Home

ଅଡିଟ୍‌ ଧରିଲା ୪.୨୧ ଲକ୍ଷ ଟଙ୍କା ଆତ୍ମସାତ

ଯାଜପୁର ଅଫିସ,୬।୮: ଯାଜପୁର ଜିଲା ବଡଚଣା ବ୍ଲକ ଭରତପୁର ଓ ସାମିଆ ପଞ୍ଚାୟତର ୩ ଜଣ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ଜାଲିଆତି କରି ୪ ଲକ୍ଷ ୨୧ ହଜାର ୩୨୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି। ସେମାନେ ହେଲେ…

ସୋସିଆଲ ମିଡିଆରେ ଉଡିଲା କୋହଲିଙ୍କ ମଜାକ୍‌: ଜାଣନ୍ତୁ କାହିଁକି

ଲଣ୍ଡନ,୬।୮: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜେମ୍ସ ଆଣ୍ଡରସନଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଥିଲା ଆପଣ ଜେମ୍ସ ଆଣ୍ଡରସନଙ୍କୁ କିପରି ସାମ୍ନା କରିବେ? ଏହା ଉପରେ ବିରାଟ…

ଶ୍ୱଶୁର ଘର ଲୋକଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଉତ୍ତର କ’ଣ ଦେବେ ଜାଣିପାରି ନ ଥିଲେ…

ନୂଆଦିଲ୍ଲୀ,୬।୮: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୦୧୨ରେ ଭାରତୀୟ କ୍ରିକେଟ ଟିମ୍‌ରେ ଡେବ୍ୟୁ କରିଥିଲେ। କେବଳ କ୍ରିକେଟରେ ନୁହେଁ ବରଂ ପ୍ରେମର ବଡ଼ ଖେଳାଳି ହେଉଛନ୍ତି ସେ। ଭାରତ ପାଇଁ ଖେଳିବା ପୂର୍ବରୁ ତାଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଯାଇଥିଲା।…

ହୋଟେଲ୍‌ରେ ଧୋନୀ ତ ବୋଟ୍‌ରେ ପାଣ୍ଡ୍ୟା; ପ୍ରେମିକାଙ୍କୁ ପ୍ରପୋଜ କରିବା ଲାଗି ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ ଏସବୁ କ୍ରିକେଟର

ନୂଆଦିଲ୍ଲୀ,୬।୮: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା ପାଲଟିଥାଏ। କିଛି କ୍ରିକେଟର ଖେଳ ପଡ଼ିଆରେ ତ କିଏ ବୋଟ୍‌ ଉପରେ ଜୀବନସାଥିଙ୍କୁ ପ୍ରପୋଜ୍‌…

ପୁଣ୍ୟତିଥିରେ ମା’ଙ୍କୁ ମନେପକାଇଲେ ଝିଅ ବାଂସୁରୀ: ଲେଖିଲେ ଭାବପ୍ରବଣ ପୋଷ୍ଟ

ନୂଆଦିଲ୍ଲୀ,୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଆଜି ପୂଣ୍ୟତିଥି। ଏହି ଅବସରରେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ତାଙ୍କୁ ମନେପକାଇଛନ୍ତି। ଏଥିସହ ସେ ଏକ ଭାବପ୍ରବଣ ପୋଷ୍ଟ ଟୁଇଟ କରିଛନ୍ତି। ମା’ ସୁଷମାଙ୍କ ଏକ…

ନୋଏଡାର ପୂଜାଙ୍କୁ ଦେଖି ‘ବୋଲ୍ଡ’ ହୋଇଯାଇଥିଲେ ଏହି କ୍ରିକେଟର; ଭିନ୍ନ ଧର୍ମର ସତ୍ତ୍ୱେ…

ନୂଆଦିଲ୍ଲୀ,୬।୮: ଭାରତୀୟ ଦଳର ପୂର୍ବ ଅଲରାଉଣ୍ଡର ମହମ୍ମଦ କୈଫ ଦେଶର ଖ୍ୟାତନାମା କ୍ରିକେଟରଙ୍କ ମଧ୍ୟରୁ ଜଣେ। ସେ ଦଳ ପାଇଁ ଅନେକ ଶ୍ରେଷ୍ଠ ପାଳି ଖେଳିଛନ୍ତି। ବିଶେଷକରି ସେ ନିଜର ଫିଲ୍ଡିଂକୁ ନେଇ ପରିଚିତ ଥିଲେ। ଏବେ କ୍ରିକେଟରୁ ସେ ଦୂରେଇ…

