ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ
ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫ ସପ୍ତାହ ଧରି ବିଶ୍ୱର ସବୁଠୁ ବଡ଼ ଜଙ୍ଗଲ ଆମାଜନରେ ବିତାଇଥିଲେ। ଏହି ସମୟ ମଧ୍ୟରେ…
ବିବାଦରେ ‘ବମ୍ବେ ବେଗମ’: ଷ୍ଟ୍ରିମିଂ ବନ୍ଦ କରିବାକୁ ନିର୍ଦ୍ଦେଶ
ମୁମ୍ବାଇ: ବଲିଉଡ ପରେ ସରକାର ଓଟିଟି ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ, ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ତାଣ୍ଡବ ୱେବ ସିରିଜକୁ ବିବାଦ ପରେ ଏହା ମାର୍ଚ୍ଚ ୮ରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ‘ବମ୍ବେ ବେଗମ’କୁ ନେଇ ଚର୍ଚ୍ଚା…
ଟାଇଗର ଶ୍ରଫ୍ଙ୍କ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍ କରିସାରିଛନ୍ତି ଏହି ଅଭିନେତା,ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଭାଙ୍ଗିଥିଲା ସମ୍ପର୍କ
ବମ୍ବେ: ବଲିଉଡ୍ ହେଉ କି ଟେଲି ପରଦା, ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ଲଭ୍ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଜଣେ ହେଲେ କସୌଟି ଜିନ୍ଦେଗୀ କି-୨ର ଅନୁରାଗ ଅର୍ଥାତ ପାର୍ଥ ସମଥାନ। ଅଭିନୟକୁ ଆସିବା ପୂର୍ବରୁ ସେ…
ଏହି ରେଷ୍ଟୁରାଣ୍ଟ ପରସୁଛି ୫ଫୁଟ ଲମ୍ବର ମୋଟେରା ଥାଳି, ପରସାଯାଉଛି ଧୋନୀ, କୋହଲିଙ୍କ ନାମରେ ଖାଦ୍ୟ
ଅହମ୍ମଦାବାଦର କୋର୍ଟୟାଡ ବାଏ ମାରିଅଟ ଭାରତର ୨ଟି ସବୁଠୁ ପ୍ରିୟ କ୍ରିକେଟ ଏବଂ ଖାଦ୍ୟକୁ ୫ ଫୁଟ ଲମ୍ବର ଏକ ପ୍ଲେଟରେ ଏକାଠି କରିବାକୁ ଚେଷ୍ଟା କରିଛି। ଏଠାରେ ଏକ ବିଶେଷ ପ୍ଲେଟ ଆରମ୍ଭ ହୋଇଛି, ଯାହାକି ୫ ଫୁଟ ଲମ୍ବ…
ସୁନାମୀରେ ନିଖୋଜ ଥିବା ସ୍ତ୍ରୀଙ୍କୁ ୧୦ ବର୍ଷ ଧରି ସମୁଦ୍ରରୁ ଖୋଜୁଛନ୍ତି ସ୍ବାମୀ
ଜାପାନର ଜଣେ ୫୪ ବର୍ଷୀୟ ବ୍ୟକ୍ତି ଗତ ୧୦ ବର୍ଷ ହେଲା ହଜିଯାଇଥିବା ସ୍ତ୍ରୀଙ୍କୁ ସମୁଦ୍ର ପାଣିରେ ଖୋଜୁଛନ୍ତି। ୟାସୁଓ ତାକାମାତ୍ସୁଙ୍କ ସ୍ତ୍ରୀ ୟୁକୋ ୨୦୧୧ରେ ଜାପାନରେ ଆସିଥିବା ସୁନାମୀରେ ନିଖୋଜ ହୋଇଯାଇଥିଲେ। ୟାସୁଓ ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଅଣ୍ଡରଓ୍ବାଟର…
୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ
ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅମୃତସରରେ କୃଷି ଆଇନକୁ ବିରୋଧରେ ରେଳ ଧାରଣାରେ ବସିଥିବା କୃଷକମାନେ ଉଠିଯାଇଛନ୍ତି। ସୂଚନାଯୋଗ୍ୟ, ଏହି…
ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ
ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି। ତିହାର ଜେଲ କର୍ତ୍ତୃପକ୍ଷ ସବ ଜେଲ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ଏହି…
କେଶ କାଟିବା ସମୟରେ ବାରିକ ବାରମ୍ବାର ସିଞ୍ଚନ କଲେ ପାଣି: ରାଗରେ ଗ୍ରାହକ କଲେ ଏମିତି
ସେଲୁନର ଏକ ଭିଡିଓ ଶୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ କେହିବି ନିଜ ହସକୁ ରୋକି ପାରିବେ ନାହିଁ। ଦେଖିବାକୁ ମିଳେ ଯେ, ବାରିକ କେଶ କାଟିବା ସମୟରେ ପାଣି ସିଞ୍ଚନ କରି ପ୍ରଥମେ…
ଆରମ୍ଭରୁ ଧାନ ତାତି: ଗୃହ ମୁଲତବୀ
ଭୁବନେଶ୍ୱର,୧୨।୩(ବ୍ୟୁରୋ): ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ପକ୍ଷରୁ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଯାଇଥିଲା। ବିଧାନସଭାରେ କଂଗ୍ରେସ ବିଧାୟକ ହୋ-ହଲ୍ଲା କରିଥିଲେ। ଭାଜପା ବିଧାୟକ ମଣ୍ଡିରୁ ଧାନ ନ ଉଠିବା…
ସାବରମତୀ ଆଶ୍ରମରେ ପହଞ୍ଚିଲେ ମୋଦି: ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୧୨।୩: ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବ। ଏହି ଅବସରରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅହମ୍ମଦାବାଦ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାପୂର୍ବରୁ ମୋଦି ସାବରମତୀ ଆଶ୍ରମରେ ପହଞ୍ଚି ବାପୁଙ୍କୁ…
କରୋନା ଆକ୍ରାନ୍ତ ହେଲେ ଅର୍ଥମନ୍ତ୍ରୀ: ୪ ଦିନ ପୂର୍ବରୁ ଉପସ୍ଥାପନ କରିଥିଲେ ରାଜ୍ୟ ବଜେଟ
ଚଣ୍ଡିଗଡ଼,୧୨।୩: ପଞ୍ଜାବରେ କରୋନା ବ୍ୟାପୁଛି। ଏଥର ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କରୋନା ଶିକାର ହୋଇଛନ୍ତି। ୫୮ ବର୍ଷୀୟ ବାଦଲ ଫେସବୁକ ମାଧ୍ୟମରେ କରୋନା ଆକ୍ରାନ୍ତ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ବାଦଲ କିଛି ଦିନ ପୂର୍ବରୁ ଗୃହରେ ରାଜ୍ୟ…
ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ
ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିଯାଇଛି। ତେବେ ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସେନନ ସୀତା ଭୂମିକାରେ ଅଭିନୟ କରିବେ ବୋଲି…
Archives


