Posted inଖେଳ

ଶ୍ୱଶୁର ଘର ଲୋକଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଉତ୍ତର କ’ଣ ଦେବେ ଜାଣିପାରି ନ ଥିଲେ…

ନୂଆଦିଲ୍ଲୀ,୬।୮: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୦୧୨ରେ ଭାରତୀୟ କ୍ରିକେଟ ଟିମ୍‌ରେ ଡେବ୍ୟୁ କରିଥିଲେ। କେବଳ କ୍ରିକେଟରେ ନୁହେଁ ବରଂ ପ୍ରେମର ବଡ଼ ଖେଳାଳି ହେଉଛନ୍ତି ସେ। ଭାରତ ପାଇଁ ଖେଳିବା ପୂର୍ବରୁ ତାଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଯାଇଥିଲା। ୨୦୧୭ରେ ସେ ନୁପୁର ନାଗରଙ୍କୁ ବିବାହ କରିଥିଲେ।

ନୁପୂରଙ୍କୁ ପିଲାଦିନୁ ଜାଣିଥିଲେ ଭୁବନେଶ୍ୱର। ହେଲେ ବିବାହ କରିବା ସେତେଟା ସହଜ ନ ଥିଲା। କାରଣ ଏଥିପାଇଁ ପରିବାରଲୋକେ ପରେ ବରଂ ନୁପୂର ପ୍ରଥମେ ସାକ୍ଷାତକାର ନେଇଥିଲେ। ଏକ ସାକ୍ଷାତକାରରେ ଏହା ଉପରୁ ପରଦା ଉଠାଇଥିଲେ ଭୁବନେଶ୍ୱର। ସେ କହିଥିଲେ, ନୁପୂରଙ୍କୁ ଡେଟ୍‌ କରିବା ସମୟରେ ମୁଁ ଭାରତ ପାଇଁ ଖେଳୁ ନ ଥିଲି। ସେ ମୋତେ ଚାକିରି କ’ଣ କରିବି ପଚାରିଥିଲେ। କ’ଣ ଉତ୍ତରଦେବି ଜାଣିପାରି ନ ଥିଲି। ବାସ୍‌ କ୍ରିକେଟରେ ନିଜର କ୍ୟାରିୟର କରିବି ବୋଲି କହିଥିଲି। ହଁ, କ୍ରିକେଟ ଠିକ୍‌ ଅଛି ବରଂ ଚାକିରି କଣ କରିବ ବୋଲି ସେ ପୁଣି ପଚାରିଥିଲେ। ଏହା ଶୁଣି ତାଙ୍କୁ ରଣଜୀରେ ଖେଳୁଛି। ଏହାପରେ ଭାରତୀୟ ଟିମ୍‌ ପାଇଁ ଖେଳିପାରେ ବୋଲି କହିଥିଲି। ଜବାବରେ ନୁପୂର କହିଥିଲେ ଭାରତୀୟ ଟିମ୍‌ରେ ହୋଇପାରେ ବୋଲି ଆଶ୍ଚର୍ଯ୍ୟ ହୋଇ ଉତ୍ତର ଦେଇଥିଲେ।

ତେବେ ପେସାରେ ସଫ୍ଟଓ୍ବେୟର ଇଞ୍ଜିନିୟର ହେଉଛନ୍ତି ନୁପୂର। ଅପରପକ୍ଷେ କ୍ରିକେଟ ଖେଳୁଥିଲେ ଭୁବନେଶ୍ୱର। ଉଭୟ ଉଭୟଙ୍କୁ ୧୨-୧୩ ବର୍ଷ ବୟସରୁ ଜାଣିଥିଲେ। ଉଭୟଙ୍କ ଘର ପାଖାପାଖି ଥିଲା। ସେ ନିଜର ବୋଲିଂ କଳାକୁ ପ୍ରୟୋଗ କରି ତାଙ୍କ ପାଖକୁ ଚିଠି ଫିଙ୍ଗୁଥିଲେ। ପ୍ରଥମ ୩-୪ ବର୍ଷ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ରୋହିତଙ୍କ ସହ ମୋତେ ଓପନିଂ କରିବାକୁ କୋହଲି କହିଛନ୍ତି’

ଆବୁଧାବି,୯।୧୦: ଲଗାତାର ଦୁଇ ଅର୍ଦ୍ଧଶତକୀୟ ଇନିଂସ ଖେଳି ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ। ସେ ଟି୨୦ ବିଶ୍ୱକପ୍‌ରେ ରୋହିତ...

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ : ଓଡ଼ିଶା ରେଡ୍‌ ଚାମ୍ପିୟନ

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରେଡ୍‌...

‘ଦ ଗ୍ରେଟ୍‌ ଖଲି’ କରିବାକୁ ଚାହୁଁଥିଲେ ଏହି ଦୁଇ କାମ, ମାତ୍ର ହେଲେ ବିଫଳ

ଦ ଗ୍ରେଟ୍‌ ଖଲି ରେସିଲିଂ ବ୍ୟତୀତ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। ତାଙ୍କର ଏବେ ଦୁଇଟି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗୋଟିଏରେ ସେ ହେଲମେଟ୍‌...

ପ୍ରେମ ପାଇଁ ପରିବାରଲୋକଙ୍କୁ ଏଭଳି ବଡ଼ ମିଛ କହିଥିଲେ ମାଷ୍ଟର ବ୍ଲାଷ୍ଟର; ହଁ ଭରିଥିଲେ ସ୍ତ୍ରୀ ଅଞ୍ଜଳି

ନୂଆଦିଲ୍ଲୀ,୨୫।୫: ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ସେ କ୍ରିକେଟ ଇତିହାସରେ ନିଜର...

ଅସହାୟ ଶିଶୁ ପାଇଁ ପଦକ ନିଲାମ କଲେ ଅଲିମ୍ପିକ୍ସ ପଦକଧାରୀ

ଓ୍ବାରଶ,୧୯।୮ : ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି...

କୋହଲିଙ୍କୁ ସରପ୍ରାଇଜ ଦେଲେ ଅନୁଷ୍କା

ନୂଆଦିଲ୍ଲୀ,୨୫।୧୧- ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ରାତି ପର୍ଯ୍ୟନ୍ତ କୋଲକାତାରେ ଥିଲେ। ମ୍ୟାଚ୍‌ ସହ ଜଡ଼ିତ...

୯ ବର୍ଷ ପରେ ମିଳିଲା ବଲ୍‌; ଛକା ମାରି ହଜାଇଥିଲେ ଧୋନୀ

ମୁମ୍ବାଇ, ୨୩।୯: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୦୧୧ ଆଇସିସି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ...

Advertisement


Archives

Model This Week