ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ
ନୂଆଦିଲ୍ଲୀ, ୧।୫(ପି.ଟି.): ଦେଶରେ ଗତ କିଛିଦିନ ହେଲା ପ୍ରତ୍ୟହ ୩ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ନେଉଛି କରୋନା ମହାମାରୀ। ସଂକ୍ରମଣରୁ ରକ୍ଷା ପାଇବା ଲାଗି ଟିକାକରଣକୁ ବ୍ୟାପକ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ।…
ଇସ୍ରାଏଲ୍: ଦଳାଚକଟାରେ ୪୪ ମୃତ
ଜେରୁଜେଲମ, ୧।୫(ଆଇଏଏନ୍ଏସ୍): ଇସ୍ରାଏଲ୍ରେ ଗୁରୁବାର ମଧ୍ୟରାତ୍ରରେ ଏକ ଇହୁଦୀ ଉତ୍ସବ ପାଳନ ବେଳେ ଦଳାଚକଟା ଘଟି ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୦୩ ଜଣ ଆହତ ହୋଇଥିବାବେଳେ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।…
ସରକାର ନୁହେଁ, ଅଦାଲତ ଭରସା
ନୂଆଦିଲ୍ଲୀ,୧ା୫: ନୋଭେଲ କରୋନା ଭାଇରସ୍ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାବିପତ୍ତି। ୧୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଅଣାୟତ୍ତ ସ୍ଥିତି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ ଅକ୍ସିଜେନ, ରେମ୍ଡେସିଭିର ଭଳି ଜରୁରୀ ଇଞ୍ଜେକ୍ସନ ଓ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ…
ଜାତିସଂଘ ସହାୟତାକୁ ଭାରତର ନା
ଜାତିସଂଘ/ନୂଆଦିଲ୍ଲୀ, ୧।୫: କରୋନା ଭାଇରସ୍ର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଭାରତ ସମ୍ଭାଳିପାରୁ ନାହିଁ। ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ିପଡ଼ିଲାଣି। କୋଭିଡ୍ ରୋଗୀ ଅକ୍ସିଜେନ୍, ଭାକ୍ସିନ ଓ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ନ ପାଇ ମରୁଥିବାରୁ ଏସବୁ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର…
ସୋସିଆଲ ମିଡିଆରେ ଲାଗିପାରିବନି କଟକଣା
ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି ରାଷ୍ଟ୍ର କଟକଣା ଲଗାଇବା ଉଚିତ ନୁହେଁ। ସୋସିଆଲ ମିଡିଆରେ ସୂଚନାର ଅବାଧ ପ୍ରବାହ ଉପରେ…
ଅନ୍ଲାଇନ ଗାଳିଗୁଲଜ ବିରୋଧରେ ଫିଫା, ୟୁଇଏଫ୍ଏ ଏକାଠି
ନୟନ,୧।୫(ପି.ଟି.): ଅନ୍ଲାଇନରେ ଚାଲିଥିବା ଗାଳିଗୁଲଜ ବିରୋଧରେ ପୂରା ଇଂଲିଶ ଫୁଟ୍ବଲ ଜଗତ ଏକାଠି ହୋଇଛି। ଅନ୍ଲାଇନରେ ଚାଲିଥିବା ଗାଳିକୁ ବିରୋଧ କରି ଇଂଲିଶ ଫୁଟ୍ବଲ ବିଭିନ୍ନ ସୋସିଆଲ ମିଡିଆକୁ ବୟକଟ୍ କରିଛି। ଏବେ ଫିଫା ଓ ୟୁଇଏଫ୍ଏ ଏହି ୪ ଦିନିଆ…
ଆଇପିଏଲ୍-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍ ଲଢ଼େଇ
ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୭ତମ ମ୍ୟାଚ୍ରେ ଏକ ଦମ୍ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମୁକାବିଲରେ ଦୁଇ ହାଇପ୍ରୋଫାଇଲ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ…
ମାସକରେ ୩୨ଶହ ସଂକ୍ରମିତ
ଅନୁଗୋଳ ଅଫିସ, ୧ା୫ ଅନୁଗୋଳ ଜିଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର। ବିଶେଷକରି ଏପ୍ରିଲ ମାସରେ ୩୨ଶହ ସଂକ୍ରମିତ ଚିହ୍ନଟ ହେବା ଜିଲାବାସୀଙ୍କୁ ଚକିତ କରିଥିବାବେଳେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି…
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…
ଯଦି ଆପଣ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡ଼ିତ, ତେବେ ରକ୍ତଚାପ କେତେ ଅଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ଯଦି ଥରେ…
କୋଭିଡ୍ ପଜିଟିଭ୍ ହେବା ମାତ୍ରେ ତରବର ହୋଇ ହସ୍ପିଟାଲ ଆସନାହିଁ; ଗୁରୁତର ହେଲେ ଆମ୍ବୁଲାନ୍ସ ଆଣିବ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଏବେ ସ୍ଥିତି ନିୟନ୍ତ୍ରଣରେ। ହେଲେ ଆଗକୁ କ’ଣ ହେବ ତାହା କହିବା କଷ୍ଟକର। କିଛି ଏଭଳି ଢ଼ଙ୍ଗରେ ଆଗାମୀ ଦିନରେ ଆସୁଥିବା ବିପଦ ନେଇ ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଶନିବାର ଆୟୋଜିତ…
କରୋନା ଔଷଧର ଅଭାବ ନାହିଁ, ଏବେ ରାଜ୍ୟରେ ୪୩ ହଜାର ରେମଡେସିଭିର ଷ୍ଟକ୍ ରହିଛି
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଲଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭାରତର ପ୍ରଭାବିତ ଅନେକ ରାଜ୍ୟରେ ରୋଗୀମାନେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି। ଫଳରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି। ତେବେ ଓଡ଼ିଶାରେ ମଧ୍ୟ କରୋନା ଔଷଧ ରେମଡେସିଭିର ଅଭାବ ଥିବା ଚର୍ଚ୍ଚା…
ଏବେ ନିୟନ୍ତ୍ରଣରେ, ଆଗକୁ କ’ଣ ହେବ କହିବା କଷ୍ଟକର; ରୁହନ୍ତୁ ସତର୍କ-ସଚେତନ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇ ନ…
Archives


