Home

ଆଜି ରାଜ୍ୟରୁ ୧୨୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୪,୭୩୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୦୨ ଜଣ ଚିହ୍ନଟ…

ଲଢେଇ କରି ହାରିଗଲେ ମହିଳା ହକି ଦଳ

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଫଳରେ ଅଲିମ୍ପିକ୍ସରେ ଭାରତର ପଦକ ଆଶା ଅଧୁରା ରହିଯାଇଛି। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଗ୍ରେଟ ବ୍ରିଟେନ ଆଗରେ…

ଇନ୍‌ଷ୍ଟାଗ୍ରାମ୍‌ରେ ନେହା କକ୍କରଙ୍କ ୬୦ମିଲିୟନ ଫଲୋଅର୍ସ, କିଛି ଲୋକଙ୍କୁ କରିବେ ଅନ୍‌ଫଲୋ

ମୁମ୍ବାଇ: ଗାୟିକା ନେହା ନକ୍କର ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁ ଫ୍ୟାନ ଫଲୋଅର୍ସ ଅଛନ୍ତି। କେବଳ ଇନ୍‌ଷ୍ଟାଗ୍ରାମରେ ନେହାଙ୍କର ୬୦ ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲୋ କରନ୍ତି। ଏବେ ନେହା ନିଷ୍ପତ୍ତି ନେଇଛନ୍ତି, କିଛି ଲୋକଙ୍କୁ…

‘ନିଆଁ ସହ ଖେଳୁଛି ଭାରତ’

ଇସ୍‌ଲାମାବାଦ,୬ା୮:ଭାରତୀୟ ପାର୍ଲାମେଣ୍ଟରେ ଦୁଇବର୍ଷ ତଳେ ନିଆଯାଇଥିବା ନିଷ୍ପତ୍ତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବା ନିନ୍ଦା କରିଛନ୍ତି। ଇମ୍ରାନ୍‌ କହିଛନ୍ତି, ଭାରତର ଏକତରଫା ଓ ବେଆଇନ କାର୍ଯ୍ୟକୁ ଦୁଇବର୍ଷ ପୂରିଲା। ପାକିସ୍ତାନ ଏହାକୁ ‘ଶୋଷଣର…

ସତ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ, ୬।୮(ପି.ଟି.):ପେଗାସସ୍‌ ଗୁପ୍ତଚରଗିରି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ ଅଭିଯୋଗ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଇସ୍ରାଏଲି ସ୍ପାଏଓ୍ବେର ପେଗାସସ୍‌କୁ ସରକାର ରାଜନେତା, ସାମାଜିକ କର୍ମୀ ଏବଂ ଖବରଦାତାମାନଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର…

ଭାଜପାର ଉତ୍ସବ, ବିରୋଧୀଙ୍କ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୬ା୮:୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଗୁରୁବାର ଏହି ଐତିହାସିକ ପଦକ୍ଷେପକୁ ୨ ବର୍ଷ ପୂରିଛି। ଏହି ଅବସରରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ…

ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟ ୨୦ କୋଟି ଟପିଲା

ନ୍ୟୁୟର୍କ,୬।୮:ସାରା ବିଶ୍ୱରେ କରୋନା ମହାମାରୀ ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ ସବୁଠାରୁ ସଂକ୍ରାମକ ବୋଲି ବିଶ୍ୱାସ କରାଯାଉଥିବା କରୋନାର ଡେଲ୍ଟା ଭାରିଏଣ୍ଟ ଭାରତ ସମେତ ୧୩୫ ଟି ଦେଶରେ ଦେଖିବାକୁ ମିଳିଛି। ଏଥି ସହିତ, ଗତ…

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ଚର୍ଚ୍ଚାରେ ଥା’ନ୍ତି। ମହିଳାଙ୍କ ସହ ହେଉ କିମ୍ବା ବିବିଏଲ ଖେଳ…

କୋଭାକ୍ସିନର ଦୁଇ ଡୋଜ୍‌ ଟିକା ନେଇଥିବା ଜଣେ ବ୍ୟକ୍ତି କୋର୍ଟରେ ଦାଖଲ କଲେ ପିଟିଶନ, କାରଣ ଜାଣିଲେ…

ଥିରୁଭାନନ୍ତପୁରମ୍‌,୫ା୮: ଭାରତରେ ସର୍ବପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ରୁଷିଆର ଟିକା ମଧ୍ୟ ଦେଶରେ ଲଗାଗଲା। ଯଦିଓ କୋଭିଶିଲ୍ଡ ଏବଂ ରୁଷିଆର ସ୍ଫୁଟନିକ୍‌ ବି ମାନ୍ୟତା ପାଇଛି, ତଥାପି ଭାରତର ସ୍ବଦେଶୀ…

କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍‌ ପଡ଼ିଥିବା ନେଇ ଚର୍ଚ୍ଚା

ପ୍ୟୋଙ୍ଗ୍‌ୟାଙ୍ଗ୍‌,୫ା୮: ଉତ୍ତରକୋରିଆ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର କ୍ରୁର ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ଏବେ ସେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିମ୍‌ଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ…

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ ପରାସ୍ତ ହୋଇଛନ୍ତି। ଫଳରେ ରୌପ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ଏହାପୂର୍ବରୁ ଆଜି…

ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ହରଭଜନ; ଅଶ୍ୱିନଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୫।୮: ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ଭାରତର ପୂର୍ବ ସ୍ପିନର ହରଭଜନ ସିଂହ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନ ଖେଳାଇବାର ନିଷ୍ପତ୍ତି ଠିକ୍‌। ଅଶ୍ୱିନଙ୍କ ସ୍ଥାନରେ ଜାଡେଜାଙ୍କୁ ସାମିଲ କରି ଭାରତ ନିଜର ବ୍ୟାଟିଂକୁ ମଜଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?