Home

ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍‌ଏସ୍‌କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍‌…

ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ରିପୋର୍ଟ କେନ୍ଦ୍ର ସରକାରଙ୍କ ସହିତ ଆର୍‌ଏସ୍‌ଏସ୍‌କୁ ପଠାଯାଇଛି। ଏହା ବିରୋଧୀ ଦଳଙ୍କ ଷଡ଼ଯନ୍ତ୍ର ବୋଲି ଟ୍ରଷ୍ଟ୍‌…

ଲିପ୍‌ଷ୍ଟିକ୍‌ କି ଚପଲ ନୁହେଁ, ଯେଉଁ ସହରକୁ ଯାଆନ୍ତି ଏହି ଜିନିଷ କିଣିବାକୁ ଭଲ ପାଆନ୍ତି ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବରୁଣ ଧାୱନ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି। ବରୁଣ ଏବଂ ଆଲିଆ ବଦ୍ରିନାଥ କି ଦୁଲହନିଆ, ହମ୍ପ୍ଟି ଶର୍ମା କି ଦୁଲହନିଆ, କଳଙ୍କ ଭଳି…

ବିଏସ୍‌ପିର ୯ ବିଦ୍ରୋହୀ ବିଧାୟକ ଏସ୍‌ପିରେ ହୋଇପାରନ୍ତି ସାମିଲ

ଲକ୍ଷ୍ନୌ,୧୫।୬: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ସହ ଦଳ ପରିବର୍ତ୍ତନ ଓ ମିଶ୍ରଣ ପର୍ବ ଚାଲିଛି। ଇତିମଧ୍ୟରେ ବହୁଜନ…

ପୃଥିବୀ ମୁହାଁ ବିରାଟ ଗ୍ରହାଣୁପିଣ୍ଡ: ଜୁନ୍‌ ୨୫ରେ କରିବ ଅତିକ୍ରମ…

ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭ (୨୦୧୦-ଏନ୍‌ଓ୍ବାଇ-୬୫) ପୃଥିବୀ ମୁହାଁ ହୋଇଛି। ଏହା ଜୁନ୍‌ ୨୫ରେ ପୃଥିବୀକୁ ଅତିକ୍ରମ କରିବ। ଏହାର…

ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬ ବିଶ୍ୱକପ୍‌ରେ କେନିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏକ ବଡ଼ ଓଲଟପାଲଟ କରିଥିଲା। କେନିଆ ୱେଷ୍ଟଇଣ୍ଡିଜକୁ…

ମାଡ଼ି ଆସିଲା ନୂଆ ବିପଦ: ଚାଇନା ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ୍‌ ପଦାର୍ଥ ଲିକ୍‌…

ବେଜିଂ,୧୫।୬: ଚାଇନା ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। କରୋନାର ଅନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପୁଣି ସଙ୍କଟ ସୃଷ୍ଟି କରିଛି। ଚାଇନାର ତାଇଶାନ୍‌ ଆଣବିକ କେନ୍ଦ୍ରରୁ ଅସାବଧାନତା ଯୋଗୁ ଏକ ପ୍ରକାର ଗ୍ୟାସ୍‌ ଲିକ୍‌ ହୋଇଛି। ଏହି ଗ୍ୟାସ୍‌ ନିଷ୍କ୍ରିୟ…

ଡବ୍ଲୁଟିସି ଫାଇନାଲ୍‌ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍‌ ରାଶି ଠାରୁ ବି କମ୍‌

ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ ରନର୍‌ ଅପ ୫.୮୫ କୋଟି ଟଙ୍କା ପାଇବ। ସବୁଠୁ ରୋଚକ କଥା ହେଉଛି ଡବ୍ଲୁଟିସି…

ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍‌ ଶୁଭମନ ଗିଲ୍‌: ମିଳିଲା ରୋଚକ ଉତ୍ତର

ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି ଭିନ୍ନ ତାହା ଗିଲ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ…

ମିଷ୍ଟର ଡିପେଣ୍ଡବୁଲ୍‌ ଟିମ୍‌ ଇଣ୍ଟିଆ କୋଚ୍‌: ସୂଚନା ଦେଲେ ଗାଙ୍ଗୁଲୀ…

କୋଲକାତା,୧୫।୬: ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ବିବିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ ମିଷ୍ଟର ଡିପେଣ୍ଡବୁଲ୍‌ ରାହୁଲ ଦ୍ରାବିଡ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ଗସ୍ତକ୍ରମ ପାଇଁ…

ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ଡୁଡଲ ବିଷୟରେ ବ୍ଲଗ୍‌ ପୋଷ୍ଟରେ ମଧ୍ୟ କୁହାଯାଇଥିବା…

ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ: ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୧୫।୬: ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଦର୍ଶନ କରିବାକୁ ଆତଙ୍କବାଦ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ ଦିଲ୍ଲୀ ଦଙ୍ଗାର ୩ ଜଣ ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନ ମଞ୍ଜୁର କରିଛନ୍ତି। ପିଞ୍ଜରା ତୋଡ୍‌ର ସଦସ୍ୟ…

ରିତିକାଙ୍କ ସହ ପ୍ରଥମ ସାକ୍ଷାତବେଳେ ରୋହିତ ଶର୍ମାଙ୍କୁ ମିଳିଥିଲା ଚେତାବନୀ: ଜାଣନ୍ତୁ କିଏ ଦେଇଥିଲେ

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି। ରୋହିତ ଏବଂ ରିତିକା ଦୀର୍ଘ ସମୟ ଧରି ପରସ୍ପରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri