Posted inଜାତୀୟ

ଟ୍ରାକ୍ଟର ଚଳାଇ ସଂସଦ ଭବନ ପହଞ୍ଚିଲେ ରାହୁଲ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ ଟ୍ରାକ୍ଟରରେ ରଣଦୀପ୍‌ ସୁର୍ଜେ ଓ୍ବାଲା, ଶ୍ରୀନିବାସ ବି.ଭିି. , ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା। କୃଷି ଆଇନ ବିରୋଧରେ ସେମାନେ ହାତରେ ପ୍ଲା କାର୍ଡ ଧରିଥିଲେ। ଏହି ଅବସରରେ ରାହୁଲ କହିଥିଲେ ଯେ, କେନ୍ଦ୍ର ସରକାର ଚାଷୀଙ୍କ ଦୁଃଖ ବୁଝୁ ନାହାନ୍ତି। ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ କଳା ଆଇନ ବୋଲି ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଜାଣିଶୁଣି ଚାଷୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଅନ୍ନଦାତାଙ୍କୁ ଆତଙ୍କବାଦୀ କହିବା ଦୁଃଖର ବିଷୟ ବୋଲି ରାହୁଲ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ବି କୃଷି ଆଇନର କରିଥାନ୍ତେ ବିରୋଧ: ଅନ୍ନଦାତା

ନୂଆଦିଲ୍ଲୀ, ୨୯।୯: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। କଂଗ୍ରେସ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯିବା ସହିତ ସରକାରଙ୍କୁ...

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭ ।୧: ସାଧାଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଗଲାଣି । କୌଣସି ବି ଆକ୍ରମଣ ଘଟଣାକୁ ରୋକିବା ପାଇଁ...

ଜଣଙ୍କୁ ମାରିଲେ, ୪ ଜଣଙ୍କୁ ମାରିଦେବୁ

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ଏବେ ମୌଖିକ ଦଙ୍ଗାରେ ପରିବର୍ତ୍ତନ ହେଉଛି। ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା...

ବିହାର ନିର୍ବାଚନ:୩୫ ଲକ୍ଷ ସାଇଲେଣ୍ଟ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର!

ପାଟନା,୫ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିଗୁଲ ବାଜି ସାରିଛି । ସମସ୍ତେ ସମସ୍ତଙ୍କ ହିସାବରେ ଏହି ଖେଳରେ ବିଜୟ ଲାଭ କରିବାକୁ...

ଦିଦିଙ୍କ ମଜା ଉଡାଇଲେ ଶୁଭେନ୍ଦୁ

କୋଲକତା,୮।୯:ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ...

‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’

କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ...

ମନ୍ଦିର ମରାମତି ସମୟରେ ମିଳିଲା ୫ଶହ ଗ୍ରାମ ସୁନା, ଆଉ ତା’ ପରେ…

କର୍ନାଟକର କାଞ୍ଚତ୍ପୁରମ୍‌ ଅଞ୍ଚଳରେ ଥିବା ଏକ ପ୍ରାଚୀନ ମନ୍ଦିରର ମରାମତି ସମୟରେ ୫ଶହ ଗ୍ରାମ ସୁନା ମିଳିଥିଲା। ଏହାକୁ ଜବତ କରିବା ପାଇଁ ଆସିଥିବା ଜିଲା...

ଗିନିଜ୍‌ ବୁକ୍‌ରେ ୨୦୧୮ ବାଘ ଗଣନା

ନୂଆଦିଲ୍ଲୀ,୧୨ା୭(ପି.ଟି.): ୨୦୧୮ରେ ଭାରତରେ ହୋଇଥିବା ବାଘଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ବାଘ ଠାବ କରିବା ପାଇଁ ହୋଇଥିବା ସର୍ଭେ ବେଳେ...

Advertisement
Archives

Model This Week