Home

ସନ୍ଧ୍ୟା ୬ ପରେ ଦୋକାନ ବନ୍ଦ

ପୁରୀ ଅଫିସ,୩୦।୪: ବଢୁଥିବା କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପୁରୀ ସହରରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୁରୀ ସହରର ସମସ୍ତ ଦୋକାନ ଶୁକ୍ରବାରଠାରୁ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ସମେତ ଷ୍ଟ୍ରିଟ୍‌ ଫୁଡ୍‌,…

ନକଲି ରେମ୍‌ଡେସିଭିର୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଚଢାଉ

ନୂଆଦିଲ୍ଲୀ,୩୦।୪: ନକଲି ରେମ୍‌ଡେସିଭିର୍‌ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସର ଏକ ଟିମ୍‌ ଚଢାଉ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ। ଉତ୍ତରପ୍ରଦେଶର ହରିଦ୍ୱାର, ରୁଡକୀ ଏବଂ କୋଟୱାରରେ ବେଆଇନ କାରଖାନାଗୁଡ଼ିକରେ ନକଲି…

୧ରୁ ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କ ବନ୍ଦ

ଖୋର୍ଦ୍ଧା ଅଫିସ,୩୦।୪: ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କକୁ ଆସନ୍ତା ମେ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ନିଷ୍ପତ୍ତିି ନିଆଯାଇଛି ବୋଲି ଜାନକୀ ବଲ୍ଲଭ…

ପ୍ରଥମ ଓଭରରେ୍‌ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶ’

ଅହମଦାବାଦ,୩୦।୪: ଆଇପିଏଲ ୨୦୨୧ ରେ ୨୧ ବର୍ଷ ବୟସ୍କ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବାବେଳେ କେକେଆର ବିପକ୍ଷରେ ୧୮ଟି ବଲରେ ଅର୍ଦ୍ଧଶତକ ଖେଳିଥିଲେ। ଏହା ହେଉଛି ସିଜିନର…

କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ ଅନୁଯାୟୀ, ଜିଲାର ପ୍ରାୟ ୧୧ ଲକ୍ଷ ଲୋକ ଟିକାକରଣ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ ଟିକା…

ପାଇଖାନା ନିର୍ମାଣ ଅର୍ଥ ହରିଲୁଟ

ଯାଜପୁର ଅଫିସ,୩୦।୪: ଯାଜପୁର ଜିଲାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ସ୍ବଚ୍ଛ ଭାରତ ମିଶନରେ ୨୮୮,୫,୭୨,୬୩୨ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୫୩, ୨୯, ୩୦, ୫୨୯ ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇନାହିଁ। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ଏହି…

ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି। ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏକଦିବସୀୟ କ୍ରିକେଟରେ ୩ଥର ଦ୍ୱିଶତକ ଅର୍ଜନ କରିଛନ୍ତି। କେବଳ…

କେବେ ସିଟି ସ୍କାନ ମେଶିନ ବସାଇବ ଜଣାଅ: ହାଇକୋର୍ଟ

କଟକ ଅଫିସ,୩୦।୪: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ୬ ମାସ, ଭୁବନେଶ୍ୱର ଓ ଝାରସୁଗୁଡାରେ ୨ବର୍ଷ ପରେ ସିଟି ସ୍କାନ୍‌ ମେଶିନ୍‌ ଲାଗିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରିଥିଲେ। କିନ୍ତୁ ଅନ୍ୟ ହସ୍ପିଟାଲରେ ଏହି…

ପୃଥ୍ବୀ ଶ’ଙ୍କ ତଣ୍ଟି ଚିପିଲେ ଏହି କ୍ରିକେଟର୍‌

ଅହମଦାବାଦ,୩୦।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଓପନର୍‌ ପୃଥ୍ବୀ ଶ’ଙ୍କ ଚମତ୍କାର ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଦିଲ୍ଲୀ ଆଗରେ ୧୫୫ ରନ ଲକ୍ଷ୍ୟ ଥିଲା, ଯାହାକୁ ପିଛା କରି…

ଆନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ ହ୍ରାସ ହେଲେ ବିଦ୍ୟୁତ ଦର କମିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଞ୍ଚାରଣ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ ସଞ୍ଚାରଣ ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ…

ମାସକରେ ୫.୬୬ କୋଟି ଗଣିଲେ ଅମାନିଆ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଅମାନିଆଙ୍କ ପାଇଁ ଓଡ଼ିଶାରେ ହୁହୁ ହୋଇ ସଂକ୍ରମଣ ବଢ଼ୁଛି। ଜରିମାନା ଓ ଗିରଫ ସତ୍ତ୍ୱେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି। ଏ ପରିସ୍ଥିତିରେ କରୋନା ମହାମାରୀର ଭୟାବହତାକୁ ନେଇ ପୋଲିସ ଡିଜି ଅଭୟ ରାଜ୍ୟବାସୀଙ୍କୁ ସଚେତନ…

୧୩୨ ଏସ୍‌ଆଇଙ୍କ ପଦୋନ୍ନତି

କଟକ ଅଫିସ,୩୦।୪: ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୩୨ଜଣ ଏସ୍‌ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟ ପୋଲିସ ମୁଖ୍ୟାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri