ଚକିତ କରିପାରେ ନନ୍ଦିଗ୍ରାମ
କୋଲକାତା, ୩୦ା୪: ପଶ୍ଚିମବଙ୍ଗରେ ଗୁରୁବାର ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ସହ ‘ଖେଳ’ ଶେଷ ହୋଇଛି। ଚୂଡ଼ାନ୍ତ ଇନିଂସରେ ୭୬.୦୭% ମତଦାନ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ଏପ୍ରିଲ ୧ରେ…
ଏକ୍ଜିଟ୍ ପୋଲ୍ରେ ମମତାଙ୍କ ହ୍ୟାଟ୍ରିକ୍
ନୂଆଦିଲ୍ଲୀ,୩୦ା୪:ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍ସି) ହ୍ୟାଟ୍ରିକ୍ ବିଜୟ ହାସଲ କରି ପୁଣି ଥରେ ଶାସନ କରିପାରେ। ଏହାସହ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଲଗାତର ଦ୍ୱିତୀୟ ଥର ପାଇଁ…
ଚକୋଲେଟ୍ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା
ଇସଲାମାବାଦ୍: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ନେତା କୌଣସି ବଡ଼ ଜିନିଷ ଚୋରି କରିନାହାନ୍ତି। ଚକୋଲେଟ୍ ଏବଂ…
କରୋନାକୁ ହରାଇଲେ ମନମୋହନ
ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୦ ଦିନର ଚିକିତ୍ସା ପରେ ଶେଷରେ ସେ ସୁସ୍ଥ…
କରୋନା କବଳରେ କରିନା କପୁରଙ୍କ ବାପା; ଅବସ୍ଥା ଗୁରୁତର ଥିବାରୁ…
ବମ୍ବେ: ବଲିଉଡ୍ର ବିଶିଷ୍ଟ ଅଭିନେତା ରାଜ କପୁରଙ୍କ ବଡ଼ ପୁଅ ତଥା ୭୦ ଏବଂ ୮୦ ଦଶକର ନାୟକ ରଣଧୀର କପୁରଙ୍କୁ କରୋନା। କୋଭିଡ୍ ସଂକ୍ରମଣ ଯୋଗୁ ବୁଧବାର ଅପରାହ୍ନରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ବମ୍ବେସ୍ଥିତ କୋକିଲାବେନ…
କୋଭିସିଲ୍ଡ ପରେ ‘କୋଭାକ୍ସିନ’ ଦର ହ୍ରାସ: ଡୋଜ୍ ପିଛା ୨୦୦ ଟଙ୍କା କମ୍ରେ ମିଳିବ
ନୂଆଦିଲ୍ଲୀ,୨୯।୪: କମିଲା ‘କୋଭାକ୍ସିନ’ ଟିକା ଦର। ପୂର୍ବରୁ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ‘କୋଭିସିଲ୍ଡ’ ଟିକାର ଦାମ ହ୍ରାସ କରିିଥିବା ବେଳେ ଗୁରୁବାର ଭାରତ ବାୟୋଟେକ୍ ପକ୍ଷରୁ ‘କୋଭାକ୍ସିନ ଦର ହ୍ରାସ କରାଯାଇଛି। ପୂର୍ବରୁ କମ୍ପାନୀ ରାଜ୍ୟଗୁଡ଼ିକୁ କୋଭାକ୍ସିନ୍ ଟିକା ଡୋଜ୍…
ଅମାନିଆଙ୍କଠାରୁ ଆଦାୟ ହୋଇଛି ୫ କୋଟି ୨୪ଲକ୍ଷ: ଡିଜିପି
କଟକ ଅଫିସ,୨୯।୪: ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ଟେଷ୍ଟିଂ ଯୋଗୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ କୋଭିଡ ସମ୍ପର୍କିତ ନିୟମକୁ କଡ଼ାକଡ଼ି ପାଳନ…
