ଏପର୍ଯ୍ୟନ୍ତ ୧୬ଥର ବିବାହ କଲେଣି ଏହି ବ୍ୟକ୍ତି: ଗୋଟିଏ ରାତିରେ ଏତିକି ସ୍ତ୍ରୀଙ୍କୁ ଦିଅନ୍ତି ସମୟ
ବିଶ୍ୱରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜର ଅଜବ ସଉକ ପାଇଁ ଚର୍ଚ୍ଚାରେ ଥାନ୍ତି। କିଏ ଦେଶ ପାଇଁ ତ ଆଉ କି ନିଜର ପରିବାର ପାଇଁ ଜୀବନ ଉତ୍ସର୍ଗ କରିଦିଅନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛି ୬୬…
ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…
ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି ସଂକ୍ରମଣରୁ ମୁକ୍ତି ମିଳୁନି। ଫଳରେ ଲୋକେ ଏବେ ଆସ୍ଥା ଏବଂ ବିଶ୍ୱାସ ଉପରେ ଭରସା…
ବ୍ଲାକ୍ ଫଙ୍ଗସ୍: ହରିଆଣାରେ ୪୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ
ଚଣ୍ଡିଗଡ଼,୧୩।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ତାଣ୍ଡବ ରଚୁଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସମସ୍ତଙ୍କ ନିଦ ହଜାଇ ଦେଇଛି। ଦେଶର ଅନ୍ୟ ରାଜ୍ୟ ଭଳି ହରିଆଣାରେ ମଧ୍ୟ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିଛି। ରାଜ୍ୟରେ ଏପର୍ଯ୍ୟନ୍ତ…
ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା: ୬୭ ବସ୍ତିବାସିନ୍ଦା ଗିରଫ
କଟକ ଅଫିସ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍ସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ…
ଏଏମ୍ୟୁରେ କରୋନା ତାଣ୍ଡବ: ୨୨ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ…
ଅଲିଗଡ଼,୧୩।୫: କକରୋନା ମହାମାରୀ ସଂକ୍ରମଣ ଯୋଗୁ ଅଲିଗଡ଼ ମୁସଲିମ୍ ୟୁନିଭରସିଟି(ଏଏମ୍ୟୁ)ରେ ଆତଙ୍କ ସୃଷ୍ଟି ହୋଇଛି। ଗତ ୨୨ ଦିନମଧ୍ୟରେ ୧୯ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନାରେ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୟୁନିଭରସିଟିର କେତେକ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା…
୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କଲେ ମହିଳା
ଚିଲିରେ ଏକ ଅଜବ ଘଟଣା ଘଟିଛି। କରୋନାରେ କାଳରେ ଜଣେ ମହିଳା ମୃତ୍ୟୁ ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କରିଛନ୍ତି। ଏହି ଅବସରରେ ସେ ସମସ୍ତ ବନ୍ଧୁ, ପରିଜନଙ୍କ…
ଅନାଥ ପିଲାଙ୍କୁ ୫ହଜାର-ନିଶୁଳ୍କ ଶିକ୍ଷା ଦେବେ ଏହି ରାଜ୍ୟର ସରକାର
ଭୋପାଳ,୧୩।୫: କରୋନା ମହାମାରୀ ଆଉ କେତେ ତାଣ୍ଡବ ରଚିବ ତାହା କାହାକୁ ଜଣାନାହିଁ। ଏହି ମହାମାରୀ ଅନେକଙ୍କଠାରୁ ନିଜ ଆତ୍ମୀୟଙ୍କୁ ବି ଛଡ଼ାଇ ନେଇଛି। ତେବେ କରୋନା ସଙ୍କଟ ମଧ୍ୟରେ ମହାମାରୀର ସମ୍ମୁଖୀନ ହୋଇଥିବା ଗରିବ ଓ ଗରିବ ପରିବାରବର୍ଗଙ୍କୁ ସାହାଯ୍ୟ…
ଅଧିକ ସମୟ ମାସ୍କ ବାନ୍ଧିଲେ କ’ଣ ହେବ ପରିଣାମ, ଏନେଇ ଏମିତି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କାରଣ ମାସ୍କ ହିଁ କରୋନା ସହ…
ବଢ଼ିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ସମୟ ସୀମା…
ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକା…
ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍ ହେବେ ଭାରତୀୟ ଦଳର ଅଧିନାୟକ
ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ। ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତିରେ ପନ୍ତ ଆଇପିଏଲ୍-୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର…
ଆମ୍ବୁଲାନ୍ସ ଅଧିକ ଚାର୍ଜ କଲେ ୧୧୨କୁ ଡାଏଲ କରିବାକୁ ଗଞ୍ଜାମ ଏସ୍ପିଙ୍କ ଅନୁରୋଧ
ଛତ୍ରପୁର,୧୩।୫(ଡି.ଏନ୍.ଏ.): କୋଭିଡ୍ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାରେ ଲକ୍ଡାଉନ୍ ଜାରି ରହିଛି। ଏହି ସମୟରେ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସଗୁଡ଼ିକ ଅଧିକ ଚାର୍ଜ ନେଉଥିବା ଅଧିକାଂଶ ସମୟରେ ଅଭିଯୋଗ ହେଉଛି। କୌଣସି ଆମ୍ବୁଲାନ୍ସ ଲକ୍ଡାଉନ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ…
ପିଲାଙ୍କ ଉପରେ ହେବ କୋଭାକ୍ସିନ୍ ଟିକା ପରୀକ୍ଷା: ମିଳିଲା ଡିସିଜିଆଇ ମଞ୍ଜୁରୀ…
ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ…
Archives


