Home

ବକ୍ସିଂରେ ଭାରତକୁ ବଡ଼ ଝଟ୍‌କା: ହାରିଗଲେ ମେରିକମ

ଟୋକିଓ,୨୯।୭: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଏକ ଝଟ୍‌କା ଲାଗିଛି। ଷ୍ଟାର ବକ୍ସର ମେରିକମଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ତାଙ୍କ କଲମ୍ବିଆର ଲୋରେନା ଭାଲେନସିଆଙ୍କଠାରୁ ୨-୩ରେ ହାରିଯାଇଛନ୍ତି। ପ୍ରଥମ ରାଉଣ୍ଡରେ ହାରିବା ପରେ ଦ୍ୱିତୀୟ ରାଉଣ୍ଡରେ ମେରିକମ ଜବରଦସ୍ତ ଭାବେ ମ୍ୟାଚ୍‌କୁ…

ସୋସିଆଲ ମିଡିଆରେ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ଦେଖିବା ପରେ ପ୍ରେମିକ ମାରିଲେ ଛୁ; କାରଣ ଜାଣିଲେ…

ଆଜିକାଲି ଯୁଗରେ ପ୍ରେମୀଯୁଗଳ ଡେଟ୍‌ରେ ଯିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଥରେ ଭାବିଲେ ପ୍ରେମିକା ଜଣକ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଉତ୍ସାହିତ ହୋଇ ଅପେକ୍ଷା କରିଥିବେ ଆଉ ପ୍ରେମିକ ପ୍ରବର ପହଞ୍ଚି ତାଙ୍କୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବେ।…

ସାକ୍ଷୀଗୋପାଳ ମନ୍ଦିର-ବକୁଳବନର ହେବ ଉନ୍ନୟନ କାର୍ଯ୍ୟ: ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର

ସାକ୍ଷୀଗୋପାଳ,୨୯ା୭(ଡି.ଏନ୍‌.ଏ.): ଐତିହ୍ୟ ପୀଠ ବିକାଶ ଯୋଜନାରେ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନର ଉନ୍ନୟନ କାର୍ଯ୍ୟ ହେବ। ଏନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ…

ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଖେଳାଳି ଭାବେ ଭାରତ ପକ୍ଷରୁ ଡେବ୍ୟୁ କଲେ ଏହି କ୍ରିକେଟର୍‌

କଲମ୍ବୋ,୨୯।୭: ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲଙ୍କୁ ପୁରସ୍କୃତ କରାଯାଇଛି। ଆଇପିଏଲରେ ବିରାଟ କୋହଲିଙ୍କ ଦ୍ୱାରା ଅଧିନାୟକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଖେଳିଥିବା ଦେବଦତ୍ତ ପଡିକଲଙ୍କୁ ବୁଧବାର ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ଡେବ୍ୟୁ ମ୍ୟାଚ୍‌ରେ…

ସ୍ମାର୍ଟ ଫୋନ୍‌ ନେଲା ଛାତ୍ରଙ୍କ ଜୀବନ

କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଆଖୁପାଳ ଗ୍ରାମରେ ଫ୍ରି ଫାୟାର ଗେମ୍‌ ଖେଳି ଆହତ ହୋଇଥିବା ଦଶମ ଶ୍ରେଣୀ ଛାତ୍ର ଅଗସ୍ତି ଖଣ୍ଡା(୧୫)ଙ୍କ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଅନ୍‌ଲାଇନରେ ପୁଅ ପାଠ ପଢ଼ିବ ବୋଲି ପିତା…

ଅଭିନୟଠାରୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତା; ଏବେ ୧୩୭ କୋଟି ସମ୍ପତ୍ତିର ମାଲିକ

ବମ୍ବେ: ବଲିଉଡ୍‌ର ମୁନ୍ନାଭାଇ କହିଲେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବୁଝାଯାଏ। ୮୦ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ୍‌ ଥିବା ସଞ୍ଜୁ ବାବା ନିଜର କର୍ମ, ବ୍ୟକ୍ତିଗତ ଏବଂ ବିବାଦକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ଆଜି ସେ ତାଙ୍କର ୬୨ତମ ଜନ୍ମଦିନ…

ବିଚାରପତିଙ୍କୁ ହତ୍ୟା, ସିଜେଆଇ ଦେଲେ ଆଶ୍ୱାସନା…

ଧାନବାଦ,୨୯।୭: : ଝାଡ଼ଖଣ୍ଡରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ସୁପ୍ରିମ୍‌କୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି. ରାମନା କହିଛନ୍ତି ଯେ ସେ ଏ ସମ୍ପର୍କରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ସହ…

କାନ୍ଦିଲେ ମୁଖ୍ୟମନ୍ତ୍ରୀ…

ବେଙ୍ଗାଲୁରୁ,୨୯।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏବେ ସୋସିଆଲ୍‌ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁର ସନି ବେଶ୍‌ ଭାଇରାଲ ହେବାରେ ଲାଗିଛି। କିଛି ଦିନ ତଳେ ସନିର ମୃତ୍ୟୁ ଘଟିଥିଲା। କୁକୁରର ମୃତଦେହକୁ ବୋମାଇଙ୍କର…

ଆଲାସ୍କାରେ ଜୋରଦାର ଭୂକମ୍ପ ଝଟ୍‌କା

ଓ୍ବାଶିଂଟନ୍‌,୨୯।୭: ଆମେରିକା ଆଲାସ୍କାର ପେନିନସୁଲାରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟାନୁସାରେ ବୁଧବାର ବିଳମ୍ବିତ ରାତ୍ରି ୧୧ଟା ୧୫ରେ ଏକ ଶକ୍ତିଶାଳୀ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ…

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା: ୩ ଅଭିଯୁକ୍ତ ଗିରଫ

ଡେରାବିଶ,୨୯ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ନେଇ ଗତ ଜୁନ୍‌ ୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିତ୍ତି କରି କେସ ନଂ ୩୨୩/୨୧ରେ ବିଭିନ୍ନ…

ସଂସଦ ଅଚଳ…

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ପେଗାସସ୍‌, କୃଷି ଆଇନ ଏବଂ ଦରଦାମ୍‌ ବୃଦ୍ଧିକୁ ନେଇ ବିରୋଧୀ ସଦସ୍ୟଙ୍କ…

ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୨୯।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତିହାଡ ଜେଲରୁ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ଛୋଟା ରାଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?