ହ୍ବିଲଚେୟାରରେ କରିବି ପ୍ରଚାର: ମମତା
କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲରୁ ଏକ ଭିଡ଼ିଓ ଜାରି କରିଛନ୍ତି। ଏଥିରେ ମମତା କହିଛନ୍ତି ଯେ, ସେ ହ୍ବିଲ୍ଚେୟାରରେ ପ୍ରଚାର କରିବେ। କିନ୍ତୁ ବିରୋଧୀଙ୍କୁ ଭୟ କରିବେ ନାହିଁ। କାଲି ହୋଇଥିବା ଆକ୍ରମଣରେ ତାଙ୍କର…
ମହାଶିବରାତ୍ରିରେ ଭକ୍ତ ଶୂନ୍ୟ ହେଲା ବୁଦ୍ଧଖୋଲ ଶୈବପୀଠ
ବୁଗୁଡ଼ା,୧୧।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ାରେ ଥିବା ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଆଜି ମହାଶିବରାତ୍ରି ଅବସରରେ କୋଭିଡ୍ କଟକଣା ଯୋଗୁ ଭକ୍ତଶୂନ୍ୟ ହୋଇ ଖାଁ ଖାଁ ଦେଖିବାକୁ ମିଳିଛି। ପ୍ରତିବର୍ଷ ଜାଗରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରୀ ଗଙ୍ଗାଧରେଶ୍ବର, ଜଗଦୀଶ୍ବର,ମକରେଶ୍ବର…
ବଡ଼ ପେଟ ଥିବା କନଷ୍ଟେବଳଙ୍କୁ ସକାଳେ-ସନ୍ଧ୍ୟାରେ ୪-୪ ଘଣ୍ଟା ଡ୍ୟୁଟି
ଗୋରଖପୁର,୧୧।୩: ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ନେଇ ଉତ୍ତରପ୍ରଦେଶ ଗୋରଖପୁର ଜୋନ୍ ଏଡିଜି ଅଖିଳ କୁମାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇଁ ଡ୍ୟୁଟିରେ ପରିବର୍ତ୍ତନ କରାଯାଇଛି। ଏଣିକି ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ସକାଳେ ୪…
ନେହା କକ୍କରଙ୍କ ଡ୍ରେସ୍କୁ ନେଇ ଜୋରଦାର ଚର୍ଚ୍ଚା, ଦାମ୍ ରହିଛି…
ମୁମ୍ବାଇ: ବଲିଉଡ୍ର ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କରଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା। ସେ ତାଙ୍କ ସ୍ବାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ। ନେହା ଏକ ଡାର୍କ ବ୍ଲୁ କଲରର ଟି-ଶର୍ଟ ପିନ୍ଧିଥିବା ବେଳେ ରୋହନପ୍ରୀତ୍ ଏକ କଲରଫୁଲ ଶର୍ଟ ପିନ୍ଧିଥିଲେ। ଦୁଇଜଣ…
ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ
କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ ସବୁବେଳେ ଧଳା ଶାଢ଼ି ଆଉ ରବର ଚପଲରେ ଦେଖିବାକୁ ମିଳିଥାଏ। ମମତାଙ୍କ ପାଖରେ ଶାଢ଼ିର…
ପ୍ରଧାନମନ୍ତ୍ରୀଙ୍କ ମା’ ନେଲେ କରୋନା ଡୋଜ୍
ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ ମୋଦି ଗୁରୁବାର କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମା’ କରୋନା ଟିକା ନେଇଥିବାରୁ ମୁଁ ବେଶ୍ ଖୁସି।…
ଭାରତକୁ ପ୍ରଥମ ଟେଷ୍ଟ ବିଜୟର ସ୍ବାଦ ଚଖାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର
କିମ୍ବଦନ୍ତୀ ଭାରତୀୟ କ୍ରିକେଟର ବିଜୟ ହଜାରେଙ୍କର ଆଜି ୧୦୬ତମ ଜନ୍ମ ଦିବସ। ସେ ମାର୍ଚ୍ଚ ୧୧, ୧୯୧୫ରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ରେ ବିଜୟ ହଜାରେଙ୍କ ନେତୃତ୍ୱରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ…
ଛାତ୍ରଙ୍କ ହେୟାରଷ୍ଟାଇଲ ଦେଖି ଶିକ୍ଷକ ରାଗି ପଞ୍ଚମ, କହିଲେ…
ଲଣ୍ଡନ,୧୧।୩: ଲକ୍ଡାଉନ୍ ପରେ ଇଂଲଣ୍ଡର କେତେକ ସହରରେ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ପରେ ଜଣେ ଛାତ୍ରଙ୍କ ହେୟାରଷ୍ଟାଇଲ୍ ଦେଖି ଶିକ୍ଷକ ରାଗି ପାଚି ଲାଲ୍ ହୋଇଯାଇଛନ୍ତି। ୧୫ ବର୍ଷୀୟ ଜ୍ୟାକବ ଲି ଷ୍ଟୋକ୍ସ ସ୍କୁଲ ଖୋଲିବା ପରେ ପଢ଼ିବା…
ମହାଶିବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ କାମ, ନଚେତ…
ଆଜି ମହାଶିବରାତ୍ରୀ। ଏହି ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ। କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି। ଏହି ଦିନରେ ଭକ୍ତମାନେ ମହାଦେବଙ୍କୁ ଉପାସନା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ ଶିବ ଉପାସନା…
ଭାରତରେ ୪ ଲକ୍ଷରୁ ଅଧିକ ଭିକାରି
ନୂଆଦିଲ୍ଲୀ,୧୧।୩: ଦେଶରେ ଭିକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ହଜାର ୨୪୪ ଜଣ ଭିକାର ରହିଛନ୍ତି। ଲାକ୍ଷାଦ୍ୱୀପରେ ସର୍ବନିମ୍ନ ୨ ଜଣ ଭିକାରି ଅଛନ୍ତି। କେନ୍ଦ୍ରୀୟ…
ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ
ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ପରମାର ବଂଶ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର…
ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ପରେ ହଲିଉଡ୍ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା ଫିଊ୍ମ ସବୁଠି ପ୍ରିୟଙ୍କାଙ୍କ ଦବ୍ଦବା ରହିଛି।…
Archives


