Home

ଏନ୍‌.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ

ପଣ୍ଡିଚେରୀ, ୮।୫(ଆଇଏଏନ୍‌ଏସ୍‌): ଅଖିଳ ଭାରତ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି)ର ପ୍ରତିଷ୍ଠାତା ନେତା ଏନ୍‌. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ଦ୍ୱିତୀୟ ଡୋଜ୍‌ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ

ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ରୀୟ କୋଟାରୁ ମିଳୁଥିବା ଟିକାକୁ ୭୦:୩୦ ଅନୁପାତରେ ଦ୍ୱିତୀୟ ଓ…

ଦୃଷ୍ଟିଶକ୍ତି ହରାଇଲେଣି ୧୪ ଜଣ

ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ବା ମୁକୋରମାଇକୋସିସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪ ଜଣ…

ଜଷ୍ଟିସ୍‌ ଇକ୍‌ବାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏମ୍‌.ଓ୍ବାଇ. ଇକ୍‌ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ପରଲୋକରେ ସିଜେଆଇ ଏନ୍‌.ଭି.…

କରୋନାରେ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲଙ୍କ ପରଲୋକ

ନୂଆଦିଲ୍ଲୀ, ୮।୫: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁଖ୍ୟ ବେଞ୍ଚ୍‌, ନୂଆଦିଲ୍ଲୀର ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ୨୦୨୦ ଜାନୁୟାରୀ ୧୪ରେ ଗର୍ଗ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲ ଭାବେ ଦାୟିତ୍ୱ…

ବ୍ୟବସ୍ଥା ନୁହେଁ, ମୋଦି ସରକାର ବିଫଳ

ନୂଆଦିଲ୍ଲୀ,୮ା୫: କୋଭିଡ୍‌-୧୯ ସଙ୍କଟରୁ ଦେଶକୁ ମୁକୁଳାଇବାରେ ବ୍ୟବସ୍ଥା ବିଫଳ ହୋଇନାହିଁ, ବରଂ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ମହାମାରୀ କରୋନା ସ୍ଥିତିକୁ ନେଇ କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟିର ଭର୍ଚୁଆଲ ବୈଠକରେ…

କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ ବାଧ୍ୟ କରନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। କର୍ତ୍ତୃପକ୍ଷ ଦିଲ୍ଲୀକୁ ଦୈନିକ ୭୦୦…

ଆକାଉଣ୍ଟ ଡିଲିଟ୍‌ କରିବନି ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୮।୫: ହ୍ବାଟ୍ସଆପ୍‌ ଏହାର ନୂଆ ପ୍ରିଭେସି ନିୟମକୁ ନେଇ କୋହଳ ମନୋଭାବ ପୋଷଣ କରିଛି। ନୂଆ ନିୟମ ନ ମାନିଲେ ବି ବର୍ତ୍ତମାନ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହେବ ନାହିଁ। ଏହାଦ୍ୱାରା ୟୁଜରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। କମ୍ପାନୀର ଏହି…

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ଏହି ଦୁଇ ରୋୟର ପୁରୁଷ ଲାଇଟ ଓ୍ବେଟ ଡବଲ୍ସ ସ୍କଲ ଇଭେଣ୍ଟ ପାଇଁ କ୍ୱାଲିଫାଏ…

କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିରାଟ-ଅନୁଷ୍କା

ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରିରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି ଭାରତରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି…

ଲକ୍‌ଡାଉନ୍‌ର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ, ଚଢ଼ା ଦରରେ ବିକ୍ରି କରୁଛନ୍ତି ସାମଗ୍ରୀ

ଗଞ୍ଜାମ,୭।୫(ଡି.ଏନ୍‌.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏହି ଲକ୍‌ଡାଉନର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ନିତ୍ୟ ଅପରିହାର୍ଯ୍ୟ ସାମଗ୍ରୀକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି l…

କରୋନା ନେଲା ବିଧାୟକଙ୍କ ଜୀବନ

ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ଶୁକ୍ରବାର ବରେଲିର ସଲୋନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବାହାଦୂର କୋରି କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ କରୋନାର ଦ୍ୱିତୀୟ ଲହରରେରେ ଏପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri