Home

ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା

ହାଇଦ୍ରାବାଦ/ବେଜିଂ, ୨୬ା୭: ତେଲଙ୍ଗାନାର ମୁଗୁଲୁ ଜିଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ରବିବାର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ବିଶ୍ୱ ଐତିହ୍ୟ କମିଟିର ୪୪ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ତେଲଙ୍ଗାନାର…

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏହି ମାମଲାରେ ଅଦ୍ୟାବଧି ୧୧ ଜଣଙ୍କୁ ଗିରଫ କଲାଣି…

ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାର ଜାରି କରିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁଯାୟୀ ସ୍କୁଲ…

୧୬୦ ଫୁଟ ଉଚ୍ଚରେ ଭିଡିଓ ଶୁଟିଂ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ପାଦ; ଆଉ ତା’ ପରେ…

ଲୋକେ ଆଜିକାଲି ସୋସିଆଲ ମିଡିଆ ଜରିଆରେ ନିଜର କ୍ୟାରିୟର କରୁଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଅଛନ୍ତି। ନିଜ ଜୀବନ କାହାଣୀ, ପ୍ରତିଦିନର ଘଟଣାବଳୀ ବିଷୟରେ ଫଲୋଅର୍ସମାନଙ୍କୁ ଭିଡିଓ ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ଚାଇନାର ଜଣେ ଯୁବତୀଙ୍କ ଭିଡିଓ ଏବେ…

ଦୁଗ୍ଧଚାଷୀଙ୍କୁ ବସାଇ ଟ୍ରଲି ଟାଣିଲେ ସୋନୁ ସୁଦ, କହିଲେ…

ମୁମ୍ବାଇ: ସୋନୁ ସୁଦ ବଲିଉଡ୍‌ର ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଯିଏ କି କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସୋନୁ କରୋନା ମହାମାରୀ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଗରିବ ତଥା ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏଥି…

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି କି ଐଶ୍ଚର୍ଯ୍ୟା

ବଲିଉଡର ଅଭିନେତ୍ରୀ ତଥା ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟା ଏକ ଭିନ୍ନ କାରଣ ପାଇଁ ଆଲୋଚନାକୁ ଆସିଛନ୍ତି। ଚର୍ଚ୍ଚ ହେଉଛି ସେ କୁଆଡେ ତାଙ୍କର ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି।…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଳିତ କୁକୁରକୁ ନେଇ ଚର୍ଚ୍ଚା

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁକୁର ‘ଗୁଲ୍ଲୁ’ର ଫଟୋ ଭାଇରାଲ ହେବାରେ ଲାଗିଛି। ନିକଟରେ ଗୋରଖନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିଲେ ଏବଂ ସେ ବାହାରକୁ ଆସିବା ପରେ କଳା ଲାବ୍ରାଡୋର କୁକୁର ‘ଗୁଲ୍ଲୁ’ ତାଙ୍କୁ ଅଭିବାଦନ…

ଏହି ଜଳଖିଆ ଦୋକାନୀଙ୍କୁ ପ୍ରଶଂସା କଲେ ମୋଦି: ଜାଣନ୍ତୁ କାହିଁକି

ଚଣ୍ଡିଗଡ,୨୫।୭: କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ଚଣ୍ଡିଗଡ଼ର ଜଣେ ବ୍ୟକ୍ତି କଠିନ ପରିଶ୍ରମ କରୁଛନ୍ତି। ସେକ୍ଟର -୨୯ ବି ବଜାରରେ ଛୋଲେ-ଭଟୁରେ ବିକୁଥିବା ସଞ୍ଜୟ ରାଣା, କରୋନା ଟିକାନଇଥିବାକ ଲୋକଙ୍କୁ ଛୋଲେ-ଭଟୁରେ ମାଗଣାରେ ଖାଇବାକୁ ଦିଅନ୍ତି।…

ମୀରାବାଇଙ୍କ ‘କାନ ଫୁଲ’ର ଦିଓ୍ବାନୀ ହେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ସ୍ବତନ୍ତ୍ର କାନଫୁଲକୁ ପସନ୍ଦ କରିଛନ୍ତି। ମୀରାବାଇ ପିନ୍ଧିଥିବା କାନ ଫୁଲକୁ ଅନୁଷ୍କା ପସନ୍ଦ କରି ଏକ ହୃଦୟ ଇମୋଜି ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ମୀରବାଇ ଚାନୁଙ୍କ…

ମହାମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୭: ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪’ର ବଳକା ମ୍ୟାଚ୍‌ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ବଳକା ଥିବା ୩୧ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ୩ ଥର ଚାମ୍ପିୟନ ଚେନ୍ନାଇ ସୁପର…

କର୍ନାଟକରେ କୌଣସି ସଙ୍କଟ ନାହିଁ: ନଡ୍ଡା

ପାନାଜୀ,୨୫।୭: ଦୁଇ ଦିନିଆ ଗୋଆ ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରବିବାର ଏକ ଖବରଦାତା ସମ୍ମିଳନୀ କରି ଦଳ ତଥା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ନାଡା କହିଛନ୍ତି…

ପୋଲିସ ସାମ୍ନାରେ କାନ୍ଦିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଉଛି। ଶିଳ୍ପା ରାଜଙ୍କ ସହ ସେ ଅନେକ କମ୍ପାନୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?