କରୋନାରେ ହାରିଗଲା ଜୀବନ: କାହା କୋଳରେ ଆଖି ବୁଜିଲେ ପୁଅ ତ କାହା ବାହୁ ବନ୍ଧନରେ ଚାଲିଗଲା ସ୍ବାମୀଙ୍କ ପ୍ରାଣ
ମହାମାରୀ କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକର କିଛି ଫଟୋ ଭାଇରାଲ ହେବା କ୍ଷଣି ଆଖି ଓଦା କରୁଛି। ଲୋକମାନେ ଅକ୍ସିଜେନ୍ ଏବଂ ଆବଶ୍ୟକୀୟ ଔଷଧ ନ ମିଳିବା ଯୋଗୁ ଆଖି ବୁଜୁଛନ୍ତି। ଡାକ୍ତରଖାନା…
କୋଭିଡ୍ ଓ୍ବାର୍ଡରେ ସନ୍ତାନ ପ୍ରସବ କଲେ କରୋନା ସଂକ୍ରମିତ ମହିଳା, ଅକ୍ସିଜେନ ସ୍ତର ଥିଲା ବହୁତ କମ୍
ଭୋପାଳ,୨୯।୪: ଜଣେ କରୋନା ସଂକ୍ରମିତ ମହିଳାଙ୍କଠାରେ ଅକ୍ସିଜେନ ସ୍ତର ବହୁତ କମ୍ ଥିଲା। ଫଳରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଏହି ସମୟରେ ସେ କୋଭିଡ୍ ଓ୍ବାର୍ଡରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ମା ଏବଂ ଛୁଆ…
ଆଇପିଏଲ୍ରେ ଏଭଳି କିଛି କଲେ ଧୋନୀ; ପ୍ରଶଂସକ କହିଲେ ‘ଆଉ ଦେଖିବାକୁ କିଛି ବାକି ନାହିଁ’
ନୂଆଦିଲ୍ଲୀ,୨୯।୪: କ୍ରିକେଟ ମଇଦାନରେ ମହେନ୍ଦ୍ର ସିଂହ ଧୋନୀ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରୁ ଅନ୍ୟତମ। ଉଇକେଟ ପଛରେ ତାଙ୍କର ଫୁର୍ତ୍ତି ସମସ୍ତଙ୍କୁ ଚକିତ କରେ। ସେ କ୍ୱଚିତ କ୍ୟାଚ୍ ଛାଡ଼ିଥାନ୍ତି। କିନ୍ତୁ ଆଇପିଏଲ୍ର ଚଳିତ ସଂସ୍କରଣରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ ଏଭଳି କିଛି…
ଅନ୍ୟକୁ ସାହାଯ୍ୟ କରୁଥିବା ଭାରତକୁ ଏବେ ଆମର ସହାୟତା ଲୋଡା: ପ୍ରିନ୍ସ ଚାଲର୍ସ
ଲଣ୍ଡନ,୨୯।୪: ବ୍ରିଟେନର ପ୍ରିନ୍ସ ଅଫ ୱେଲ୍ସର ପ୍ରିନ୍ସ ଚାଲର୍ସ ଭାରତରେ କରୋନା ମହାମାରୀରୁ ଆସିଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ଭାରତକୁ ସେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ମହାମାରୀ…
ପାନୀୟ ଜଳ ସମସ୍ୟା ନେଇ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ପୁରୁଷୋତ୍ତମପୁର,୨୯।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ୍ବାର୍ଡ ନଂ ୯ ରଥସାହି, ସୁନାରିତୋଟାସାହି, ଗୋପାଳ ବନ୍ଧ ସାହିକୁ ଦୀର୍ଘଦିନ ହେଲା ଜନସ୍ବାସ୍ଥ୍ୟ ବିଭାଗୀୟ ପାଇପରେ ପାଣି ଆସୁନାହିଁ। ଯାହା ପାଣି ଆସୁଛି ତାହା ମାଟିଆ, ଗୋଳିଆ, କଳା ରଙ୍ଗର ଦୂଷିତ ଅଟେ।…
Archives


