁହେ ତେବେ ଜୁଲାଇ ୨୧ରେ…

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା; ଜାଣନ୍ତୁ କିଏ ଥିଲେ ଦାନିଶ

ନୂଆଦିଲ୍ଲୀ,୧୬।୭: ପୁଲିଟର ପୁରସ୍କାର ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ଶୁକ୍ରବାର ଆଫଗାନିସ୍ତାନରେ ହତ୍ୟା କରାଯାଇଛି। ସେ କାନ୍ଦାହାରର ସ୍ପିନ୍‌ ବୋଲଡାକ ହିଂସାକାଣ୍ଡ ଘଟଣାର କଭରେଜ୍‌ କରୁଥିଲେ। ଗତ କିଛିଦିନ ଧରି ସିଦ୍ଦିକି କାନ୍ଦାହାରରେ ଥିଲେ। ସେଠାରୁ ବିବାଦର ଚିତ୍ରକୁ…

ଦିଲ୍ଲୀ ଗସ୍ତରେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଦିଲ୍ଲୀ ଗସ୍ତ ପୁଣି ଥରେ ରାଜ୍ୟର ନେତୃତ୍ୱ ପରିବର୍ତ୍ତନକୁ ନେଇ ରହିଥିବା କଳ୍ପନା ଜଳ୍ପନାକୁ ଆହୁରି ବଢ଼ାଇଦେଇଛି। କାରଣ ଗତ କିଛି ସମୟରୁ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଲାଗି ରହିଛି। ୭୮ବର୍ଷୀୟ ୟେଦୁରପ୍ପା…

କୋଭିଡ୍‌ ମାମଲା ବୃଦ୍ଧି ପାଉଛି; ହେଲେ ଇଲଂଣ୍ଡକୁ ବିକଳ୍ପ ଖେଳାଳି ପଠାଇବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇ ନ ଥିବା ବେଳେ ଟିମ୍‌ ଇଣ୍ଡିଆର ୨ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପରେ କୋଚିଂ ଷ୍ଟାଫ୍‌ ଧ୍ୟାନଚାନ୍ଦ ଗରାନି…

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୪-ଟି ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୧୬।୭: ଦେଶରେ କେତେକ ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…

ଲଣ୍ଡନରେ ୭ କୋଟିର ବଙ୍ଗଳା, ଅଢ଼େଇ କୋଟିର କାର୍‌ର ମାଲିକାଣି ହେଉଛନ୍ତି ଏହି ଅଭିନେତ୍ରୀ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବିଦେଶିନୀ ସତ୍ତ୍ୱେ ବଲିଉଡ୍‌ରେ ବେଶ୍‌ ନାମ କମାଇଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ୧୯୮୩ ଆଜିର ଦିନରେ ହଂକଂରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ସାତ ଭାଇଭଉଣୀ ଅଛନ୍ତି। ୨୦୦୩ରେ ଫିଲ୍ମ ବୁମ୍‌ରୁ ଡେବ୍ୟୁ କରିବା ପରେ ଆଉ ପଛକୁ ଫେରି…

ପୁଣି ଏନ୍‌କାଉଣ୍ଟର: ଟଳିଲେ ୩ ମାଓବାଦୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୧୬ା୭(ଡି.ଏନ୍‌.ଏ.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦନ୍ତେଓ୍ବାଡା ଜିଲାରେ ପୁଣି ଏନ୍‌କାଉଣ୍ଟର ହୋଇଛି । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ…

‘ୟୁପି କେବଳ, ଦେଶରେ ନୁହେଁ ଅଷ୍ଟ୍ରେଲିଆରେ ହୋଇଛି ପ୍ରଶଂସିତ’

ଲକ୍ଷ୍ନୌ,୧୬।୭: ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ନିଜର ମିଶନ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ ପରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ଶୁକ୍ରବାର ଉତ୍ତରପ୍ରଦେଶର ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?