ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ
ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ ଗୋଟିଏ ରାତିରେ ୨୪ ଇଞ୍ଚର ବରଫାପାତ ହୋଇଛି। କେତେକ ଅଞ୍ଚଳରେ ୩୦ ଇଞ୍ଚର ବରଫ…
ଭାରତ ବିରୋଧରେ ଷଡ଼ଯନ୍ତ୍ର: ଜାତିସଂଘକୁ ୭ ଲକ୍ଷ ଦାନ ଦେଇଛି ଖଲିସ୍ତାନୀ ଗ୍ରୁପ୍
ଜେନେଭା,୧୪।୩: ଜାତିସଂଘକୁ ଦାନ ଦେଇ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି। ଏହାର ପର୍ଦ୍ଦାଫାଶ୍ ହୋଇଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଶିଖ୍ ଫର ଜଷ୍ଟିସ୍ ସଂଗଠନ ପକ୍ଷରୁ ଜାତିସଂଘ ୭ ଲକ୍ଷ ଟଙ୍କାର ଦାନ ପ୍ରଦାନ କରାଯାଇଛି। ଭାରତରେ କୃଷି ଆଇନକୁ ବିରୋଧ…
ଲକ୍ଡାଉନକୁ ଫେରିବାକୁ ଇଚ୍ଛା ନାହିଁ, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୩(ବ୍ୟୁରୋ): ରବିବାର ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ସହଯୋଗରେ କରୋନା ସଂକ୍ରମଣ କମିପାରିଛି। ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି। ଆମର କରୋନା ନିୟନ୍ତ୍ରଣ ସ୍ଥିତିକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ)…
ସାବଧାନ! ଟିଭି ସିରିଏଲ୍ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା
ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ ଜୀବନସାଥିଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଉଥିବା…
ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍
ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍ସି ଡେପୁଟି କମିଶନର (ରାଜସ୍ବ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ…
ଦେଶର ପ୍ରଥମ ଏସି ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ପରି ମିଳିବ ସମସ୍ତ ସୁବିଧା
ବେଙ୍ଗାଲୁରୁ,୧୪।୩: ଦେଶର ପ୍ରଥମ ସେଣ୍ଟ୍ରାଲ ଏୟାର କଣ୍ଡିସନ (ଏସି) ରେଲଓ୍ବେ ଷ୍ଟେଶନ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଏହା ଅବିକଳ ଏୟାରପୋର୍ଟ ପରି ଦେଖାଯାଉଛି। ଏହି…
କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଆଇଏଏସ୍ ଅଫିସର…
ଫାଣ୍ଡି ପରିସର କାର୍ରେ ଥିଲା ମହିଳାଙ୍କ କଙ୍କାଳ
ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା। ଶନିବାର…
୯ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକା ଜାରି
ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ୍ ୯ ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କରାଯାଇଛି। ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ସୂଚନା ପ୍ରଦାନକାରୀଙ୍କ ଯୋଗାଯୋଗ ପାଇଁ ଫୋନ୍ ନମ୍ବର ମଧ୍ୟ…
ଡକାୟତି ଅଭିଯୁକ୍ତ ୩୭ ବର୍ଷ ପରେ ଗିରଫ
ପାଟକୁରା,୧୪ା୩(ଡି.ଏନ.ଏ.): କମିଶନରେଟ୍ ପୋଲିସ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଏହି ଚର୍ଚ୍ଚା ସରି ନ ଥିବା ବେଳେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ପୋଲିସ ଜଣେ ଡକାୟତଙ୍କୁ…
ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ମତାମତ ଲୋଡିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୮ରେ ହେବାକୁ ଥିବା ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଛନ୍ତିି। କେଉଁ କେଉଁ ପ୍ରସଙ୍ଗକୁ ମନ୍ କି ବାତ୍ରେ ଗୁରୁତ୍ୱ ପ୍ରଦାନ କରାଯିବା ସେ ନେଇ ମୋଦି ଏଭଳି କରିଛନ୍ତି।…
ଆୟତ୍ତରେ ଜଙ୍ଗଲ ନିଆଁ
ଭୁବନେଶ୍ୱର, (ବ୍ୟୁରୋ)/ବାରିପଦା ଅଫିସ, ୧୪।୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁକୁ ଏକପ୍ରକାର ଆୟତ୍ତକୁ ଅଣାଯାଇଛି। ୩ଦିନ ଧରି ଶିମିଳିପାଳରେ ବର୍ଷା ହୋଇଥିବା ବେଳେ ଶନିବାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି।…
Archives