ପଡିଆରେ ଭୋ-ଭୋ ହୋଇ କାନ୍ଦିଲେ ଖେଳାଳି

ଟୋକିଓ,୬।୮: ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାର ସୁଯୋଗ ପାଇ ହରାଇଛି। ଶୁକ୍ରବାର ଏକ ରୋମାଞ୍ଚକର ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ ବ୍ରିଟେନର ଦଳ ଭାରତକୁ ୪-୩ରେ ପରାସ୍ତ କରିଛି। ପରାଜୟ ପରେ ଭାରତୀୟ…

ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ମାତ୍ରେ ଜୋଶ୍‌ରେ ଏମିତି ଟୁଇଟ୍‌ କରିଦେଲେ ମହାନ କ୍ରିକେଟର୍‌

ଲଣ୍ଡନ,୬।୮: ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ବ୍ୟାହତ ହୋଇଥିଲା ଏବଂ ଦିନସାରା କେବଳ ୩୩.୪ ଓଭର ବୋଲିଂ କରାଯାଇପାରେ। ତେବେ ଏହି ୨୦୨ ବଲରେ ବହୁତ କିଛି ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ ପ୍ରଶଂସକମାନେ…

ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ

ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି? ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ ମଧ୍ୟ ଗ୍ରାମୋଦ୍ୟୋଗର ଚାହିଦା ଓଡ଼ିଶା ସମେତ ସାରା ଭାରତରେ ସର୍ବାଧିକ ରହିଛି। ଗ୍ରାମୋଦ୍ୟୋଗ ଯୋଗୁ…

କାଜୁ ଜଙ୍ଗଲ ନଷ୍ଟ ନେଇ ଥାନାରେ ଏତଲା

ଜଟଣୀ,୬।୮(ଡି.ଏନ୍‌.ଏ): ଜଟଣୀ ବ୍ଲକର ଛଣଘର କୁଶମାଟି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରକଳ୍ପ ମାଧ୍ୟମରେ ନୂତନ କାଜୁ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ଚାରା ରୋପଣ କରାଯିବା ସହ ଖୁଣ୍ଟ ପୋତାଯାଇ ତାର ବାଡ଼ ଘେରାଯାଇଥିଲା। ତେବେ ବିରୋଧୀ ଗୋଷ୍ଠୀ ଏହି ଗଛ…

ଖୋର୍ଦ୍ଧାରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୬।୮: ଆସନ୍ତା ୯ତାରିଖରୁ ଖୋର୍ଦ୍ଧା ଜିଲାରେ (ବିଏମ୍‌ସିକୁ ବାଦ୍‌ ଦେଇ) ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ଖୋଲିବ। କୋଭିଡ୍‌ କଟକଣା କୋହଳ ପରେ ଦୀର୍ଘ ୩ମାସର ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରୁ କଟକଣା ହଟିଛି।…

ବିପଦସଙ୍କୁଳ କୋଠାରେ ୨ ସମବାୟ ବ୍ୟାଙ୍କ

ଖୋର୍ଦ୍ଧା ଅଫିସ,୬ା୮: କୃଷି ଓ ଚାଷୀଙ୍କ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଓ ସବ୍‌ସିଡି ଯୋଗାଇଦେବାକୁ ବିଭିନ୍ନ ଜିଲାରେ ସମବାୟ ବ୍ୟାଙ୍କ ରହିଛି। ତେବେ କେତେକ ସମବାୟ ବ୍ୟାଙ୍କ ବିପଦସଙ୍କୁଳ କୋଠାରେ ଚାଲିଛି। ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?