ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ବୟସ ସମ୍ବନ୍ଧୀୟ ସମସ୍ୟାରେ ସେ ପୀଡିତ ଥିଲେ। ୨୦୧୮ ମସିହାରେ ଜୟନ୍ତୀଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠିଥିଲା, ସେତେବେଳେ ସେ ଆଗକୁ ଆସି ବଞ୍ଚିତ ଥିବା କଥା ସ୍ପଷ୍ଟ କରିଥିଲେ।
ଜୟନ୍ତୀ ୬ ଜାନୁଆରୀ ୧୯୪୫ରେ କର୍ନାଟକରେ ଜନ୍ମଗ୍ରହଣ କରିଥିଲେ। ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରି ଜୟନ୍ତୀ ଅଭିନୟ, ପ୍ରଡକ୍ସନ ଏବଂ ଗୀତରେ କ୍ୟାରିୟର ଆରମ୍ଭ କରିଥିଲେ। ୬୦ ଏବଂ ୮୦ ଦଶକର ସବୁଠାରୁ ସୁନ୍ଦର ଏବଂ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ବିବେଚିତ ହୋଇଥିବା ଜୟନ୍ତୀ ମିଥୁନ ଗଣେଶନ, ଏମ.ଜି.ଆର୍‌ ଏବଂ ଜୟଲଳିତା ଭଳି ବଡ଼ ତାରକାଙ୍କ ସହିତ କାମ କରିଥିଲେ। ଜୟନ୍ତୀ ତିନୋଟି ବଲିଉଡ ଚଳଚ୍ଚିତ୍ର ତିନ୍‌ ବୋହୁରାନିୟାଁ, ତୁମ୍‌ସେ ଅଛା କୌନ ହୈ ଏବଂ ଗୁଣ୍ଡାରେ ଅଭିନୟ କରିଥିଲେ। ସେ ମାଲାୟାଲମ, ତେଲୁଗୁ, ତାମିଲ ଏବଂ ଅନ୍ୟାନ୍ୟ ଭାଷା ସହିତ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ଡେବ୍ୟୁ କରିବେ ସୁମ୍ବୁଲ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ହାତକୁ ଆସିଲା ବଡ଼ ପ୍ରୋଜେକ୍ଟ। ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବିଗ୍‌ବସ୍‌-୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ସୁମ୍ବୁଲ ତୌକିର...

ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ...

ଖୁବ୍‌ଶୀଘ୍ର ରିଲିଜ ହେବ ସତୀଶ କୌଶିକଙ୍କ ଶେଷ ଫିଲ୍ମ

ମୁମ୍ବାଇ: ଅଭିନେତା ସତୀଶ କୌଶିକ ଆମ ଗହଣରେ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ମାର୍ଚ୍ଚ ୯ରେ ତାଙ୍କର ମୃତ୍ୟୁ ଘଟିଛି। କରାଯାଉଛି। ଯଦିଓ ସତୀଶ...

୧୯ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ପ୍ରଥମଥର ଅଡିଶନର ସାମ୍ନା କଲେ କରୀନା

ପ୍ରଥମ ଥର କରୀନା କପୁର ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ପାଇଁ ଅଡିଶନ ଦେଇଛନ୍ତି। ୧୯ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ କେବେ ବି ଅଡିଶନ୍‌ର...

ଗେହରାଇୟାଁକୁ ନେଇ ଆଇକନିକ୍‌ ଗର୍ଲଙ୍କୁ ଏମିତି କହିଲେ ପୂର୍ବତନ କମିଶନର

ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ତେବେ...

ଶୁଟିଂ ସାରି ଫେରୁଥିଲେ, ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ଜୀବନ ଗଲା

କୋଲକାତା: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଙ୍ଗଳା ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆଉ ଏ ଦୁନିଆରେ ନାହାନ୍ତି। ଶନିବାର...

ମୋ’ ଟିମ୍‌ ପାଇଁ ମୁଁ ଗର୍ବିତ- ଶାହରୁଖ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ଶାହରୁଖ ଖାନ...

ହାତକୁ ଦୁଇ ହାତ ହେବେ ସୁନ୍ଦରୀ ନୟନତାରା

ହାଇଦ୍ରାବାଦ: ୨୦୧୫ରୁ ଡେଟିଂ। ଶେଷରେ ପ୍ରେମିକଙ୍କ ସହ ଆଉ ପାଦେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ନୟନତାରା।...

Advertisement
Archives

Model This Week